ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, ଗାର୍ଡ ଅଫ୍ ଅନର ସହ ପ୍ରଶାସନ କଲା ଅନ୍ତିମ ସଂସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ  ପ୍ରଶାସନ ଦେଲା ଗାର୍ଡ ଅଫ ଅନର ନୟାଗଡ଼ରେ ହେଲା ଅନ୍ତିମ ସଂସ୍କାର କନ୍ଧମାଳ ଜିଲ୍ଲା ଆଶା ପରିଚାଳକ ଭାବେ କାର୍ଯ୍ୟରତ ଥିବା ନୟାଗଡ଼ ଜିଲ୍ଲାର ଶ୍ରୀଧର ସ୍ୱାଇଁଙ୍କର ମଙ୍ଗଳବାର କରୋନାରେ ପରଲୋକ...

ଗାଡ଼ି ଚୋରି କରି ଜଙ୍ଗଲରେ ଲୁଚି ରହିଥିବା ୩ ଡକାୟତଙ୍କୁ ଧରିଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ ଜିଲ୍ଲାର ଏକ ଜଙ୍ଗଲରେ ଲୁଚି ରହିଥିବା ୩ ଡକାୟତଙ୍କୁ ବୁଧବାର ଓଡ଼ଗାଁ ଆଦର୍ଶଥାନା ପୋଲିସ ଗିରଫ କରିଛି। ସେମାନଙ୍କ ପାଖରୁ ଗୋଟିଏ ମହିନ୍ଦ୍ରା ପିକଅପ୍ ଭ୍ୟାନ୍ ଏବଂ ଗୋଟିଏ ଟ୍ରାକ୍ଟର...

ନୟାଗଡ଼ରେ ଚାଲିଥିଲା ନକଲି ନୋଟ୍‌ ଛପା କାରବାର

ଓଡ଼ିଶାଲାଇଭ୍ ବ୍ୟୁରୋ ଘଟଣା ପଛରେ ର‌୍ୟାକେଟ୍ କାମ କରୁଥିବା ସନ୍ଦେହ ବାଇକ୍ କିଣାରୁ ଘଟଣାର ପର୍ଦ୍ଦାଫାସ ଲୋକଙ୍କ ପ୍ରଶ୍ନ, କିପରି ଜାଣିପାରୁ ନଥିଲା ପୋଲିସ୍ ପ୍ରଶାସନ ନୟାଗଡ଼ ସହରରେ ଚାଲିଥିଲା ନକଲି ନୋଟ୍...

ନୟାଗଡ଼ରୁ ନକଲି ଟଙ୍କା କାରଖାନା ଠାବ, ୨ଜଣଙ୍କୁ ଗିରଫ କଲା ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍ଗଳବାର ନୟାଗଡ଼ ସହରରୁ ଏକ ନକଲି ଟଙ୍କା ଛପା କାରଖାନା ଠାବ ହୋଇଛି। ଏହି ଘଟଣାରେ ଦୁଇ ଯୁବକଙ୍କୁ ପୋଲିସ ଗିରଫ କରିଛି। ନକଲି ଟଙ୍କା ଦେଇ ଗାଡ଼ି କିଣୁଥିବା ବେଳେ...

ନୟାଗଡ଼ରେ କୋଭିଡ୍ ସ୍ଥିତି – ମୋଟ ୫,୬୩୭ ପଜିଟିଭ୍ ଚିହ୍ନଟ, ଆଖି ବୁଜିଲେଣି ୩୯ ଆକ୍ରାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ନୟାଗଡ଼ରେ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୫,୬୩୭କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୫,୨୫୮ ଜଣ ସୁସ୍ଥ ହୋଇଥିବା...

ଦଶପଲ୍ଲା: ‘ଜାଗା ମିଶନ’ ଜରିଆରେ ଭୂମିହୀନଙ୍କୁ ମିଳିଲା ଜମିପଟ୍ଟା

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମ ଦିବସ ଅବସରରେ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗରିବ ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି। ‘ଜାଗା ମିଶନ’ ଜରିଆରେ ବସ୍ତି ବାସିନ୍ଦାଙ୍କୁ ଜମିପଟ୍ଟା...

ନୟାଗଡ଼: ନାବାଳିକା ଅପହରଣ ଓ ହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ସଦର ଥାନା ଯଦୁପୁର ଗାଁର ଜଣେ ନାବାଳିକାଙ୍କୁ ଅପହରଣ ଓ ହତ୍ୟା ଘଟଣାର ୩ ମାସ ପରେ ମଧ୍ୟ ପୋଲିସ ହାତ ଖାଲି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଖୋଜି ବାହାର...

ବଜ୍ରାଘାତରେ ଚାଲିଗଲା ଦୁଇ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦଶପଲ୍ଲା ବ୍ଲକ ଡିହଗାଁରେ ବଜ୍ରାଘାତ ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ରହିଥିବା ବେଳେ ଜଣେ ମହିଳା ରହିଛନ୍ତି। ମୃତକ ଦ୍ଵୟ ହେଲେ ଉଦୟନାଥ ପ୍ରଧାନ...

ମହିଳାଙ୍କ ସଙ୍ଗୀନ ଅଭିଯୋଗ – ମୋ ସ୍ଵାମୀଙ୍କୁ ପିଟିପିଟି ମାରିଦେଲେ ବନ କର୍ମଚାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋର୍ଦ୍ଧା ବାଣପୁର ଥାନାରେ ଅଭିଯୋଗ ଘଟଣାର ତଦନ୍ତ କରୁଛି ପୋଲିସ ୩ ଦିନ ପରେ ମୃତଦେହର ବ୍ୟବଚ୍ଛେଦ ନୟାଗଡ଼ ଶରଣକୁଳ ଥାନା ଗୋଲଗାଁର ବଳଭଦ୍ର ବେହେରା ଓରଫ ଟିକି (୩୫)ଙ୍କୁ ବାଣପୁର...

ନୟାଗଡ଼: କରୋନାରେ ଶିକ୍ଷକଙ୍କ ମୃତ୍ୟୁ, ବିଭିନ୍ନ ମହଲରେ ଶୋକ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡ୍ ସଂକ୍ରମଣରେ ନୂଆଗାଁ ବ୍ଲକ ମାଳିସାହି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗନ୍ନାଥ ଦାଶଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ପ୍ରଧାନ ଶିକ୍ଷକଙ୍କ ଅକାଳ ବିୟୋଗରେ...