ନାଲିବତୀ ଗାଡ଼ି ଧକ୍କାରେ ଫିଜିଓଥେରାପିଷ୍ଟଙ୍କର ମୃତ୍ୟୁ, ୨୪ ଘଣ୍ଟା ପରେ ମଧ୍ୟ ଅଭିଯୁକ୍ତର ଟେର ପାଉନି ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ଖଣ୍ଡପଡ଼ା-ନୟାଗଡ଼ ମୁଖ୍ୟ ରାସ୍ତାର ବରପଲ୍ଲୀ ଛକ ନିକଟରେ ସୋମବାର ସନ୍ଧ୍ୟାରେ ଏକ ନାଲିବତୀ ଗାଡ଼ି ଧକ୍କାରେ ଜଣେ ଫିଜିଓଥେରାପିଷ୍ଟଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାକୁ ୨୪ ଘଣ୍ଟା...
୫-ଟି ସଚିବଙ୍କ ଦୁଇଦିନିଆ ନୟାଗଡ଼ ଗସ୍ତ, ବିଜେପି ଓ କଂଗ୍ରେସର ବିରୋଧ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ଦୁଇ ଦିନିଆ ନୟାଗଡ଼ ଜିଲ୍ଲା ଗସ୍ତରରେ ଆସିଥିବା ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଗୁରୁବାର ଦିନ ରଣପୁରଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ...
ନୟାଗଡ଼ ଜିଲ୍ଲାକୁ ‘ଭୂମି ସମ୍ମାନ-୨୦୨୩’ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଅଧୁନିକୀକରଣ କାର୍ଯ୍ୟକ୍ରମର ଲକ୍ଷ୍ୟ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୟାଗଡ଼ ଜିଲ୍ଲାକୁ ମିଳିଛି ‘ଭୂମି ସମ୍ମାନ-୨୦୨୩’ ପୁରସ୍କାର। ମଙ୍ଗଳବାର ଦିନ...
ନୟାଗଡ଼ରେ ଘନ ଘନ ବିଜୁଳି କାଟ୍: ମୁଣ୍ଡ ଟେକୁଛି ଜନଆନ୍ଦୋଳନ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲାରେ ଘନ ଘନ ବିଜୁଳି କାଟକୁ ନେଇ ନୟାନ୍ତ ହେଲେଣି ଉପଭୋକ୍ତା। ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଲିମିଟେଡ (ଟିପିସିଓଡିଏଲ) ର ଅନିୟମିତ ବିଜୁଳି ଯୋଗାଣ...
ନୟାଗଡ଼ରେ ମାତୃ ଓ ଶିଶୁ କଲ୍ୟାଣ ଯୋଜନାର ଅଭାବନୀୟ ଚିତ୍ର, ପ୍ରସବବେଳେ ଚାଲିଗଲା ରକ୍ତହୀନ ଗର୍ଭବତୀ ମା’ ଓ...
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ବୁଧବାର ପ୍ରସବ ସମୟରେ ଜଣେ ମା' ଓ ଗର୍ଭସ୍ଥ ଶିଶୁର ଶୋଚନୀୟ ମୃତ୍ୟୁ ସାଧାରଣରେ ଚିନ୍ତା...
ନୟାଗଡ଼: ଅଂଶୁଘାତରେ ଚାଷୀଙ୍କର ମୁତ୍ୟୁ ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲା ଭାପୁର ତହସିଲ ଶାଳବଣୀ ଗାଁର ମଥୁରା ଖୁଣ୍ଟିଆଙ୍କର ଅଶୁଘାତରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ୬୦ ବର୍ଷର ବୃଦ୍ଧ ମଥୁରା ଖୁଣ୍ଟିଆ...
ନୟାଗଡ଼ ସହରରେ ଦନ୍ତାହାତୀ, ଲୋକେ ଆତଙ୍କିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ସହରକୁ ଗୋଟିଏ ଦନ୍ତାହାତୀ ପଶି ଆସିବାରୁ ସ୍ଥାନୀୟ ଲୋକ ଭୟଭୀତ ହୋଇପଡ଼ିଥିଲେ। ଶୁକ୍ରବାର ସନ୍ଧ୍ୟାରେ ନୟାଗଡ଼ ସହର ନିକଟସ୍ଥ ରୁକ୍ଷୀ ପାହଡ଼ରେ ଏକ ଦନ୍ତାହାତୀକୁ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ।...
ନୟାଗଡ଼ ଡିଏଫଓଙ୍କୁ ଅଶ୍ଳୀଳ ମେସେଜ କରି ୨ ଯୁବକ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୟାଗଡ଼ ଡିଏଫଓଙ୍କୁ ଅଶ୍ଳୀଳ ମେସେଜ ଏବଂ କଲ୍ କରିବା ଅଭିଯୋଗେରେ ଦୁଇ ଜଣଙ୍କୁ ଗିରଫ କରିଛି ନୟାଗଡ଼ ଟାଉନ ଥାନା ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଇଟାମାଟି ଥାନା ପଡଗଣ୍ଡୁସରର ପ୍ରୀତିରାଜ...
କଣ୍ଟିଲୋ ନୀଳମାଧବ ମନ୍ଦିରରେ ପୂଜକ ସମାଜର ଧାରଣା ଶେଷ, ଦୁଇ ଦିନ ପରେ ସ୍ୱାଭାବିକ ହେଲା ପୂଜା ନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବ ମନ୍ଦିରରେ ପୁଣିଥରେ ଆରମ୍ଭ ହୋଇଛି ପୂଜା ନୀତି। ପୂଜକ ସମାଜର ଧାରଣା ଯୋଗୁଁ ଦୁଇ ଦିନ ଧରି ପୂଜା ନୀତି ବନ୍ଦ...
ଆଃ… କି ସୁଆଦ ନୟାଗଡ଼ ଛେନାପୋଡ଼!
ନିଶିକାନ୍ତ ରଥ
ନୟାଗଡ଼ ଛେନାପୋଡ଼ ଥରେ ଯିଏ ଖାଇଛି ସିଏ କହିଛି ଆଃ…କି ସୁଆଦିଆ ନୟାଗଡ଼ ଛେନାପୋଡ଼।
ନୟାଗଡ଼ ଛେନାପୋଡ଼ର ଜନ୍ମ ଦଶପଲ୍ଲାର ସାତପଟଣା
ଆକସ୍ମିକ ଭାବେ ତିଆରି ହୋଇଥିଲା ଏହି ସୁଆଦିଆ ମିଠା
ଏବେ...





















