ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣ ଠାବ କଲା ଡ୍ରୋନ କ୍ୟାମେରା

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲୁଖଣ୍ଡ ଅଭୟାରଣ୍ୟରେ ଉଡ଼ିଲା ଡ୍ରୋନ କ୍ୟାମେରା। ଧ୍ୱସ୍ତ ବିଧ୍ୱସ୍ତ ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଉଡ଼ିଲା ଡ୍ରୋନ କ୍ୟାମେରା। ଠାବ ହେଲା ହରିଣ। କିଛି ଚିତ୍ରା ହରିଣ ବିଚରଣ କରୁଥିବା ଦେଖିବାକୁ ମିଳିଛି ଏହି...

କେନ୍ଦ୍ରାପଡ଼ା ପାଇଁ ‘ଫନି’ ପ୍ୟାକେଜ – ‘‘ନିର୍ମାଣ ହେବ ୩୦ଟି ବାତ୍ୟା ଆଶ୍ରୟସ୍ଥଳୀ’’

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ) : କେନ୍ଦ୍ରାପଡ଼ା ଜିଲ୍ଲାର ବାତ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରାପଡ଼ାରେ ଅପରାହ୍ଣରେ ବସିଥିବା ସମୀକ୍ଷା ବୈଠକରେ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସ୍ୱତନ୍ତ୍ର ପ୍ୟାକେଜ...

ଅରଖକୁଦା ମତ୍ସ୍ୟଜୀବୀଙ୍କୁ ସର୍ବସ୍ୱାନ୍ତ କଲା ବାତ୍ୟା

ଓଡ଼ିଶାଲାଇଭ ବ୍ୟୁରୋ [youtube https://www.youtube.com/watch?v=SVbUss2sR7Q] ବାତ୍ୟା ଫନିରେ ଭୟଙ୍କର ପରିସ୍ଥିତିର ସାମ୍ନା କରିଥିଲେ କୃଷ୍ଣପ୍ରସାଦ ବ୍ଲକର ଅରଖକୁଦା ଗାଁ ଲୋକେ। ଏହି ଗାଁ ଟି ଚିଲିକା କୂଳରେ ଅବସ୍ଥିତା ଚିଲିକା କୂଳରେ ଗାଁଟି ରହିଥିବାରୁ ଫନିର...

ଜୁନ୍ ୭ରୁ ସମ୍ବଲପୁରରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା, ପ୍ରସ୍ତୁତି ଜୋରସୋର

ଓଡ଼ିଶାଲାଇଭ୍ ବ୍ୟୁରୋ (ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ସମ୍ବଲପୁର ଏକ ଐତିହ୍ୟ ସଂପନ୍ନ ସହର। ସମ୍ବଲପୁରଜିଲ୍ଲାରେ କାହିଁ କେଉଁକାଳରୁ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଉଛି। ପ୍ରଥମେ ଏଠାରେ ଶାସନ କରୁଥିବା ରାଜାମାନେ ପୁରୀରୁ ୨୦ପରିବାର ବ୍ରାହ୍ମଣଙ୍କୁ...

ଅସବର୍ଣ୍ଣ ବୋଲି ବାତ୍ୟା ଆଶ୍ରୟସ୍ଥଳୀରୁ ତଡ଼ିଦେଲେ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=jDEoGVzl7wQ] ‘‘ଛୁଆ ପିଲା ନେଇ ଆମେ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଇଥିଲୁ। ହେଲେ ଆମେ ଅସବର୍ଣ୍ଣ ବୋଲି ସେଠାରେ ସ୍ଥାନ ମିଳିଲାନି। ସବର୍ଣ୍ଣ ଜାତିର ଲୋକେ ଆମକୁ ବତ୍ୟା ଆଶ୍ରୟସ୍ଥଳୀରୁ ତଡ଼ିଦେଲେ। ଛୁଆପିଲାଙ୍କୁ...

ବାତ୍ୟାକୁ ବିତିଲାଣି ୧୨ ଦିନ-  ଏବେବି ସାତପଡ଼ା ଭୋଇସାହି ଲୋକଙ୍କ ଭରସା ପାଲିଟିଛି ଆଶ୍ରୟସ୍ଥଳୀ

ଓଡ଼ିଶାଲାଇଭ ବ୍ୟୁରୋ [youtube https://www.youtube.com/watch?v=fVSyyn4AdvY] ଫନିକୁ ସିନା ବିତିଲାଣି ୧୨ ଦିନ। ହେଲେ ରାଜ୍ୟବାସୀଙ୍କୁ ଦେଇଯାଇଛି ଅସହ୍ୟ ଯନ୍ତ୍ରଣା। ବାତ୍ୟା ଫନିର ତାଣ୍ଡବରେ ସବୁଠୁ ଅଧିକ ଛଟପଟ ହୋଇଥିଲେ ପୁରୀବାସୀ। ଏବେବି ପୁରୀର କିଛି ଅଞ୍ଚଳରେ...

ବାତ୍ୟାରେ ମନ୍ତ୍ରୀ ସବୁ ଗଲେ କୁଆଡ଼େ?

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ବାତ୍ୟା ଫନି ଉପକୂଳ ଓଡ଼ିଶାକୁ ଛାରଖାର କରିଦେଇଥିବା ବେଳେ ମନ୍ତ୍ରୀମାନଙ୍କର ଦେଖା ମିଳୁନି। ବାତ୍ୟା ଫନିର କରାଳ ତାଣ୍ଡବରୁ ଏ ପର୍ଯ୍ୟନ୍ତ ଲୋକେ ରକ୍ଷା ପାଇନଥିବା ବେଳେ ଏବଂ ଅନେକ ସ୍ଥାନରେ...

ଭିଣୋଇକୁ ହତ୍ୟା ଅଭିଯୋଗରେ ଶଳାକୁ ଆଜୀବନ ଜେଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଭିଣୋଇକୁ ହତ୍ୟା କରିବା ଅଭିଯୋଗରେ ଶଳାକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ଅନୁଗୁଳର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ କୋର୍ଟ। ଏହାସହ ୧୦ ହଜାର ଟଙ୍କାର ଜରିମାନା ଆଦେଶ ମଧ୍ୟ...

ଫନି ବିପନ୍ନଙ୍କ ଲାଗି ଗୀତା ମେହଟ୍ଟା ଦେଲେ ୧୦ ଲକ୍ଷ 

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ଫନିରେ ଧ୍ୱସ୍ତ ବିଧ୍ୱସ୍ତ ଓଡ଼ିଶା ପାଇଁ ଏବେ ବି ସବୁ ଦିଗରୁ ଛୁଟୁଛି ସହାୟତାର ସୁଅ। ଆଜି ଫନି ପ୍ରଭାବିତଙ୍କ ପାଇଁ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହଟ୍ଟା...

୧୯ରେ ମୟୂରଭଞ୍ଜର ୫ଟି ବୁଥରେ ସାନି ମତଦାନ

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ୧୯ରେ ମୟୂରଭଞ୍ଜରେ ୫ଟି ବୁଥରେ ସାନି ମତଦାନ ହେବ। ଏହି ବୁଥ ଗୁଡିକ ହେଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀର ୧୦୪ ନମ୍ବର ବୁଥ କଖାରୁଶୋଳ,ବାରିପଦା ନିର୍ବାଚନମଣ୍ଡଳୀର ୧୬ନମ୍ବର ବୁଥ ଭୁଗୁଡାକଟା,୧୯ନମ୍ବର ବୁଥ...