ରାଜ୍ୟପାଳଙ୍କ ଏସ୍କର୍ଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୭ ଆହତ
ଓଡ଼ିଶାଲାଇଭ ବ୍ୟୁରୋ
ଦୁର୍ଘଟଣାଗ୍ରସ୍ତ ହୋଇଛି ରାଜ୍ୟପାଳଙ୍କ ଦୁଇଟି ଏସ୍କର୍ଟ ଗାଡ଼ି। ଏଥିରେ ୭ ଜଣ ଆହତ ହୋଇଛନ୍ତି। ମୟୂରଭଞ୍ଜ ଉଦଳାରୁ ବାରିପଦା ଯିବା ବାଟରେ ଏହି ଦୁର୍ଘଟଣା ହୋଇଛି। ଆହତମାନଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି...
ଛାତ୍ରୀଙ୍କୁ ଅସଦାଚରଣ – ଶିକ୍ଷକଙ୍କୁ ତାଲା ପକାଇଲେ, କାର୍ ଭଙ୍ଗାରୁଜା କଲେ ଲୋକେ
ଓଡ଼ିଶାଲାଇଭ ବ୍ୟୁରୋ
ଛାତ୍ରୀଙ୍କୁ ଅସଦାଚରଣ କରି ହଟହଟା ହେଲେ ଶିକ୍ଷକ। ଏପରି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ଥାନା ବଡ଼ବ୍ରାହ୍ମଣମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ...
ମୟୂରଭଞ୍ଜ: ଜୁଆ ଆଡ୍ଡାରେ ପୋଲିସର ଚଢ଼ାଉ, ୬୨ଜଣ ଗିରଫ
ଓଡ଼ିଶାଲାଇଭ ବ୍ୟୁରୋ
ମୟୂରଭଞ୍ଜ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଛି। ଚଢ଼ାଉ କରାଯାଇ ୬୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ନିକଟରୁ ୪ ଲକ୍ଷ ୩...
ରକ୍ତ ପରୀକ୍ଷା ବେଳେ ଯୁବତୀଙ୍କୁ ଅସଦାଚରଣ, ଛେଚା ଖାଇଲେ ଲ୍ୟାବ ଟେକନିସିଆନ୍
ଓଡ଼ିଶାଲାଇଭ ବ୍ୟୁରୋ
ଗୋଟେ କ୍ଲିନିକ ଭିତରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ। ଅଭିଯୋଗ ପରେ ଲ୍ୟାବ ଟେକନିସିଆନ୍ଙ୍କୁ ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକ। ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦାର ଏକ କ୍ଲିନିକରେ।
ଜଣେ...
ମୋବାଇଲ ଟାୱାର ବସାଇବା ନାଁରେ ଠକେଇ – ୪ ଠକକୁ ବାନ୍ଧିଲା କରଞ୍ଜିଆ ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୋବାଇଲ ଟାୱାର ବସାଇବା ନାଁରେ ଠକୁଥୁବା ୪ ଠକକୁ ଗିରଫ କଲା କରଞ୍ଜିଆ ପୋଲିସ।
କରଞ୍ଜିଆ ପୋଲିସ କୁ ମିଳିଛି ଏକ ବଡ ସଫଳତା। ମୋବାଇଲ ଟାୱାର ବସାଇବା କହି ଠକୁଥିବା ଜଣେ...
ଆମ୍ଵୁଲାନ୍ସରୁ ସରିଗଲା ତେଲ, ଅଧା ବାଟରେ ମା ଓ ଗର୍ଭସ୍ଥ ଶିଶୁ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାସ୍ତା ଅଧାରେ ଆମ୍ଵୁଲାନ୍ସରୁ ସରିଗଲା ତେଲ। ଠିକ୍ ସମୟରେ ଗର୍ଭବତୀ ମହିଳା ଡାକ୍ତରଖାନାରେ ପହଞ୍ଚି ନପାରିବାରୁ ମହିଳାଙ୍କ ସମେତ ଗର୍ଭସ୍ଥ ଶିଶୁର ମଧ୍ୟ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ...
ମୟୂରଭଞ୍ଜରେ ଗାନ୍ଧୀ ଜୟନ୍ତୀ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ମୟୂରଭଞ୍ଜ ଉଦଳାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଉଦଳା ଏନଏସି ସମତେ ସ୍ଥାନୀୟ ଶିକ୍ଷାନୁଷ୍ଠାନ ଓ ସ୍ଵେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ପଦଯାତ୍ରା...
ମୟୂରଭଞ୍ଜ: ଡାକ୍ତରଖାନା ଓ ଆରଟିଓରେ ଚଢ଼ାଉ, ୧୩ ଦଲାଲ ଗିରଫ
ଓଡ଼ିଶାଲାଇଭ ବ୍ୟୁରୋ
ଡାକ୍ତରଖାନା ଓ ଆରଟିଓକୁ ଦଲାଲମୁକ୍ତ କରିବାକୁ ଅଣ୍ଟାଭିଡ଼ିଛି ମୟୂରଭଞ୍ଜ ପୋଲିସ। ଗତ ଦୁଇଦିନ ମଧ୍ୟରେ ବାରିପଦା ଓ ରାଇରଙ୍ଗପୁରରୁ ୧୩ ଜଣ ଦଲାଲଙ୍କୁ ଗିରଫ କରିଛି ବାରିପଦା ପୋଲିସ। ଏହାସହ ମୟୂରଭଞ୍ଜର...
କରଞ୍ଜିଆ ହାତିବାରୀ ସେବାଶ୍ରମରେ ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରିପଦା: କରଞ୍ଜିଆ ଥାନା ହାତିବାରୀ ସେବାଶ୍ରମରେ ଘଟିଛି ଅଘଟଣ। ସେବାଶ୍ରମର ଜଣେ ନବମ ଶ୍ରେଣୀ ଛାତ୍ରୀ ସିନଗା ସୟଙ୍କ ମୃତ୍ୟୁକୁ ନେଇ ସ୍କୁଲ ପରିସରରେ ଉତ୍ତେଜନା ଦେଖାଦେଇଛି।
ଗୁରୁବାର ଛାତ୍ରୀ ସିନଗା ସୟ ହଠାତ୍...
ମୟୂରଭଞ୍ଜ: ଛାତ୍ରଙ୍କ ନାଁରେ ଷ୍ଟଡି ଲୋନ କରି ଆତ୍ମସାତ୍ କଲେଜ କର୍ତ୍ତୃପକ୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଛାତ୍ରଙ୍କ ନାଁରେ ଷ୍ଟଡି ଲୋନ୍। ହେଲେ ଛାତ୍ର ଜାଣି ନାହାନ୍ତି। ୫୬ ଜଣ ଛାତ୍ରଙ୍କ ନାଁରେ ଏହି ଷ୍ଟଡି ଲୋନ୍ ହୋଇଛି। ଛାତ୍ରଙ୍କ ଅଜାଣତରେ ସେମାନେ ପଢ଼ୁଥିବା...





















