ମୟୁରଭଞ୍ଜ – ମହିଳାଙ୍କୁ ନିର୍ମମ ହତ୍ୟା, ଗଣ୍ଡିରୁ ମୁଣ୍ଡକୁ ଅଲଗା କଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ ବ୍ୟୁରୋ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ପାଟୁଳିଡ଼ିହି ଗ୍ରାମରେ ଅଘଟଣ। ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ପାଟୁଳିଡ଼ିହି ବନ୍ଧସାହି ଗ୍ରାମର ଜିରାମଣି ସୋଏ ନାମକ ଜଣେ ବୃଦ୍ଧାଙ୍କୁ ଅତି ନିର୍ମମ ଭାବେ...

ବାରିପଦା : ଦିନ ଦିପହରରେ ଲୁଟି ନେଲେ ୫୦ ହଜାର ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ  ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ଲୁଟେରାଙ୍କ ଦୋରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ମଧ୍ୟାହ୍ନରେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କଠାରୁ ୫୦ ହଜାର ଟଙ୍କା ଲୁଟ୍‌ ହୋଇଥିବା...

ହାତୀ ଉପଦ୍ରବରେ ଅତିଷ୍ଠ ମୟୂରଭଞ୍ଜବାସୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହାତୀ ପଲଙ୍କ ଉପଦ୍ରବକୁ ନେଇ ତାତିଲେ ଲୋକେ। କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ଅନ୍ଧାରଝରି ଛକରେ ରାସ୍ତାରୋକ କରିଥିଲେ। କ୍ଷତି ପୂରଣ କରିବାକୁ ବନ ବିଭାଗ ପ୍ରତିଶ୍ରୁତି...

ମୟୂରଭଞ୍ଜ : ରାଗରେ ପୁଅକୁ କଚାଡ଼ି ମାରିଲା ବାପା

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ରୋଧରେ ଉତ୍‌କ୍ଷିପ୍ତ ହୋଇ ନିଜର ୬ ବର୍ଷର ପୁଅକୁ ହତ୍ୟା କରିଛି ବାପା। ଏଭଳି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଲାବଣ୍ୟଦେଇପୁର ଗାଁରେ। ମଙ୍ଗଳବାର ଲାବଣ୍ୟଦେଇପୁର ଗାଁର...

ପାଣିରେ ବୁଡ଼ି ଦୁଇ ଭଉଣୀ ମୃତ

ଓଡ଼ିଶାଲାଇଭ ବ୍ୟୁରୋ ପାଣି ବୁଡ଼ି ଚାଲିଗଲା ଦୁଇ ସମ୍ପର୍କିୟ ଭଉଣୀଙ୍କର ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଚାନ୍ଦୁଆ ଗ୍ରାମରେ। ମୃତ ଶିଶୁ ଦୁଇ ଜଣ ହେଉଛନ୍ତି...

ସିବିଆଇ ଜାଲରେ ବାରିପଦା ରେଳବାଇ ଇନ୍ସପେକ୍ଟର ଏବଂ କନଷ୍ଟେବଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିବିଆଇ ଜାଲରେ ରେଳବାଇ ସୁରକ୍ଷା ବାହିନୀ(ଆରପିଏଫ) ଇନ୍ସପେକ୍ଟର ଏବଂ କନଷ୍ଟେବଲ। ଲାଞ୍ଚ ନେଉଥିବା ବେଳେ ସବିଆଇ ଏହି ଦୁଇ ଅଫିସରଙ୍କୁ ଧରିଛି। ଏମାନେ ହେଲେ ଆରପିଏଫ ଇନ୍ସପେକ୍ଟର ଅମିତ କୁମାର ଏବଂ...

ମୟୂରଭଞ୍ଜ ଏଡିଜେ କୋର୍ଟରୁ ଆସିଲା ଗୁରୁତ୍ୱପୂର୍ଣ୍ଣ ରାୟ – ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତକୁ ଫାଶୀ ଦଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ବର୍ଷେ ଭିତରେ ମାମଲାର ବିଚାର କରି ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି।...

ଛାତ୍ର ସଂସଦ ନିର୍ବାଚନ ବାତିଲ, ମୟୂରଭଞ୍ଜ ଜିଲ୍ଲାପାଳ ଅଫିସ୍‌ ଘେରିଲା ଭଂଜସେନା

ଓଡ଼ିଶାଲାଇଭ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲାର ଭଂଜସେନା ଯୁବ ସଂଗଠନ ପକ୍ଷରୁ ବାରିପଦାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟସରକାର ରାଜ୍ୟରେ ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଥିବାରୁ ଏହାକୁ...

ମୟୂରଭଞ୍ଜ ରାଜପ୍ରାସାଦ ପରିସରରେ କଳା ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶାଲାଇଭ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାର କଳା ସଂସ୍କୃତିକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ମୟୂରଭଞ୍ଜ ଫାଉଣ୍ଡେସନ ପକ୍ଷରୁ ଏକ କଳା ପ୍ରଦର୍ଶନୀ କାର୍ଯ୍ୟକ୍ରମ କରାଯାଇଛି। ମୟୂରଭଞ୍ଜ ମହାରାଣୀଙ୍କ ସହାୟତାରେ ତାଙ୍କ ବେଲଗଡିଆ...

ଛାତ୍ରାବାସରୁ ୩ ଛାତ୍ର ଛୁ

ଓଡ଼ିଶାଲାଇଭ୍ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲା ବାରିପଦା ଉପକୁଣ୍ଠ ଶାମାଖୁଣ୍ଟା ନିକଟସ୍ଥ ସ୍ୱାମୀ ବିବେକାନନ୍ଦ ବିଦ୍ୟାଳୟରୁ ୩ ଜଣ ନବମ ଶେଣୀର ଛାତ୍ର ଛାତ୍ରାବାସ ଛାଡ଼ି ପଳାଇଛନ୍ତି। ୩ ଜଣ ଛାତ୍ର ବିଦ୍ୟାଳୟର ପାଚେରୀ ଡେଇଁ...