୨୦୨୦ ଜାନୁଆରି ପହିଲାରୁ ଭୁବନେଶ୍ୱରରୁ ସୁରତକୁ ଉଡ଼ିବ ବିମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୦ ଜାନୁଆରି ମାସ ପହିଲାରୁ ଭୁବନେଶ୍ୱର ବିମାନ ବନ୍ଦରରୁ ସୁରତକୁ ଉଡିବ ବିମାନ। ଗୁରୁବାର ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଆସନ୍ତାବର୍ଷ ଆରମ୍ଭରୁ ସପ୍ତାହକୁ ତିନିଦିନ...

ପୁଣି ୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଓଡ଼ିଶାଲାଇଭ ବ୍ୟୁରୋ ପୁଣି ବିଦା ହେଲେ ଆଉ ଦୁଇ ସରକାରୀ ଅଧିକାରୀ। ଦୁର୍ନୀତି ମାମଲାରେ ପୂର୍ତ୍ତ ବିଭାଗର ୨ଯନ୍ତ୍ରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ସରକାର। ଯନ୍ତ୍ରୀ ଦୁଇ ଜଣ ହେଲେ ପ୍ରାଣକୃଷ୍ଣ ପ୍ରସାଦ ଓ...

ଓଏଫ୍ଏସ୍‌ଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାର ଆଜି ଜଣେ ଓଏଫ୍ଏସ୍‌ ଅଧିକାରୀଙ୍କୁ କାର୍ଯ୍ୟରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି। ଦୁର୍ନୀତି ଅଭିଯୋଗରେ ଓଏଫ୍‌ଏସ୍‌ ତଥା ପୂର୍ବତନ ଡିଏଫ୍‌ଓ ସୁଧାଂଶୁ ଶେଖର ମିଶ୍ରଙ୍କୁ ମିଳିଛି ବାଧ୍ୟତାମୂଳକ ଅବସର। ୨୦୧୬ରେ...

ପ୍ରାକୃତିକ ଦୁର୍ବିପାକ ପରେ ଲୋକଙ୍କ ମାନସିକତା ଉପରେ ପଡ଼ିଥାଏ ପ୍ରଭାବ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରାକୃତିକ ଦୁର୍ବିପାକ ପରେ ମାନସିକ ରୋଗ ହୁଏ କି? ଯଦି ହୁଏ ଚିକିତ୍ସାର ଆବଶ୍ୟକତା ଅଛି କି? ଏନେଇ ଓଡ଼ିଶାଲାଇଭକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ ଡାକ୍ତର...

ରାଜ୍ୟରେ ୧୧ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ୧୧ଟି ଜିଲ୍ଲାରେ ଗୁରୁବାର ବର୍ଷା ସହ ବଜ୍ରପାତ ସମ୍ଭାବନା। ଏନେଇ ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଜଗତସିଂହପୁର, ଖୋର୍ଦ୍ଧା, ବୌଦ୍ଧ, ନୟାଗଡ଼, କଟକ, ଗଞ୍ଜାମ,...

କାଠଯୋଡ଼ିରେ ନିଖୋଜ ଯୁବକଙ୍କ ଏଯାଏଁ ମିଳୁନି ପତ୍ତା

ଓଡ଼ିଶାଲାଇଭ୍ ବ୍ୟୁରୋ ବାଇକ୍‌ରେ ସ୍ତ୍ରୀ ସହ ଆସୁଥିବା ବେଳେ ବ୍ରିଜ୍‌ ଉପରୁ ନଇଁକୁ ଡେଇଁ ପଡ଼ିଥିବା ଯୁବକଙ୍କ ଏଯାଏଁ ପତ୍ତା ମିଳି ପାରି ନାହିଁ। ବୁଧବାର ଦୀର୍ଘ ସମୟ ଧରି ସର୍ଚ୍ଚ ଅପରେସନ୍‌ ପରେ...

ମାନସିକ ରୋଗୀଙ୍କୁ କେମିତି ଚିହ୍ନିବେ?

ଓଡ଼ିଶାଲାଇଭ୍ ବ୍ୟୁରୋ ଜଣେ ଯୁବ ମାନସିକ ଡାକ୍ତର ଭାବେ ଓଡ଼ିଶାରେ ସମ୍ରାଟ କର ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରୁ ଡାକ୍ତରୀ ପାସ୍‍ କରିବା ପରେ ରୋଗୀସେବା ବ୍ରତ ଭାବେ...

ଗଳ୍ପ ପାଇଁ ବାଲେଶ୍ଵର ଝିଅ ପ୍ରତ୍ୟାଶା ପ୍ରିୟମ୍ବଦା ପାଇବେ ଉଦୟରାଗ ସିଜିନ୍-୨ ସମ୍ମାନ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁକୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ଝିଅ ପ୍ରତ୍ୟାଶା ପ୍ରିୟମ୍ବଦା ମହାନ୍ତି ଏଥର ସିଜିନ୍-୨ର ଉଦୟରାଗ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ଭୁବନେଶ୍ୱରର ସମ୍ଭ୍ରାନ୍ତ ପ୍ରକାଶନୀ ସଂସ୍ଥା 'ଟାଇମପାସ୍' ଗତ ବର୍ଷରୁ ଆରମ୍ଭ...

ଫଟୋରେ ଫଟୋରେ ମା’ଙ୍କୁ ବିଦାୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଧରାପୃଷ୍ଠରେ ଲୀଳାଖେଳା ସାରି ଭକ୍ତଙ୍କ ଗହଣରୁ ବିଦାୟ ନେଉଛନ୍ତି ଜଗତ୍‌ଜନନୀ ମା’ ଦୁର୍ଗା। ବାଜା, ବାଣ ରୋଷଣୀରେ ମା’ଙ୍କୁ ବିଦାୟ ଦେଉଛନ୍ତି ଭକ୍ତ। ଏଥିପାଇଁ କଟକ ଏବଂ ଭୁବନେଶ୍ୱର ଉତ୍ସବମୁଖର ହୋଇ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜାଲିଆତି – ରାଜଭବନ ଆଗରେ ଧାରଣା ଦେବ ବିଜେପି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାର ଚଞ୍ଚକତା କରି ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ହଡପ କରି ଚାଲିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା ‘ହାଉସିଙ୍ଗ ଫର ଅଲ୍ ୨୦୨୨’ର ଲକ୍ଷ୍ୟ ହାସଲ କରିବା ପାଇଁ...