ନୟାଗଡ଼: ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ରୋଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ  (ନୟାଗଡ଼ରୁ ନିଶିକାନ୍ତ ରଥ): ରାସ୍ତା ନଥିବାରୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଚଢ଼େୟାପଲ୍ଲୀ ନିକ ଅଞ୍ଚଳ ମୁଜୁରୁବାଡ଼ି ଗାଁର ଜଣେ ଅସୁସ୍ଥ ମହିଳାଙ୍କୁ ଖଟିଆରେ ବୋହି ଡାକ୍ତରଖାନା ନିଆଯିବାର ଚିତ୍ର ସରକାରୀ ଯୋଜନା...

ନୟାଗଡ଼: ଦିନ ଦ୍ୱିପ୍ରହରରେ ଜୁଏଲାରୀ ଏବଂ ପେଟ୍ରୋଲ ପମ୍ପରୁ ଡକାୟତି

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ଗୋଡ଼ିପଡ଼ା ବଜାରରେ ମଙ୍ଗଳବାର ଦିନ ଦ୍ୱିପ୍ରହରରେ ଜୁଏଲାରୀ ଦୋକାନ ଏବଂ ପେଟ୍ରୋଲ ପମ୍ପରେ ଡକାୟତି ହୋଇଛି। ଗୋଡ଼ିପଡ଼ା ବଜାରରେ ଥିବା ଏକ ଜୁଏଲାରୀ ଦୋକାନରୁ ଦୁର୍ବୃତ୍ତମାନେ ୫ ଲକ୍ଷରୁ...

ନୟାଗଡ଼: ଡାକଡୋଲ ନୂଆସାହି ଗ୍ରାମରେ ପାନୀୟ ଜଳ ସମସ୍ୟା, ଗରା ବାଲ୍ଟି ଧରି ରାସ୍ତାକୁ ଓହ୍ଲାଇଲେ ମହିଳା

ଓଡ଼ିଶାଲାଇଭ୍ ବ୍ୟୁରୋ ଜଳ ହିଁ ଜୀବନ। ଜଳ ବିନା ଜୀବଜଗତ ବଞ୍ଚିବା ଅସମ୍ଭବ। କିନ୍ତୁ ଏମିତି ଅନେକ ସ୍ଥାନ ରହିଛି ଯେଉଁଠି ପାନୀୟ ଜଳ ପାଇଁ ଲୋକଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେବାକୁ...

ପାଠାଗାର ଆନ୍ଦୋଳନର ପୁରୋଧା ଦାଶରଥି ପଟ୍ଟନାୟକଙ୍କ ୧୧୫ ତମ ଜୟନ୍ତୀ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ପାଠାଗାର ଆନ୍ଦୋଳନର ପୁରୋଧା ତଥା ବିଶିଷ୍ଟ ସଂଗ୍ରାହକ ସ୍ଵର୍ଗତ ଦାଶରଥି ପଟ୍ଟନାୟକଙ୍କ ୧୧୫ ତମ ଜୟନ୍ତୀ ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି। ଏହି ଅବସରରେ ମଙ୍ଗଳବାର ଦିନ...

ନୟାଗଡ଼: ଆଡ଼ପ ମଣ୍ଡପରେ ଚାଲିଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ନବମୀ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ (କିଶୋର ମହାପାତ୍ର, ନୟାଗଡ଼ (ରୁରାଲ) ପ୍ରତିନିଧି): ଦିନକ ପରେ ବଡ଼ଠାକୁରଙ୍କର ବାହୁଡ଼ା ଯାତ୍ରା। ଆଜି ନବମୀ ତିଥି। ଆଡ଼ପ ମଣ୍ଡପରେ ଚାଲିଛି ଚତୁର୍ଦ୍ଧା ମୂର୍ତ୍ତିଙ୍କର ଅନ୍ତିମ ଦର୍ଶନ। ତିନିଠାକୁରଙ୍କ ଦର୍ଶନ ନିମନ୍ତେ...

ନୟାଗଡ଼ରେ ଶ୍ରୀଗୁଣ୍ଡିଚା ଯାତ୍ରା, ଦୁଇ ବର୍ଷ ପରେ ବଡ଼ଠାକୁରଙ୍କୁ ପାଖରେ ପାଇଲେ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ (ନୟାଗଡ଼ରୁ ନିଶିକାନ୍ତ ରଥ ଓ କିଶୋର କୁମାର ମହାପାତ୍ର): ମହା ଆଡ଼ମ୍ବରରେ ଆରମ୍ଭ ହୋଇଛି ପୁରୀର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ପୁରୀ ବ୍ୟତୀତ ବିଭିନ୍ନ ସ୍ଥାନରେ ମଧ୍ୟ ରଥଯାତ୍ରା ପାଳନ କରୁଛନ୍ତି...

ନୂଆଗାଁରୁ ପୁରୀକୁ ଗଡ଼ିଲା ଟ୍ରେନ୍, ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଯୋଡ଼ି ହେଲା ଆଉ ଏକ ନୂତନ ଅଧ୍ୟାୟ। ନେତ୍ର ଉତ୍ସବ ଅବସରରେ ବହୁ ପ୍ରତୀକ୍ଷିତ ନୟାଗଡ଼ ଜିଲ୍ଲା ନୂଆଗାଁଠାରୁ ପୁରୀକୁ ରେଳ ଚଳାଚଳର ଶୁଭାରମ୍ଭ ହୋଇଛି।...

ନୟାଗଡ଼: ପେଟ୍ରୋଲ ଟ୍ୟାଙ୍କର ଦୁର୍ଘଟଣା ପରେ ବିସ୍ଫୋରଣ ଘଟି ୪ ଜୀବନ୍ତ ଦଗ୍ଧ

ଓଡ଼ିଶାଲାଇଭ୍ ବ୍ୟୁରୋ ପେଟ୍ରୋଲ ଓ ଡିଜେଲ ଟ୍ୟାଙ୍କର ଦୁର୍ଘଟଣା ପରେ ବିସ୍ଫୋରଣ ହୋଇ ୪ ଜଣ ଜୀବନ୍ତ ଜଳି ଯାଇଛନ୍ତି ଏବଂ ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି...

ଶରଣକୁଳ ଶ୍ରୀଲଡ଼ୁବାବାଙ୍କ ପୀଠରେ ଶୀତଳ ଷଷ୍ଠୀ ପର୍ବ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ନୟାଗଡ଼ ଜିଲ୍ଲା ଶରଣକୁଳର ଶ୍ରୀଲଡ଼ୁବାବାଙ୍କ ମନ୍ଦିରରେ ପବିତ୍ର ଶୀତଳ ଷଷ୍ଠୀ ପର୍ବ ପାଳିତ ହୋଇଯାଇଛି। ଶ୍ରୀ ହରିହର ମହାଦେବ ଲଡ଼ୁବାବାଙ୍କ ସହିତ ମା’ ଗୌରୀଙ୍କ ବିବାହ...

ଅନିୟମିତତା ଅଭିଯୋଗରେ ୨ ଗ୍ରାମ ରୋଜଗାର ସେବକ ବହିଷ୍କୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଓ ନୂଆଗାଁ ବ୍ଲକ ଅଞ୍ଚଳର ଦୁଇ ଜଣ ଗ୍ରାମ ରୋଜଗାର ସେବକଙ୍କୁ ଜିଲ୍ଲାପାଳ କାର୍ଯ୍ୟରୁ ବହିଷ୍କାର କରିଛନ୍ତି। ଏହି ଦୁଇଜଣ ହେଲେ ଭାପୁର ବ୍ଲକ ବଡ଼ଶହରା...