ଲୋକନୃତ୍ୟ-ଲୋକ ସଙ୍ଗୀତ ମହୋତ୍ସବରେ ନବରଙ୍ଗପୁରକୁ ଶ୍ରେଷ୍ଠ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
(ନବରଙ୍ଗପୁର, କୁନାପାତ୍ର) ଭୁବନେଶ୍ୱର ଉତ୍କଳ ମଣ୍ଡପଠାରେ ଅନୁଷ୍ଠିତ ନବମ ରାଜ୍ୟସ୍ଥାରୀୟ ଲୋକନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ ଅନୁଷ୍ଠିତ ହୋଇଛି। ଏହି ମହୋତ୍ସବରେ ସରକାରଙ୍କ ବିଭିନ୍ନ ଜନାହିତକର ଯୋଜନା ସମ୍ପର୍କରେ ସଚେତନତା...
ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ – ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା ଏବିଭିପି
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ବାସଭବନ ଘେରାଉ କରାଯାଇଛି।
ଏବିଭିପିର ୫୦ରୁ ଅଧିକ କର୍ମୀ ମନ୍ତ୍ରୀଙ୍କ ବାସଭବନରେ...
ବିଧାନସଭା ଆସନ ‘ପାରାଦୀପ’ – ଦାମଙ୍କ ଗଡ଼ରେ ଶଙ୍ଖ ବାଜିବ ନା ପଦ୍ମ ଫୁଟିବ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଦାମଙ୍କ ଗଡ଼ ପାରାଦୀପକୁ ୨୦୧୯ ନିର୍ବାଚନରେ କେଉଁ ଦଳ କରିବେ ଦଖଲ?
ଜଗତସିଂହପୁର ଜିଲ୍ଲାର ପାରାଦୀପ ନିର୍ବାଚନମଣ୍ଡଳୀ ଉପରେ ଏବେ ସବୁ ଦଳର ନଜର। ୨୦୧୯ ନିର୍ବାଚନରେ ପାରାଦୀପରେ କିଏ ରାଜୁତି...
‘ଦେବାଶିଷ ବାବୁ ଭଲ ଲୋକ, ସେ କୌଣସି ଦୁର୍ବ୍ୟବହାର କରି ନାହାନ୍ତି’
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁହଁ ଖୋଲିଲେ ସହିଦ ମନୋଜଙ୍କ ଦାଦା ଚୈତନ୍ୟ ବେହେରା।
ସହିଦ ଯବାନ ମନୋଜ ବେହେରାଙ୍କ ଦାଦାଙ୍କୁ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଘଟଣାରେ ଟୁଇଷ୍ଟ ଆସିଛି। ବିଧାୟକ କୌଣସି...
ଓଡ଼ିଆ ଘରର ଲକ୍ଷ୍ମୀଚିତା ପଛରେ ରହିଛି ଏକ ଗଭୀର ତାନ୍ତ୍ରିକ ତନ୍ତ୍ରଜ୍ଞାନ, ଏକଥା ଆପଣ ଜାଣନ୍ତି କି?
ଗୀତା ଦାସ
ଖବର କାଗଜରେ ବାହାରିଛି ଓଡ଼ିଶାର ଚାନ୍ଦୁଆ କାମ ଓ ମାର୍ଗଶୀର ମାସର ମାଣବସା ଚିତାର ଚିତ୍ରଣକୁ ୟୁଏନେସ୍କୋ ଖାଣ୍ଟି ଲୋକ-କଳା (folk-art) ବୋଲି ସ୍ୱୀକୃତି ଦେଇଛନ୍ତି। ଓଡ଼ିଶାର ଏହି କାରୁ-ଶିଳ୍ପ କେମିତି...
ପୁଣି ରାଜଧାନୀରେ ବାଘ ଆତଙ୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରେ ପୁଣି ବାଘ ଆତଙ୍କ। ଭୁବନେଶ୍ୱରସ୍ଥିତ ରଙ୍ଗମାଟିଆ ତଳସାହିରେ ଏକ ବାଘ ବୁଲୁଥିବା ସୂଚନା ମିଳିଛି। ଜଣେ ସ୍ଥାନୀୟ ବ୍ୟକ୍ତି ଗୁରୁବାର ରାତିରେ ବାଘ ଦେଖିବା ପରେ ସ୍ଥାନୀୟ ଲୋକଙ୍କ...
ସହିଦଙ୍କ ପରିବାରକୁ ଅସମ୍ମାନ ଘଟଣା – ଦେବାଶିଷଙ୍କ ଗିରଫ ଦାବି କଲା କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ସହିଦଙ୍କ ପରିବାରକୁ ଅସମ୍ମାନ ଘଟଣାରେ ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କୁ ଗିରଫ କରିବାକୁ ଦାବି କରିଛି କଂଗ୍ରେସ। ପ୍ରେସମିଟରେ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଏହି ଦାବି କରିଛନ୍ତି।
“ମୁଖ୍ୟମନ୍ତ୍ରୀ ଦେଶବାସୀଙ୍କୁ କ୍ଷମା...
ମାଟ୍ରିକ୍ ପରୀକ୍ଷା ପ୍ରଥମ ଦିନରେ ପ୍ରଶ୍ନପତ୍ର ଲିକ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା। କିନ୍ତୁ ଆରମ୍ଭରୁ ହିଁ ଭାଇରାଲ ହୋଇଥିଲା ପ୍ରଶ୍ନପତ୍ର। ପରୀକ୍ଷା ସରିବା ପୂର୍ବରୁ ବାହାରେ ପ୍ରଶ୍ନପତ୍ର ବୁଲୁଥିବା ସୂଚନା ମିଳିଛି। ଆଜି ମାତୃଭାଷା ପରୀକ୍ଷା ଚାଲିଥିବା...
ମୟୂରଭଞ୍ଜରେ ୧୮୦ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଲେ ୩୭ ହଜାର ବିଦ୍ୟାର୍ଥୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବିଭିନ୍ନ ବିଦ୍ୟାଳୟରେ ପରୀକ୍ଷା ଆରମ୍ଭ କରାଯାଇଛି। ୧୮୦ଟି ପରୀକ୍ଷାକେନ୍ଦ୍ରରେ ମୋଟ ୩୭ହଜାର ୬୪ଜଣ...
ଶ୍ରୀମନ୍ଦିର ସଂସ୍କାର ମାମଲା – ଆଜି ଓଡ଼ିଶା ଆସୁଛନ୍ତି ଆମିକସ୍ କ୍ୟୁରି
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦ୍ୱାରା ନବ ନିଯୁକ୍ତ ଆମିକସ୍ କ୍ୟୁରି ରଞ୍ଜିତ କୁମାର ଆଜି ଓଡ଼ିଶା ଆସୁଛନ୍ତି। ସେ ଶୁକ୍ରବାର ଓଡ଼ିଶା ଆସୁଥିଲାବେଳେ ଶନିବାର ପୁରୀ ଗସ୍ତ କରିବେ।
ଏହି ଦୁଇଦିନିଆ ଗସ୍ତରେ...





















