କାଳୀପୂଜା ପାଇଁ ଭଦ୍ରକରେ ଆଜି ସରକାରୀ ଛୁଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ଜିଲ୍ଲା। ଏହାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାରେ ସରକାରୀ ଛୁଟି ଘୋଷଣା କରାଯାଇଛି। ଆଜି ଦିନରେ ସବୁ ସରକାରୀ ଅଫିସ୍ ବନ୍ଦ ରଖିବାକୁ...

ଦୀପାବଳିରେ ଜଳିଗଲା ୧୦୦ଟି ଦୋକାନ

ଓଡ଼ିଶାଲାଇଭ ବ୍ୟୁରୋ ଦୀପାବଳିରେ ଅଗ୍ନିକାଣ୍ଡ ଘଟି ଜଳି ପାଉଁଶ ହୋଇଗଲା ୧୦୦ରୁ ଅଧିକ ଦୋକାନ ଘର। ଏହି ଅଘଟଣ ଘଟିଛି ସମ୍ବଲପୁର ଗୋଲବଜାରସ୍ଥିତ ପରିବା ମାର୍କେଟରେ। ରବିବାର ରାତି ପ୍ରାୟ ୨ଟା ବେଳେ ଏହି...
omc

ଓଡ଼ିଶା ଖଣି ନିଗମରେ ବିଭିନ୍ନ ବରିଷ୍ଠ ଅଧିକାରୀ ପଦ ପାଇଁ ନିଯୁକ୍ତି, ନଭେମ୍ଵର ୨ ପର୍ଯ୍ୟନ୍ତ କରି ପାରିବେ...

ଓଡ଼ିଶାଲାଇଭ ବ୍ୟୁରୋ ଡେପୁଟି ଜେନେରାଲ ମ୍ୟାନେଜର(ପର୍ସୋନେଲ), ସିନିୟମ ମ୍ୟାନେଜର (ପର୍ସୋନେଲ), ମ୍ୟାନେଜର(ପର୍ସୋନେଲ) ଏବଂ ମେଡିକାଲ ଅଫିସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ। ଓଡ଼ିଶାର ସରକାରୀ ଉଦ୍ୟୋଗ ଓଡ଼ିଶା ଖଣି ନିଗମରେ ବିଭିନ୍ନ ବରିଷ୍ଠ ଅଫିସର ପଦବୀରେ...

ଆଜି ମଧ୍ୟରାତିରେ ପୂଜା ପାଇବେ ମହାକାଳୀ

ଓଡ଼ିଶାଲାଇଭ ବ୍ୟୁରୋ ମା ଦୁର୍ଗା ଓ ଗଜଲକ୍ଷ୍ମୀଙ୍କ ପରେ ଆଜି ମଧ୍ୟରାତିରେ ଧରାବତରଣ କରିବେ ମହାକାଳୀ। ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଶେଷ ଅବସ୍ଥାରେ ପହଞ୍ଚିଛି। ତେବେ କଟକ, ଭୁବନେଶ୍ଵର ଓ...

ଶ୍ରୀମନ୍ଦିର ସମ୍ମୁଖରେ ପୟାଶ୍ରାଦ୍ଧ ପାଳିଲେ ଶ୍ରଦ୍ଧାଳୁ

ଓଡ଼ିଶାଲାଇଭ ବ୍ୟୁରୋ ପୁରୀ: ଦୀପାବଳି ଅବସରରେ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ପାଳନ ହୋଇଛି ପୟାଶ୍ରାଦ୍ଧ। ଏହି ପୟାଶ୍ରାଦ୍ଧ ଦେବାକୁ ହଜାର ହଜାର ଭକ୍ତଙ୍କ ଭିଡ ହୋଇଥିଲା। ସିଂହଦ୍ୱାର ସମ୍ମୁଖରେ ପୟାଶ୍ରାଦ୍ଧ କରିବାର ବିଧି...

ବାଙ୍ଗିରିପୋଷି ଘାଟିରେ ଟ୍ରକ୍‌କୁ ପିଟିଲା ଟ୍ରକ୍‌, ଲାଗିଲା ନିଆଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ପୁଣି ଘଟିଛି ଦୁର୍ଘଟଣା। ରବିବାର ସକାଳେ ଦୁଇଟି ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଗୋଟିଏ ଟ୍ରକରେ ନିଆଁ ଲାଗି...

ପିଲାଙ୍କ ସହ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ ବ୍ୟୁରୋ ଆଜି ହେଉଛି ଆଲୋକର ପର୍ବ ଦୀପାବଳି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଓଏସ୍‌ ପିଲଙ୍କ ସହ ସନ୍ଧ୍ୟାରେ ଦୀପାବଳି ପାଳନ କରିବେ ବୋଲି ଘୋଷଣା କରିଛନ୍ତି। ଏହାସହ ସେ ଜିଲ୍ଲାପଳ...

ଆଣ୍ଡାମାନରୁ କୃଷ୍ଣପ୍ରସାଦ – ସମୁଦ୍ର ମଧ୍ୟରେ ୧୩୦୦ କିଲୋମିଟର ସଂଘର୍ଷମୟ ଯାତ୍ରା

ଓଡ଼ିଶାଲାଇଭ ବ୍ୟୁରୋ ପୁରୀ କୃଷ୍ଣପ୍ରସାଦରେ ଆଣ୍ଡାମାନ ବୋଟରୁ ଉଦ୍ଧାର ହୋଇଥିବା ଅମିତ ଖଜୁର କହିଲେ ସମୁଦ୍ର ମଧ୍ୟରେ ତାଙ୍କର ୧୩ଶହ କିଲୋମିଟରର ସଂଘର୍ଷମୟ ଯାତ୍ରା। ଆଣ୍ଡାମାନରୁ ଓଡ଼ିଶା ଉପକୂଳ। ୧୩ ଶହ କିଲୋମିଟରର ସଂଘର୍ଷମୟ ଯାତ୍ରା।...

ଓଡ଼ିଶୀ ନୃତ୍ୟ ପାଇଁ ମୀରା ଦାସଙ୍କୁ ମିଳିବ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=ypcvBtAhXtU ୨୦୧୮-୧୯ବର୍ଷର ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପାଇଁ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଓଡ଼ିଶୀ ନୃତ୍ୟ ପାଇଁ ନୃତ୍ୟଶିଳ୍ପୀ ମୀରା ଦାସଙ୍କୁ ସମ୍ମାନୀତ କରାଯାଇଛି। ପୃଥିବୀର ବିଭିନ୍ନ ଦେଶରେ ନିଜର ନୃତ୍ୟ ପାଇଁ...

କଟକ ଜବାହାରଲାଲ୍‌ ନେହେରୁ କେଲଜରେ ଅତିଥି ଅଧ୍ୟାପକ ପାଇଁ ଓ୍ଵାକ-ଇନ୍‌-ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ ବ୍ୟୁରୋ     କଟକ ମାହାଙ୍ଗାସ୍ଥିତ କୁଆଁପାଳ ଜବାହାରଲାଲ ନେହେରୁ ଡିଗ୍ରୀ କଲେଜରେ ଅତିଥି ଅଧ୍ୟାପକ ଆବଶ୍ୟକ। ଏନେଇ ଏକ ଓ୍ଵାକ-ଇନ୍‌-ଇଣ୍ଟରଭ୍ୟୁ କରାଯାଉଛି। ଓଡ଼ିଆ ଓ ସମାଜ ବିଜ୍ଞାନ ପାଇଁ ଏହି ଇଣ୍ଟରଭ୍ୟୁ କରାଯିବ।...