ବାଣପୁର ଥାନା ଏସ୍‌ଆଇ ଦିବ୍‌ବିଜୟ ବିଶ୍ଵାଳଙ୍କ ବଦଳିକୁ ବିରୋଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାର ସବ ଇନ୍ସପେକ୍ଟର ଦିବ୍‌ବିଜୟ ବିଶ୍ୱାଳଙ୍କ ବଦଳି ବାତିଲକୁ ବିରୋଧ। ତାଙ୍କ ବଦଳି ବାତିଲ ଦାବିରେ ବାଣପୁର ବ୍ଲକର ୧୫ଟି ସ୍ୱୟଂ ସହାୟିକା...

ଓଡ଼ିଶାକୁ କ’ଣ ଦେଇଛନ୍ତି ମୋଦୀ ସରକାର, ହିସାବ ଦେଲେ ଅମିତ ଶାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୋଦୀ ସରକାରଙ୍କ ପ୍ରଥମ ପାଳିର ପାଞ୍ଚ ବର୍ଷ ଏବଂ ଦ୍ୱିତୀୟ ପାଳିର ବର୍ଷକ ଭିତରେ ଓଡ଼ିଶାକୁ କ’ଣ ମିଳିଛି ତାର ହିସାବ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଡିଜିଟାଲ ପ୍ଲାଟଫର୍ମରେ...

ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଜ୍ରପାତ, ଚାଲିଗଲା ୯ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସୋମବାର ଘଡ଼ଘଡ଼ି ସହ ବର୍ଷା ହୋଇଛି। ଏଥିରେ ମୋଟ ୯ ଜଣଙ୍କ ପ୍ରାଣ ହାନି ଘଟିଥିବା ସୂଚନା ମିଳିଛି। ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ ମାଝିଗୁଡ଼ାରେ ବଜ୍ରପାତ ଘଟି ଜଣେ...

ବିଜେପିର ଡିଜିଟାଲ ରାଲିରେ ଅମିତ ଶାହ କହିଲେ – ‘‘ଓଡ଼ିଶାର ବିକାଶ ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୋଦୀ ସରକାରଙ୍କର ଯୋଜନାର ଗୋଟି ଗୋଟି ହିସାବ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କରୋନା ଲକ୍‌ଡାଉନ୍‌ ବେଳେ ବିଜେପି କରିଛି ଡିଜିଟାଲ ରାଲି। ଡିଜିଟାଲ ପ୍ଲାଟଫର୍ମରେ ‘ଓଡ଼ିଶା ଜନସମ୍ବାଦ ରାଲି’ କରି...

ବିଜେପିର ଓଡ଼ିଶା ଜନସମ୍ବାଦ ରାଲି – ଦେଖନ୍ତୁ ଲାଇଭ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପି ପକ୍ଷରୁ ଆଜି ଭର୍ଚୁଆଲ୍ ରାଲିର ଆୟୋଜନ କରାଯାଇଛି। ଯେଉଁଥିରେ ଗୃହମନ୍ତ୍ରୀ ଅମିତ ଶାହ ମୋଦୀ ସରକାରର ଦ୍ୱିତୀୟ ପାଳିର ବର୍ଷପୂର୍ତ୍ତି ଅବସରରେ ଏହାର ସଫଳତା ସମ୍ପର୍କରେ ସୂଚନା ଦେବେ। ଏହି ବୈଠକରେ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୯୯ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ପାଇଁ ଖୁସି ଖବର। ସୁସ୍ଥ ହେଲେ ଆଉ ୯୯ କରୋନା ଆକ୍ରାନ୍ତ। ଏହାସହ ରାଜ୍ୟରେ ୧,୯୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ଵାସ୍ଥ୍ୟ...

‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାଇବାର ଅବଧି ୩ ମିନିଟ ରହିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନର ଅବଧି ୩ ମିନିଟ ରହିବ। ଏହାର ସ୍ୱର, ଲୟ, ତାଳ କ’ଣ ହେବ ତାହା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଧାରଣ କରିବ।...

କଟକରୁ ୨୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ଜବତ ହେଲା ବ୍ରାଉନ ସୁଗାର। କଟକ ପୀର ବଜାରରୁ ୨୭୫ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ, ଯାହାର ମୂଲ୍ୟ ୨୮ ଲକ୍ଷ ଟଙ୍କା ହେବ। ଏଥିରେ...

ଶେଷ ସେମିଷ୍ଟାର ବାତିଲ୍ କରିବାକୁ ଦାବି କଲେ ଉତ୍କଳ ଓ ରମାଦେବୀ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପିଜି ଓ +୩ର ଶେଷ ସେମିଷ୍ଟାର ପରୀକ୍ଷା ବାତିଲ କରିବାକୁ ଦାବି କଲେ ରମାଦେବୀ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ରାଛାତ୍ରୀ। କରୋନା ସଂକ୍ରମଣ ସମୟରେ ପରୀକ୍ଷା କରିବା ବିପଦଜନକ ବୋଲି କହି...

୧୨ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ୧୧ ଓ ୧୨ ତାରିଖ ଭିତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବଙ୍ଗୋପସାଗରରେ ଏକ ଲଘୁଚାପ...