ନୟାଗଡ଼ରେ ଓଲଟିଲା ବସ୍, ୧୦ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଗଲା ବସ୍। ଫଳରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ପଞ୍ଚୁପାଣ୍ଡବ ନିକଟରେ। ଘଟଣାସ୍ଥଳରେ ପୋଲିସ...
ଦୁଇ ଗୋଷ୍ଠୀଙ୍କ ଝଗଡ଼ା ତୁଟାଇବାକୁ ଯାଇ ସ୍ତ୍ରୀକୁ ହରାଇଲେ ଯୁବକ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାମନ୍ୟ ଝଗଡ଼ାରୁ ଯୁବକଙ୍କ ଆକ୍ରମଣରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର। ନୟାଗଡ଼ ଜିଲ୍ଲା ଓଡ଼ଙ୍ଗା ଥାନା ବାହାଡ଼ଝୋଲା ଭଟ୍ଟସାହିର ଏଭଳି ଜଘନ୍ୟ ଘଟଣା ଘଟିଛି।
ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ତୁଟାଉଥିବା ବ୍ୟକ୍ତି...
ଘରେ ପଶି ବୃଦ୍ଧଙ୍କୁ ଗଳାକାଟି ହତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଳାକାଟି ବୃଦ୍ଧଙ୍କୁ ବିଭତ୍ସ ଭାବେ ହତ୍ୟା। ରାତିରେ ଶୋଇଥିବା ବେଳେ ଘରେ ପଶି ଏଭଳି କାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ। ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା କୃଷ୍ଣଚନ୍ଦ୍ରପୁର...
ଦହିବରା ଖାଇ ୫୦ରୁ ଅଧିକ ଲୋକ ଅସୁସ୍ଥ
ଓଡ଼ିଶାଲାଇଭ ବ୍ୟୁରୋ
ବିଷାକ୍ତ ଦହିବାର ଆଳୁଦମ୍ ଖାଇ ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ଏହି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଗଣିଆ ଅଞ୍ଚଳରେ। ତେବେ ସମସ୍ତ ଅସୁସ୍ଥମାନଙ୍କୁ ଗଣିଆ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି...
ଭିଜିଲାନ୍ସ ଜାଲରେ ନୟାଗଡ଼ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନୟାଗଡ଼ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିନୟ ସବୁଦ୍ଧି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢ଼ାଉ କରିଛନ୍ତି।
ନୟାଗଡ଼, ଭୁବନେଶ୍ୱର...
ଆଜିଠୁ ଗଡ଼ିବ ଭୁବନେଶ୍ୱରରୁ ନୟାଗଡ଼କୁ ଟ୍ରେନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ୍ ମଧ୍ୟରେ ଗଡ଼ିବ ସେବା ସର୍ଭିସ୍ ଏକ୍ସପ୍ରେସ୍। ସେବା ସର୍ଭିସର ଅର୍ଥ ହେଉଛି ଛୋଟ ଛୋଟ ସହର ଓ ଗୁରୁତ୍ୱପୂର୍ଣ୍ଣ ସହର ଭିତରେ ରେଳ ଯୋଗାଯୋଗ...
୧୫ରୁ ଭୁବନେଶ୍ୱରରୁ ନୟାଗଡ଼କୁ ଟ୍ରେନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ମଙ୍ଗଳବାରଠାରୁ ନୟାଗଡ଼କୁ ନୂଆ ଏକ୍ସପ୍ରେସ ଟ୍ରେନ ଚାଲିବ। ଭୁବନେଶ୍ୱର ଓ ନୟାଗଡ଼ ମଧ୍ୟରେ ଏହି ଟ୍ରେନ ଚଳାଚଳ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅକ୍ଟୋବର ୧୫ ତାରିଖରୁ...
ଅକ୍ଟୋବର ୧୫ରୁ ଗଡ଼ିବ ଭୁବନେଶ୍ୱର-ନୟାଗଡ଼ ଏକ୍ସପ୍ରେସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଅକ୍ଟୋବର ୧୫ ଅପରାହ୍ଣ ୨ଟାରେ ଭୁବନେଶ୍ୱରରୁ ନୟାଗଡ଼କୁ ଗଡ଼ିବ ଟ୍ରେନ୍। ପୂର୍ବତଟ ରେଳପଥର ସୂଚନା ଅନୁଯାୟୀ ଏହି ଏହି ଟ୍ରେନ୍ଟି ନିୟମିତ ଭାବେ ଭୁବନେଶ୍ୱରରୁ ନୟାଗଡ଼ ଚଳାଚଳ କରିବ।
୧୮୪୨୩ ଟ୍ରେନ୍ ନମ୍ବର...
ନୟାଗଡ଼ରୁ ଭୁବନେଶ୍ୱରକୁ ଚାଲିବ ‘ସେବା ସର୍ଭିସ୍ ଏକ୍ସପ୍ରେସ’ ଟ୍ରେନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ବାସୀଙ୍କ ପାଇଁ ଖୁସି ଖବର। ଏଣିକି ନୟାଗଡ଼ରୁ ଭୁବନେଶ୍ୱରକୁ ଗଡ଼ିବ ଏକ୍ସପ୍ରେସ ଟ୍ରେନ୍। ସେବା ସର୍ଭିସ ଏକ୍ସପ୍ରେସ ନାଁରେ ଏକ ଟ୍ରେନ ନୟାଗଡ଼ ଓ ଭୁବନେଶ୍ୱର ମଧ୍ୟରେ ଯାତାୟାତ କରିବ।
ଆସନ୍ତା...
ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସ୍ରେ ଅଗ୍ନିକାଣ୍ଡ
ଓଡ଼ିଶାଲାଇଭ ବ୍ୟୁରୋ
ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସରେ ଲାଗିଲା ନିଆଁ। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡରେ କମ୍ପ୍ୟୁଟର ସହ ଅନେକ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଏହାସହ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ମଧ୍ୟ...




















