ଓସିଏସ୍ କ୍ରାକ୍ କରିବା ପାଇଁ ଅନନ୍ୟା ଗରାବଡ଼ୁଙ୍କ ଷ୍ଟ୍ରାଟେଜି

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=a-YXO2oZjm4&t=199s ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷାରେ ସଫଳତା ପାଇଛନ୍ତି ଅନନ୍ୟା ଗରାବଡ଼ୁ। ୨୦୨୨ ମସିହା ଓସିଏସ ପରୀକ୍ଷାରେ ୪୮ ନମ୍ବର ରାଙ୍କ୍ ହାସଲ କରିଛନ୍ତି ଅନନ୍ୟା। ପ୍ରଥମ ଚେଷ୍ଟାରେ ତାଙ୍କୁ ମିଳିଛି ଏହି...

ଜାନୁଆରି ୩ରେ ଶପଥ ନେବେ ଓଡ଼ିଶାର ନୂଆ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ନୂଆ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଜାନୁଆରି ୩ ତାରିଖରେ ଶପଥ ଗ୍ରହଣ କରିବେ। ଏନେଇ ସେ ଗୁରୁବାର ଭୁବନେଶ୍ୱରରେ ପହଞ୍ଚିବେ। ରାଜଭବନରେ ତାଙ୍କୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ...

ଶିମିଳିପାଳକୁ ପୁଣି ଫେରିଲା ବାଘୁଣୀ ଜିନତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାକୁ ପୁଣି ଆସିଲା ବାଘୁଣୀ ଜିନ୍ନତ। ପଶ୍ଚିମବଙ୍ଗ ଆଲିପୁର ଚିଡ଼ିଆଖାନାରୁ ଜିନତକୁ ବନ ବିଭାଗ ଟିମ୍‌ ଶିମିଳିପାଳ ଆଣିଛନ୍ତି। ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଗତ ବର୍ଷ ନଭେମ୍ବର ୧୪ ତାରିଖରେ ମୟୂରଭଞ୍ଜ ଜିଲ୍ଲା...

ଓଡ଼ିଶାରେ ଆହୁରି ବଢ଼ିବ ଶୀତ! ଜି ଉଦୟଗିରିରେ ୬.୨ ଡିଗ୍ରୀ ସହ ସବୁଠୁ ଅଧିକ ଥଣ୍ଡା

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆବର୍ଷରୁ ରାଜ୍ୟରେ ଶୀତ ବଢ଼ିବାର ସମ୍ଭାବନା ଘନ କୁହୁଡ଼ି ପାଇଁ ୯ ଜିଲ୍ଲାକୁ ୱାର୍ଣ୍ଣିଂ ୨ରୁ ୪ ଡିଗ୍ରୀ ଯାଏଁ କମିବ ତାପମାତ୍ରା ଓଡ଼ିଶାରେ ନୂଆବର୍ଷରୁ ଶୀତ ବଢ଼ିବାର ସମ୍ଭାବନା ରହିଛି। ରାଜ୍ୟରେ ଏବେ...

ମୁଖ କର୍କଟକୁ କେମିତି ଚିହ୍ନିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=IgVIrLZknCk ମୁଖ ବା ପାଟି ଭିତରେ ଯେପରିକି ଜିଭ, ଜିଭ ତଳ, ତାଳୁ, ଦାନ୍ତ ମାଢ଼ି, ଗଳା ଆଦି ସ୍ଥାନରେ କର୍କଟ ହେବାକୁ ମୁଖଗହ୍ୱର କର୍କଟ ବା ଓରାଲ କ୍ୟାସ୍ନର କୁହାଯାଏ। ତେବେ...

ଆଜି ନୂଆବର୍ଷ: ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ନୂଆବର୍ଷ। ଏହି ଅବସରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସକାଳୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି। ସମସ୍ତେ ଧାଡ଼ିରେ ଯାଇ ବଡ଼ଠାକୁରଙ୍କ ଦର୍ଶନ କରୁଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ସବୁ ବ୍ୟବସ୍ଥା...

ଆସିଛି ନୂଆବର୍ଷ ୨୦୨୫, ସଭିଙ୍କ ପାଇଁ ଆଣିଛି ନୂଆ ଉତ୍ସାହ

ଓଡ଼ିଶାଲାଇଭ୍ ବ୍ୟୁରୋ ଡିସେମ୍ବର ୩୧ ତାରିଖ ରାତି ୧୨ଟାରେ ବଦଳିଛି କ୍ୟାଲେଣ୍ଡର। ସବୁ ଅପେକ୍ଷାର ଅନ୍ତ ଘଟି ଆସିଛି ନୂଆବର୍ଷ ୨୦୨୫। ଖୁବ୍ ଧୁମଧାମରେ ନୂଆବର୍ଷକୁ ସ୍ଵାଗତ କରିଛନ୍ତି ସଭିଏଁ। ନୂଆବର୍ଷକୁ ସ୍ଵାଗତ କରିବା ପୂର୍ବରୁ...

୨୦୨୪ରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଓଡ଼ିଶାର ୧୮୧ ଜଣ ସରକାରୀ ବାବୁ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୪ରେ ଓଡ଼ିଶାରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ୧୮୧ ଜଣ ସରକାରୀ ବାବୁ। ଚଳିତବର୍ଷ ଭିଜିଲାନ୍ସ ୨୦୦ରୁ ଅଧିକ ଫୌଜଦାରୀ ମାମଲା ରୁଜ୍ଜୁ କରିଛି। ଏହାସହ ମୋଟ ୧୩୧ କୋଟି ଟଙ୍କାର ସମ୍ପତି...

ଓଡ଼ିଶାର ୮ ଆଇପିଏସ୍ ଅଧିକାରୀଙ୍କୁ ପଦୋନ୍ନତି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ୮ ଜଣ ଆଇପିଏସ୍ ଅଧିକାରୀଙ୍କୁ ମିଳିଛି ପଦୋନ୍ନତି। ଦୁଇଜଣ ବରିଷ୍ଠ ଆଇପିଏସ ଅଧିକାରୀ ଯତୀନ୍ଦ୍ର କୋୟଲ ଏବଂ ପ୍ରତୀକ ମହାନ୍ତିଙ୍କୁ ଏଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଏ ନେଇ ସାଧାରଣ...

ବାଲେଶ୍ଵର: ଚନ୍ଦ୍ରଭାଗୋତ୍ସବର ତୃତୀୟ ସନ୍ଧ୍ୟାରେ ଚିତ୍ରକଳା କର୍ମଶାଳା ଓ ବହିମେଳାର ସମାବେଶ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଗାନ୍ଧୀସ୍ମୃତି ଭବନ ପରିସରରେ ଚାଲିଛି ଚନ୍ଦ୍ରଭାଗୋତ୍ସବ। ମହୋତ୍ସବର ତୃତୀୟ ସନ୍ଧ୍ୟାରେ କବିତା ପାଠୋତ୍ସବ, ଚିତ୍ରକଳା କର୍ମଶାଳା ଓ ବହିମେଳା ଅନୁଷ୍ଠିତ ହୋଇଥିଲା। କବିତା ପାଠୋତ୍ସବରେ ସୈରିନ୍ଧ୍ରୀ...