ନିଯୁକ୍ତି ନୀତି ପ୍ରତିବାଦରେ ନୟାଗଡ଼ରେ ଶିକ୍ଷକ ସଂଘର ଆନ୍ଦୋଳନ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ରାଜ୍ୟ ସରକାରଙ୍କ ଅସାମଞ୍ଜସ୍ୟ ନିଯୁକ୍ତି ନୀତି ପ୍ରତିବାଦରେ ନୟାଗଡ଼ ଜିଲ୍ଲା ମିଳିତ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାବ୍ୟାପୀ ପ୍ରତିବାଦ ଓ ଧାରଣା ପ୍ରଦର୍ଶନ କରାଯାଇଛି। ଜିଲ୍ଲାର ସମସ୍ତ...

ନୟାଗଡ଼ ସହରରେ ଦୂର ହେବ ପାନୀୟ ଜଳ ସମସ୍ୟା, ବେଆଇନ ପାଣି ପାଇପ ସଂଯୋଗ ରୋକିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ସହରରେ ଖୁବ୍ ଶୀଘ୍ର ଦୂର ହେବ ପାନୀୟ ଜଳ ସମସ୍ୟା। ବେଆଇନ ଭାବେ କରାଯାଇଥିବା ପାଣି ପାଇପ୍ ସଂଯୋଗକୁ ରୋକିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ...

ନୟାଗଡ଼: ଗୟଳ ଆକ୍ରମଣରେ ପ୍ରାଣ ହରାଇଲେ ଛେଳି ଚରାଳି ଗଙ୍ଗାଧର ନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୟଳ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଗଙ୍ଗାଧର ନାୟକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ନୟଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ କୋରପିଠା ଗ୍ରାମର ଗଙ୍ଗାଧର ନାୟକ ଶୁକ୍ରବାର ଦିନ ଶୁଳିଆ ସଂରକ୍ଷିତ ଜଙ୍ଗଲକୁ...

ନୟାଗଡ଼: କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ): ନୟାଗଡ଼ ଜିଲ୍ଲାରେ କିଛି ବର୍ଷ ଧରି ବନ୍ୟପ୍ରାଣୀ ଛାଲ ଚାଲାଣ କରୁଥିବା ରାକେଟ ସକ୍ରିୟ ରହିଛନ୍ତି। ଏକ କଲାରାପତରିଆ ବାଘ ଛାଲ ଚାଲାଣ କରାଯାଉଥିବାବେଳେ ଶନିବାର ଦିନ...

ଆଇଏଏସ ରବୀନ୍ଦ୍ରନାଥ ସାହୁ ନୟାଗଡ଼ର ନୂତନ ଜିଲ୍ଲାପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲାର ନୂତନ ଜିଲ୍ଲାପାଳ ହେଲେ ରାଜ୍ୟର ବରିଷ୍ଠ ଆଇଏଏସ ଅଫିସର ରବୀନ୍ଦ୍ର ନାଥ ସାହୁ। ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ସଚିବ ଭାବେ ସେ ଦୀର୍ଘ ବର୍ଷ ଧରି କାର୍ଯ୍ୟ...

ନବରଙ୍ଗପୁରରେ ‘ପେପରଲେସ୍ କୋର୍ଟ’ ଉଦଘାଟନ କଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ୟୁୟୁ ଲଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲାରେ ‘ପେପରଲେସ୍ କୋର୍ଟ’କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ଉଦଘାଟନ କରିଛନ୍ତି। ଓଡ଼ିଶାର ୩୦ଟି ଜିଲ୍ଲା ସମେତ ନବରଙ୍ଗପୁର ଜିଲ୍ଲାରେ ‘ପେପରଲେସ୍ କୋର୍ଟ’କୁ...

ହୃଦଘାତରେ ସାମ୍ବାଦିକ କିଶୋର କୁମାର ମହାପାତ୍ରଙ୍କ ବିୟୋଗ  

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲାର ସାମ୍ବାଦିକ କିଶୋର କୁମାର ମହାପାତ୍ରଙ୍କର ଶନିବାର ଦିନ ହୃଦଘାତରେ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା। କିଶୋରଙ୍କ ଅକାଳ ମୃତ୍ୟୁରେ ବିଭିନ୍ନ ମହଲରେ...

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୫ବର୍ଷ ସଶ୍ରମ କାରାଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ କିଶୋର ମହାପାତ୍ର, (ନୟାଗଡ ରୁରାଲ): ୨୦୧୮ ମସିହାରେ ନୟାଗଡ଼ ଅଞ୍ଚଳରେ ଘଟିଥିବା ଏକ ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାର କରି ନୟାଗଡ଼ ଫାଷ୍ଟ ଟ୍ରାକ କୋର୍ଟ ଅଭିଯୁକ୍ତକୁ ଦଣ୍ଡାଦେଶ...

ନୟାଗଡ଼ ବଜାରରେ ଟ୍ରାଫିକ ସମସ୍ୟା; ପାର୍କିଂ ବ୍ୟବସ୍ଥା ପାଇଁ ବିଧାୟକଙ୍କୁ ଚିଠି

ଓଡ଼ିଶାଲାଇଭ୍ ବ୍ୟୁରୋ  କିଶୋର ମହାପାତ୍ର,(ନୟାଗଡ ରୁରାଲ): ନୟାଗଡ ବଜାର ଦିନକୁ ଦିନ ବିସ୍ତାର ହେଉଥିବାବେଳେ ଜନଗହଳି ବଢ଼ିବାରେ ଲାଗିଛି। ବଜାରରେ ନିର୍ଦ୍ଦିଷ୍ଟ ପାର୍କିଂସ୍ଥଳ ନଥିବାରୁ ଲୋକମାନେ ରାସ୍ତା ଉପରେ ଯାନବାହାନ ରଖୁଛନ୍ତି। ସହରର ଏହି...

ନୟାଗଡ଼: ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟରୋ ନୟାଗଡ଼ ରେଳ ଷ୍ଟେସନ ନିକଟରେ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ବେବର୍ତ୍ତାପଲ୍ଲୀ ଗାଁର ବାପିନା ନାୟକ। ବୁଧବାର ସକାଳ ୭ଟା ୧୦ ମିନିଟରେ ବାପିନାଙ୍କୁ...