ସ୍କୁଲରେ ଗଛ ଡାଳ ପଡ଼ି ଚାଲିଗଲା ଛାତ୍ରଙ୍କ ଜୀବନ

ଓଡ଼ିଶାଲାଇଭ ବ୍ୟୁରୋ ସ୍କୁଲରେ ପରିସରରେ ଗଛ ଡାଳ ପଡ଼ି ଛାତ୍ରଙ୍କ ମୃତ୍ୟୁ। ଏଭଳି ଦୁଃଖଦ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ନୋଡାଲ ହାଇସ୍କୁଲରେ। ଛାତ୍ର ଜଣକ ଦ୍ଵିତୀୟ ଶ୍ରେଣୀରେ ପଢୁଥିଲେ। ତାଙ୍କ...

ବିଶାଖାପାଟଣା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୩ ମୋଷ୍ଟୱାଣ୍ଟେଡ ମାଓବାଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ବିଶାଖାପାଟଣା ପୋଲିସ ନିକଟରେ ୩ ଜଣ ମୋଷ୍ଟ ୱାଣ୍ଟେଡ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ଭିତରେ ଅଛନ୍ତି ୨ ଓଡ଼ିଆ ମାଓବାଦୀ ଏବଂ ଜଣେ ମହିଳା...

ଛାତ୍ରୀଙ୍କୁ ଅସଦାଚରଣ – ଶିକ୍ଷକଙ୍କୁ ତାଲା ପକାଇଲେ, କାର୍‌ ଭଙ୍ଗାରୁଜା କଲେ ଲୋକେ

ଓଡ଼ିଶାଲାଇଭ ବ୍ୟୁରୋ ଛାତ୍ରୀଙ୍କୁ ଅସଦାଚରଣ କରି ହଟହଟା ହେଲେ ଶିକ୍ଷକ। ଏପରି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ଥାନା ବଡ଼ବ୍ରାହ୍ମଣମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ...

ଖାଉଟିଙ୍କ ବିଶ୍ୱାସରେ ଭଟ୍ଟା

ସରଳ କୁମାର ଦାସ   ଦେଶର ଅର୍ଥନୀତି ଉପରେ ଖାଉଟିଙ୍କର କେତେ ବିଶ୍ୱାସ ରହିଛି ତାକୁ ମାପିବା ପାଇଁ ରିଜର୍ଭ ବ୍ୟାଙ୍କ ତରଫରୁ ପ୍ରତି ଦୁଇ ମାସରେ ଥରେ ଏକ ସର୍ଭେ କରାଯାଇଥାଏ। ସେପ୍ଟେମ୍ବର ୨୦୧୯...

ପୁରୀ: ମହିଳାଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲିଂ କରି ଗିରଫ ହେଲେ କନଷ୍ଟେବଲ୍‌

ଓଡ଼ିଶାଲାଇଭ ବ୍ୟୁରୋ ପୁରୀ: ପୋଲିସ ଖାକିରେ ଲାଗିଛି ଦାଗ। ମହିଳାଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲିଂ ଅଭିଯୋଗରେ ଜଣେ କନଷ୍ଟେବଲ୍‌ ଗିରଫ ହୋଇଛନ୍ତି। କନଷ୍ଟେବଲ୍‌ ଜଣକ ହେଉଛନ୍ତି ପୁରୀ ନିମାପଡା ଥାନାର ଗଙ୍ଗାଧର ରାଉତ। ତାଙ୍କୁ...

ପ୍ରତି ଜିଲ୍ଲା ମୁଖ୍ୟାଳୟରେ ସ୍ଥାପନ ହେବ ଗାନ୍ଧୀ ମୂର୍ତ୍ତି

ଓଡ଼ିଶାଲାଇଭ ବ୍ୟୁରୋ ଏଣିକି ରାଜ୍ୟର ସମସ୍ତ ଜିଲ୍ଲା ସଦର ମହକୁମାରେ ସ୍ଥାପନ ହେବ ଗାନ୍ଧୀ ମୂର୍ତ୍ତି। ପୂର୍ବରୁ ଗାନ୍ଧୀ ମୂର୍ତ୍ତି ଥିବା ସ୍ଥାନକୁ ପରିଷ୍କାର ଓ ସୌନ୍ଦର୍ଯ୍ୟକରଣ କରାଯିବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ...
ODISHALIVE_NEWS UPDATE_2PM

ନ୍ୟୁଜ୍‌ ଅପ୍‌ଡେଟ୍‌ @2 PM (୧୭ ଅକ୍ଟୋବର ୨୦୧୯)

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ନ୍ୟୁଜ୍‌ ଅପ୍‌ଡେଟ୍‌। ବଢ଼ିଲା ଶକ୍ତି- ସେନାରେ ସାମିଲା ହେଲା ବୋଫର୍ସଠୁ ଅଧିକ କ୍ଷମତାଶାଳୀ ତୋପ ‘ଧନୁଷ୍‌’ ସୀମାରେ ଲଗାତାର ଉତ୍ତେଜନା...

ଟ୍ରାଫିକ୍ ସଚେତନତା ଉପରେ ହର ରଥଙ୍କ ସର୍ଟ ଫିଲ୍ମ – ଦେଖନ୍ତୁ ଭିଡିଓ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=HwTRizoAGts] ସଡ଼କ ଦୁର୍ଘଟଣା ଯୋଗୁଁ ଆଜିକାଲି ଦେଖୁ ଦେଖୁ ଆଖି ଆଗରେ ଅନେକ ଜୀବନ ହରାଉଛନ୍ତି। ଏହି ଦୁର୍ଘଟଣା ଜନିତ ମୃତ୍ୟସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଖାସ୍‌କରି ଆଜିର...

ପ୍ରଥମ ଥର ପାଇଁ ଓଡ଼ିଶାକୁ ଦେଖିଲି, ଚମକି ପଡ଼ିଲି – ଡକ୍ଟର ଜ୍ୟୋତ୍ସ୍ନା ସୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=_HDSRV1lpYQ] ଭାରତର ଅନ୍ୟତମ ପ୍ରସିଦ୍ଧ ହୋଟେଲ ‘ଦ ଲଳିତ ’ର ମୁଖ୍ୟ, ଫିକିର ପୂର୍ବତନ ଚେୟାରମ୍ୟାନ୍‌ ତଥା ବର୍ତ୍ତମାନ ଫିକିର ଜାତୀୟସ୍ତରର ପର୍ଯ୍ୟଟନ କମିଟିର ଅଧ୍ୟକ୍ଷା ଡକ୍ଟର ଜୋତ୍ସ୍ନା ସୁରୀ ଓଡ଼ିଶା...

ଅଟୋକୁ ଧକ୍କା ଦେଲା ବସ୍‌ – ଜଣେ ମୃତ, ୬ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଟୋକୁ ପିଟିଲା ବସ୍‌। ଫଳରେ ଅଟୋରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଆମ୍ବଗଡ଼ାଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା...