ରାଜଧାନୀରେ ଧରାପଡ଼ିଲା ବାଘ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଇଦିନ ଧରି ଭୁବନେଶ୍ୱର ପଳାଶପଲ୍ଲୀ ଅଞ୍ଚଳରେ ବୁଲୁଥିବା କଲରାପତରିଆ ବାଘ ଶେଷରେ ଧରା ପଡ଼ିଛି। ବିମାନବନ୍ଦରର କାର୍ଗୋ ଗେଟ୍‌ ପାଖରେ ବସା ଯାଇଥିବା ଯନ୍ତାରୁ କୁକୁଡ଼ା ଖାଇବାକୁ ଆସି ଧରାପଡ଼ିଛି ଏହି...

କଟକରୁ ଆଗ୍ରା ଯାଉଥିଲା ୧୦ କୋଟି ଟଙ୍କା, ଛତିଗଶଗଡ଼ରେ ଜବତ ହେଲା କାର୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଛତିଶଗଡ଼ରେ କାର୍‌ରୁ ଜବତ ହେଲା ୧୦ କୋଟି ୯୦ ଲକ୍ଷ ଟଙ୍କା। କଟକରୁ ଛତିଶଗଡ଼ ଦେଇ ଆଗ୍ରା ଯାଉଥିବା ବେଳେ ଏହି ଟଙ୍କା ବୋଝେଇ କାର୍‌କୁ ଛତିଶଗଡ଼ ପୋଲିସ ଜବତ କରିଛି।...

ସହିଦଙ୍କୁ ଶ୍ରଦ୍ଧାଞ୍ଜଳି – ବ୍ରାହ୍ମଣ ସମାଜ ପକ୍ଷରୁ କ୍ୟାଣ୍ଡେଲ ରାଲି

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁର ଜିଲ୍ଲା ବ୍ରାହ୍ମଣ ସମାଜ ପକ୍ଷରୁ ସହିଦ ଯବାନଙ୍କ ଆତ୍ମାର ସଦଗତି ନିମନ୍ତେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା ନବରଙ୍ଗପୁରସ୍ଥିତ ଶ୍ରୀରାମ ମନ୍ଦିରଠାରୁ ବାହାରି ଦାସହରାପଦା ଛକ...

‘ଓଡ଼ିଶାଲାଇଭ୍ ୟୁଥ୍ ଆଇକନ୍’ ପାଇବେ ଚାରି ଯୁବ ପ୍ରତିଭା

ଓଡ଼ିଶାଲାଇଭ୍ ବ୍ୟୁରୋ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ସମ୍ପର୍କରେ ଓଡ଼ିଶାଲାଇଭ୍ ମିଡିଆ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଆକର୍ଷଣୀୟ କଫି ଟେବୁଲ୍ ବୁକ୍ ‘କଂସ ମହାରାଜା – ଦ ହିରୋ ଅଫ୍ ବରଗଡ଼ ଧନୁଯାତ୍ରା’। ବୁଧବାର ସନ୍ଧ୍ୟାରେ...

ନିସଃର୍ତ୍ତ କ୍ଷମା ମାଗିଲେ ଦେବାଶିଷ ସାମନ୍ତରାୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସହିଦ ମନୋଜଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ନିସଃର୍ତ୍ତ କ୍ଷମା ମାଗିଲେ ବିଧାୟକ ଦେବାଶିଷ ସାମନ୍ତରାୟ। କ୍ଷମା ମାଗିଲେ ବିଧାୟକ ଦେବାଶିଷ ସାମନ୍ତରାୟ। ପୁଲୱାମା ଆକ୍ରମଣରେ ସହିଦ ମନୋଜ ବେହେରାଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର କରିଥିବାରୁ...

‘କାଳିଆ’ ଛାତ୍ରବୃତ୍ତି ପୋର୍ଟାଲ୍‌ ଉନ୍ମୋଚିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସରକାର କାଳିଆ ଛାତ୍ରବୃତ୍ତି ପୋର୍ଟାଲର ଉନ୍ମୋଚନ କରିଛନ୍ତି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚିତ କରିଛନ୍ତି। ଏହି ଯୋଜନା ବିଶେଷକରି ଚାଷୀ ପରିବାରର ପିଲାଙ୍କ ଭବିଷ୍ୟତ ଲାଗି କରାଯାଇଛି। ଏହା ମାଧ୍ୟମରେ ଅନେକ...

“କଥା ଦେଇଥିଲେ ମାର୍ଚ୍ଚରେ ଆସିବେ, ହେଲେ ଫେରିଲା ସ୍ୱାମୀଙ୍କ ଶବ”

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=GEBW5jWKMTc] “କହିଥିଲେ ମାର୍ଚ୍ଚ ମାସରେ ଆସିବେ। ସକାଳେ ଫୋନ କରିଥିଲେ କହିଲେ ବସ୍‌ରେ ଶ୍ରୀନଗର ଯାଉଛି। ପହଞ୍ଚିଲେ କଥା ହେବି, ହେଲେ ଆଉ କଥା ହୋଇନାହାନ୍ତି। ଏବେ ତାଙ୍କ ଶବ ଫେରୁଛି”, ସହିଦ...

ଭୁବନେଶ୍ୱର ବିମାନବନ୍ଦରରୁ ୯୬୦ ଗ୍ରାମ୍‌ର ସୁନା ଜବତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଜଣେ ମହିଳାଙ୍କ ନିକଟରୁ ୯୬୦ ଗ୍ରାମ୍‌ର ସୁନା ଜବତ କରାଯାଇଛି। ସୀମା ଶୁଳ୍କ ବିଭାଗର ଏୟାର ଇଣ୍ଟେଲିଜେନ୍ସ ୟୁନିଟ ପକ୍ଷରୁ ମଙ୍ଗଳବାର ଏହି ସୁନା ଚୋରା...

ରାୟଗଡ଼ାରେ ବଟଲିଂ ପ୍ଲାଣ୍ଟର ଶିଳାନ୍ୟାସ କଲେ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାୟଗଡ଼ାଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଚ୍‌ପିସିଏଲ୍‌ର ଏଲ୍‌ପିଜି ବଟଲିଂ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥି ସହିତ ଜୟପୁରଠାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ କୋଠାଘର ଏବଂ ବିମାନ ଇନ୍ଧନ...

ବାଲେଶ୍ୱରରେ ଦୁଇ ବଣୁଆ ଭାଲୁର ମୃତ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ୱର ଜିଲ୍ଲା ନୀଳଗିରି ଫରେଷ୍ଟ ରେଞ୍ଜ ଅଞ୍ଚଳରୁ ଦୁଇଟି ବଣୁଆ ଭାଲୁର ମୃତ ଦେହ ଉଦ୍ଧାର ହୋଇଛି। ମଙ୍ଗଳବାର ନୀଳଗିରି ଫରେଷ୍ଟ ରେଞ୍ଜର ଶୁକୁମାର ଦାସ ଏହି ସୂଚନା ଦେଇଛନ୍ତି। ମଙ୍ଗଳବାର ସକାଳେ...