ନୟାଗଡ଼: ଦୁର୍ଦ୍ଦିନରେ ଥୁଆବାରୀ ଗ୍ରାମର ସ୍ବାଧୀନତା ସଂଗ୍ରାମୀ କଣ୍ଡୁରି ପରିଡ଼ାଙ୍କ ପରିବାର

ଓଡ଼ିଶାଲାଇଭ୍ ବ୍ୟୁରୋ (କିଶୋର ମହାପାତ୍ର , ନୟାଗଡ଼ ରୁରାଲ): ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ପାରାଢ଼ିପି ପଞ୍ଚାୟତ ଥୁଆବାରୀ ଗ୍ରାମର ସ୍ବାଧୀନତା ସଂଗ୍ରାମୀ ସହିଦ କଣ୍ଡୁରି ପରିଡ଼ାଙ୍କ ପରିବାର। ମହାତ୍ମା...

ନୟାଗଡ଼: ନାବାଳିକା ଦୁଷ୍କର୍ମ ମାମଲାରେ ପୋଲିସ କର୍ମଚାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ନାବାଳିକା ଦୁଷ୍କର୍ମ ମାମଲାରେ ପୋଲିସ କର୍ମଚାରୀକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଜେଲ ଦଣ୍ଡ ସହ ୬୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ନୟାଗଡ଼ ଜିଲ୍ଲା ଫାଷ୍ଟଟ୍ରାକ କୋର୍ଟର...

ତାଳଚେର-ଗୋପାଳପୁର ରେଳପଥ ନିର୍ମାଣ ପାଇଁ ଅନ୍ତିମ ସର୍ଭେକୁ ଅନୁମତି

ଓଡ଼ିଶାଲାଇଭ୍ ବ୍ୟୁରୋ ତାଳଚେରଠାରୁ ଗୋପାଳପୁର ରେଳପଥ ନିର୍ମାଣ ପାଇଁ ୨୫ ବର୍ଷ ତଳୁ ତୃତୀୟ ସର୍ଭେ ସରିଥିବାବେଳେ ଏଥିପାଇଁ ଅନ୍ତିମ ଲୋକେସନ ସର୍ଭେ ପାଇଁ ଅନୁମତି ଦେଇଛି ରେଳ ବିଭାଗ। ରେଳ ବିଭାଗର ଏହି...

ନୟାଗଡ଼: ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ରୋଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ  (ନୟାଗଡ଼ରୁ ନିଶିକାନ୍ତ ରଥ): ରାସ୍ତା ନଥିବାରୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଚଢ଼େୟାପଲ୍ଲୀ ନିକ ଅଞ୍ଚଳ ମୁଜୁରୁବାଡ଼ି ଗାଁର ଜଣେ ଅସୁସ୍ଥ ମହିଳାଙ୍କୁ ଖଟିଆରେ ବୋହି ଡାକ୍ତରଖାନା ନିଆଯିବାର ଚିତ୍ର ସରକାରୀ ଯୋଜନା...

ନୟାଗଡ଼: ଦିନ ଦ୍ୱିପ୍ରହରରେ ଜୁଏଲାରୀ ଏବଂ ପେଟ୍ରୋଲ ପମ୍ପରୁ ଡକାୟତି

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ଗୋଡ଼ିପଡ଼ା ବଜାରରେ ମଙ୍ଗଳବାର ଦିନ ଦ୍ୱିପ୍ରହରରେ ଜୁଏଲାରୀ ଦୋକାନ ଏବଂ ପେଟ୍ରୋଲ ପମ୍ପରେ ଡକାୟତି ହୋଇଛି। ଗୋଡ଼ିପଡ଼ା ବଜାରରେ ଥିବା ଏକ ଜୁଏଲାରୀ ଦୋକାନରୁ ଦୁର୍ବୃତ୍ତମାନେ ୫ ଲକ୍ଷରୁ...

ନୟାଗଡ଼: ଡାକଡୋଲ ନୂଆସାହି ଗ୍ରାମରେ ପାନୀୟ ଜଳ ସମସ୍ୟା, ଗରା ବାଲ୍ଟି ଧରି ରାସ୍ତାକୁ ଓହ୍ଲାଇଲେ ମହିଳା

ଓଡ଼ିଶାଲାଇଭ୍ ବ୍ୟୁରୋ ଜଳ ହିଁ ଜୀବନ। ଜଳ ବିନା ଜୀବଜଗତ ବଞ୍ଚିବା ଅସମ୍ଭବ। କିନ୍ତୁ ଏମିତି ଅନେକ ସ୍ଥାନ ରହିଛି ଯେଉଁଠି ପାନୀୟ ଜଳ ପାଇଁ ଲୋକଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେବାକୁ...

ପାଠାଗାର ଆନ୍ଦୋଳନର ପୁରୋଧା ଦାଶରଥି ପଟ୍ଟନାୟକଙ୍କ ୧୧୫ ତମ ଜୟନ୍ତୀ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ପାଠାଗାର ଆନ୍ଦୋଳନର ପୁରୋଧା ତଥା ବିଶିଷ୍ଟ ସଂଗ୍ରାହକ ସ୍ଵର୍ଗତ ଦାଶରଥି ପଟ୍ଟନାୟକଙ୍କ ୧୧୫ ତମ ଜୟନ୍ତୀ ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି। ଏହି ଅବସରରେ ମଙ୍ଗଳବାର ଦିନ...

ନୟାଗଡ଼: ଆଡ଼ପ ମଣ୍ଡପରେ ଚାଲିଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ନବମୀ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ (କିଶୋର ମହାପାତ୍ର, ନୟାଗଡ଼ (ରୁରାଲ) ପ୍ରତିନିଧି): ଦିନକ ପରେ ବଡ଼ଠାକୁରଙ୍କର ବାହୁଡ଼ା ଯାତ୍ରା। ଆଜି ନବମୀ ତିଥି। ଆଡ଼ପ ମଣ୍ଡପରେ ଚାଲିଛି ଚତୁର୍ଦ୍ଧା ମୂର୍ତ୍ତିଙ୍କର ଅନ୍ତିମ ଦର୍ଶନ। ତିନିଠାକୁରଙ୍କ ଦର୍ଶନ ନିମନ୍ତେ...

ନୟାଗଡ଼ରେ ଶ୍ରୀଗୁଣ୍ଡିଚା ଯାତ୍ରା, ଦୁଇ ବର୍ଷ ପରେ ବଡ଼ଠାକୁରଙ୍କୁ ପାଖରେ ପାଇଲେ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ ଓ କିଶୋର କୁମାର ମହାପାତ୍ର): ମହା ଆଡ଼ମ୍ବରରେ ଆରମ୍ଭ ହୋଇଛି ପୁରୀର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ପୁରୀ ବ୍ୟତୀତ ବିଭିନ୍ନ ସ୍ଥାନରେ ମଧ୍ୟ ରଥଯାତ୍ରା ପାଳନ କରୁଛନ୍ତି...

ନୂଆଗାଁରୁ ପୁରୀକୁ ଗଡ଼ିଲା ଟ୍ରେନ୍, ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଯୋଡ଼ି ହେଲା ଆଉ ଏକ ନୂତନ ଅଧ୍ୟାୟ। ନେତ୍ର ଉତ୍ସବ ଅବସରରେ ବହୁ ପ୍ରତୀକ୍ଷିତ ନୟାଗଡ଼ ଜିଲ୍ଲା ନୂଆଗାଁଠାରୁ ପୁରୀକୁ ରେଳ ଚଳାଚଳର ଶୁଭାରମ୍ଭ ହୋଇଛି।...