ଲୁଟେରା ଆପଣାଉଛନ୍ତି ଲୁଟ୍‌ର ନୂଆ ତରିକା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ୱର ଜିଲ୍ଲା ସୋରରେ ଲୁଟେରା ଲୁଟର ନୂଆ ତରିକା ଆପଣାଇଛନ୍ତି। ଦୁଇଜଣ ଲୁଟେରା ନିଜକୁ ପୋଲିସ କହି ଲୁଟ କରିଛନ୍ତି। ସୂଚନାନୁସାରେ ଲୁଟେରା ଦୁଇଜଣ ଜଣେ ମହିଳା ନିଜ କାମରେ ଯାଉଥିବା ବେଳେ...

ହୋଇପାରିଲାନି କେନ୍ଦ୍ରୀୟ ପ୍ରକଳ୍ପର ସମୀକ୍ଷା ବୈଠକ, ଧର୍ମେନ୍ଦ୍ରଙ୍କ କଟାକ୍ଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ରାଜ୍ୟ ଅତିଥୀଭବନରେ ହେବାକୁ ଥିବା କେନ୍ଦ୍ରୀୟ ପ୍ରକଳ୍ପର ସମୀକ୍ଷା ବୈଠକ ହୋଇପାରିନାହିଁ। ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗେଲ ଓ ଏନଏଚଆଇ ଅଧିକାରୀ  ଉପସ୍ଥିତ ଥିଲେ ମାତ୍ର ବୈଠକରେ ମୁଖ୍ୟ...

ଡରାଉଛି ତାତି, ଫେବ୍ରୁଆରିରୁ ପାରଦ ଛୁଇଁଲା ୪୦ ଡିଗ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଅସମ୍ଭାଳ ହେଲାଣି ଗରମ। ରାଜ୍ୟରେ ଶୀତର ପ୍ରକୋପ କମିବା ସହ ତାପମାତ୍ରା ଧିରେ ଧିରେ ବଢ଼ୁଛି। ଶୁକ୍ରବାର ରାଜଧାନୀର ତାପମାତ୍ରାରେ ପରିବର୍ତ୍ତନ ହୋଇଛି। ପୂର୍ବାହ୍ନରୁ ଅପରାହ୍‌ଣ  ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବାରେ ଲାଗିଛି।...

ଦେବାଶିଷଙ୍କ ଲାଗି ବଢ଼ିଲା ଅଡ଼ୁଆ, ବାଦାମବାଡି ଥାନାରେ ମାମଲା ରୁଜୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସହିଦ ପରିବାରଙ୍କୁ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଦୁର୍ବ୍ୟହାର ଘଟଣାରେ ବିଧାୟକଙ୍କ ଲାଗି ଅଡ଼ୁଆ ବଢ଼ିବାରେ ଲାଗିଛି। ଗତକାଲି ମହିଳା କଂଗ୍ରେସ ତରଫରୁ ବାଦାମବାଡ଼ି ଥାନାରେ ଦେବାଶିଷଙ୍କ ଗିରଫ ଦାବି କରାଯାଇଥିଲା। ସେହି ଅଭିଯୋଗ...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ଆମିକସ୍ କ୍ୟୁରି

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିରରେ ଶନିବାର ପହଞ୍ଚିଛନ୍ତି ଆମିକସ୍‌ କ୍ୟୁରି ରଞ୍ଜିତ କୁମାର। ଶ୍ରୀମନ୍ଦିରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରଞ୍ଜିତ କୁମାର। ଏହାପରେ ଶ୍ରମନ୍ଦିର ସଂସ୍କାର ନେଇ ମନ୍ଦିରରେ ଅନୁଧ୍ୟାନ କରିବା ସହିତ...

ପୁରୀରେ ଆମିକସ୍ କ୍ୟୁରି, ଶ୍ରୀମନ୍ଦିର ସଂସ୍କାର ଉପରେ ହେବ ଆଲୋଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ସୁପ୍ରିମକୋର୍ଟ ନିଯୁକ୍ତ କରିଥିବା ଆମିକସ୍ କ୍ୟୁରି ରଣଜିତ କୁମାର ଭୁବନେଶ୍ଵରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ଏୟାରପୋର୍ଟରୁ ସେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ଶନିବାର...

ନବରଙ୍ଗପୁରର ୧୨, ୮୮୯ ପରୀକ୍ଷାର୍ଥି ଦେଲେ ମାଟ୍ରିକ ପରୀକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁର ଜିଲ୍ଲାର ୭୨ଟି ପରୀକ୍ଷା କେନ୍ଦ୍ରରେ ୧୨, ୮୮୯ଜଣ  ପରୀକ୍ଷାର୍ଥୀ ଦେଇଛନ୍ତି ମାଟ୍ରିକ ପରୀକ୍ଷା। ୧୨ ହଜାର ୩୮୯ଜଣ ରେଗୁଲାର ଓ ୨୬୧ଜଣ ଏକ୍ସ ରେଗୁଲାର ଏବଂ ୫ ଜଣ ପତ୍ର...

ଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଆଣିଲେ ‘ଖୁସି’- ଏଣିକି ମାଗଣାରେ ମିଳିବ ସାନିଟାରୀ ନାପ୍‌କିନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ 'ଖୁସି' ଯୋଜନାକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ। ଷଷ୍ଠରୁ ଦ୍ୱାଦଶ ଛାତ୍ରୀଙ୍କ ପାଇଁ 'ଖୁସି' ଯୋଜନା ୫ ବର୍ଷରେ ଖର୍ଚ୍ଚ ହେବ ୪୬୬ କୋଟି ୧୭ ଲକ୍ଷ ୨୫ ହଜାର ଛାତ୍ରୀ ହେବେ...

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ – ୮ ଜଣ ନିଲମ୍ବିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣାକୁ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରଶ୍ନପତ୍ର ଭାଇରାଲରେ ସଂପୃକ୍ତ ଥିବା ୪ଟି ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡଣ୍ଟଙ୍କୁ ନିଲମ୍ବିତ କରିଛି...

ମୁମ୍ବାଇରେ ପ୍ରବାସୀ ଓଡ଼ିଆଙ୍କ ଦୁଇଦିନିଆ ‘ଆମ ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନଭି ମୁମ୍ବାଇର ସିଡ୍‌କୋ ଗ୍ରାଉଣ୍ଡରେ ୨୩-୨୪ ଫେବ୍ରୁଆରିରେ କମ୍ପିବ ଓଡ଼ିଶାର ସ୍ୱର ଓଡ଼ିଶାର କଳା, ସଂସ୍କୃତି, ଖାଦ୍ୟରୁଚି, ବସ୍ତ୍ର ଏବଂ ସଙ୍ଗୀତର ବଡ଼ ଆକର୍ଷଣ ୪ ଓଡ଼ିଆଙ୍କୁ ‘ଓଡ଼ିଶାର ବରପୁତ୍ର’...