ନୟାଗଡ଼ ବାଲିକୁଦିଆ ଗାଁ କଣ୍ଟେନମେଣ୍ଟ – ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାରେ ପ୍ରଶାସନ ଫେଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ   ଅତ୍ୟାବଶ୍ୟକ ସାମଗ୍ରୀ ବାଲିକୁଦିଆ ଗାଁରେ ପହଞ୍ଚାଇବାକୁ ଭିଡିଓ ଜାରି କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ପ୍ରକୃତିବନ୍ଧୁ ମାନସରଞ୍ଜନ ବଳବନ୍ତରା। ନୟାଗଡ଼ ସଦର ବ୍ଲକର ଗଦାଧର ପ୍ରସାଦ ପଞ୍ଚାୟତର ବାଲିକୁଦିଆ ଗାଁରୁ ଜଣେ...

କଟକ: ୫୦ ଏନଡିଆର୍‌ଏଫ୍‌ ଯବାନଙ୍କୁ କରୋନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୫୦ ଜଣ ଏନ୍‌ଡିଆର୍‌ଏଫ୍‌ ଯବାନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ମୁଣ୍ଡଳୀସ୍ଥିତ ଏନଡିଆର୍‌ଏଫ୍‌ ୟୁନିଟରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୬୭ ଜଣ ଯବାନ ମୁଣ୍ଡଳି କ୍ୟାମ୍ପରୁ ଅମ୍ପନ ବାତ୍ୟା ବେଳେ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭଦ୍ରକର ପୂର୍ବତନ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କର ଆଜି ସନ୍ଧ୍ୟାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ହେଲା...

ପୁଣି ଦିଲ୍ଲୀରେ ଜଣେ କେନ୍ଦ୍ରାପଡ଼ା ଶ୍ରମିକଙ୍କ କରୋନାରେ ମୃତ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲାରେ ଚତୁର୍ଥ ପ୍ରବାସୀଙ୍କର କରୋନାରେ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ବଡ଼ଆଙ୍କୋ ଗାଁର ନରେନ୍ଦ୍ର ସ୍ଵାଇଁ। ଗତ ୫ ତାରିଖରେ ଦିଲ୍ଲୀର ସଫଦରଜଙ୍ଗ...

ଡିଜିଟାଲ ରାଲିରେ କଂଗ୍ରେସ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ଉପରେ ଆଜି ସିଧାସଳଖ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପିର ଭର୍ଚୁଆଲ ରାଲି ‘ଓଡ଼ିଶା ଜନ ସମ୍ବାଦ’ରେ ଯୋଗଦେଇ ଧର୍ମେନ୍ଦ୍ର କଂଗ୍ରେସକୁ ଟାର୍ଗେଟ କରିଥିଲେ। କଂଗ୍ରେସ ସରକାର ଅମଳରେ ଓଡ଼ିଶା...

ବାଣପୁର ଥାନା ଏସ୍‌ଆଇ ଦିବ୍‌ବିଜୟ ବିଶ୍ଵାଳଙ୍କ ବଦଳିକୁ ବିରୋଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ଖୋର୍ଦ୍ଧାରୁ ଦିଲ୍ଲୀପ ନାଇଡୁ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାର ସବ ଇନ୍ସପେକ୍ଟର ଦିବ୍‌ବିଜୟ ବିଶ୍ୱାଳଙ୍କ ବଦଳି ବାତିଲକୁ ବିରୋଧ। ତାଙ୍କ ବଦଳି ବାତିଲ ଦାବିରେ ବାଣପୁର ବ୍ଲକର ୧୫ଟି ସ୍ୱୟଂ ସହାୟିକା...

ଓଡ଼ିଶାକୁ କ’ଣ ଦେଇଛନ୍ତି ମୋଦୀ ସରକାର, ହିସାବ ଦେଲେ ଅମିତ ଶାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୋଦୀ ସରକାରଙ୍କ ପ୍ରଥମ ପାଳିର ପାଞ୍ଚ ବର୍ଷ ଏବଂ ଦ୍ୱିତୀୟ ପାଳିର ବର୍ଷକ ଭିତରେ ଓଡ଼ିଶାକୁ କ’ଣ ମିଳିଛି ତାର ହିସାବ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଡିଜିଟାଲ ପ୍ଲାଟଫର୍ମରେ...

ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଜ୍ରପାତ, ଚାଲିଗଲା ୯ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସୋମବାର ଘଡ଼ଘଡ଼ି ସହ ବର୍ଷା ହୋଇଛି। ଏଥିରେ ମୋଟ ୯ ଜଣଙ୍କ ପ୍ରାଣ ହାନି ଘଟିଥିବା ସୂଚନା ମିଳିଛି। ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ ମାଝିଗୁଡ଼ାରେ ବଜ୍ରପାତ ଘଟି ଜଣେ...

ବିଜେପିର ଡିଜିଟାଲ ରାଲିରେ ଅମିତ ଶାହ କହିଲେ – ‘‘ଓଡ଼ିଶାର ବିକାଶ ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୋଦୀ ସରକାରଙ୍କର ଯୋଜନାର ଗୋଟି ଗୋଟି ହିସାବ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। କରୋନା ଲକ୍‌ଡାଉନ୍‌ ବେଳେ ବିଜେପି କରିଛି ଡିଜିଟାଲ ରାଲି। ଡିଜିଟାଲ ପ୍ଲାଟଫର୍ମରେ ‘ଓଡ଼ିଶା ଜନସମ୍ବାଦ ରାଲି’ କରି...

ବିଜେପିର ଓଡ଼ିଶା ଜନସମ୍ବାଦ ରାଲି – ଦେଖନ୍ତୁ ଲାଇଭ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପି ପକ୍ଷରୁ ଆଜି ଭର୍ଚୁଆଲ୍ ରାଲିର ଆୟୋଜନ କରାଯାଇଛି। ଯେଉଁଥିରେ ଗୃହମନ୍ତ୍ରୀ ଅମିତ ଶାହ ମୋଦୀ ସରକାରର ଦ୍ୱିତୀୟ ପାଳିର ବର୍ଷପୂର୍ତ୍ତି ଅବସରରେ ଏହାର ସଫଳତା ସମ୍ପର୍କରେ ସୂଚନା ଦେବେ। ଏହି ବୈଠକରେ...