ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାସହୀନଙ୍କ ଥଇଥାନ ଓ କ୍ଷତି ପୂରଣ ସମେତ ୫ ଦଫା ଦାବି ନେଇ ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ଡାକରା ଦିଆଯାଇଛି। ରେଙ୍ଗାଳି ବାସହୀନ ସୁରକ୍ଷା ସମିତି ପକ୍ଷରୁ ଏହି...
ବିଜେଡିକୁ ମିଳିଗଲେ ୪୯ ମହିଳା ପ୍ରାର୍ଥୀ?
ଓଡ଼ିଶାଲାଇଭ୍ ବ୍ୟୁରୋ
ସମଗ୍ର ଦେଶରେ ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ ମହିଳାଙ୍କ ପାଇଁ ତେତିଶ ପ୍ରତିଶତ ସ୍ଥାନ ସଂରକ୍ଷଣ ନିମନ୍ତେ ଶାସକ ବିଜେଡି ପକ୍ଷରୁ ଓକିଲାତି କରାଯିବା ପରେ ଏବେ ଏହି ବ୍ୟବସ୍ଥା...
୫ ଦିନରେ ୪୫ ସହିଦ, କେବେ ପାକିସ୍ତାନ ବିରୋଧରେ ନିଆଯିବ ଆକ୍ସନ
ଓଡ଼ିଶାଲାଇଭ ବ୍ୟୁରୋ
୫ ଦିନରେ ଦେଶର ୪୫ ଯବାନ ସହିଦ ହୋଇଛନ୍ତି। ଭାରତ ଏହାର ପ୍ରତିଶୋଧ କେବେ ନେବ ତାହାକୁ ଦେଶବାସୀ ଅପେକ୍ଷା କରିଛନ୍ତି।
ଫେବ୍ରୁଆରି ୧୪ ତାରିଖରେ ହୋଇଥିବା ପୁଲୱାମା ଆତ୍ମଘାତୀ ଆକ୍ରମଣରେ ୪୦...
ଆଜି ମୁଖ୍ୟମନ୍ତ୍ରୀଙ୍କ ବୌଦ୍ଧ-ଗଞ୍ଜାମ ଜିଲ୍ଲା ଗସ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ମୁଖ୍ୟମନ୍ତ୍ରୀଙ୍କ ବୌଦ୍ଧ ଓ ଗଞ୍ଜାମ ଜିଲ୍ଲା ଗସ୍ତର କାଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବେ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନରେ ବୌଦ୍ଧ ଗସ୍ତରେ ଯିବେ। କଣ୍ଟାମାଳରେ...
ସୋମବାର ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟବସାୟିକ ଅନୁଷ୍ଠାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜମ୍ମୁ-କାଶ୍ମୀରର ପୁଲୱାନାରେ ହୋଇଥିବା ଆତଙ୍କୀ ଘଟଣାରେ ୪୪ ଜଣ ସିଆର୍ପିଏଫ୍ ଯବାନ ସହିଦ ହୋଇଛନ୍ତି। ଏହି ଘଟଣାକୁ ସର୍ବ ଅଖିଳ ଭାରତୀୟ ବ୍ୟବସାୟୀ ସଙ୍ଘ ତୀବ୍ର ନିନ୍ଦା କରିଛନ୍ତି। ସହିଦଙ୍କୁ ସମ୍ମାନ...
ଶ୍ରୀମନ୍ଦିରରେ ଆସିବ ସଂସ୍କାର! – ଶଙ୍କରାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ହେଲା ବୈଠକ
ଓଡ଼ଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ରବିବାର ବୈଠକ ଡକାଇଥିଲେ। ଶଙ୍କରାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଆଜି ବିଭିନ୍ନ ଗୁରୁତ୍ୱପୁର୍ଣ ନିଷ୍ପତି ନିଆଯାଇଛି। ଏଣିକି ଶ୍ରୀମନ୍ଦିର...
କଟକ ଜିଲ୍ଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ୍ ଓ ଶିଳାନ୍ୟାସ
ଓଡ଼ିଶାଲାଇଭ୍ ବ୍ୟୁରୋ
କଟକଜିଲ୍ଲା ତଳବାଲିଯାତ୍ରା ପଡ଼ିଆରେ ବିଜୁ ଯୁବ ସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
କଟକ ଜିଲ୍ଲା ଲାଗି ପାଖାପାଖି ୫୨୯କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ...
ପୁଣି ରାଜଧାନୀରେ ଧଳା ଜହର ଜବତ – ଭୁବନେଶ୍ୱର ଏବେ ବ୍ରାଉନ୍ ସୁଗାରର ଆଡ୍ଡା!
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢିବାରେ ଲାଗିଛି ଧଳା ଜହର କାରବାର। ମହିଳାଙ୍କ ସ୍କୁଟି ଡିକିରୁ ୧୨ ଗ୍ରାମର ବ୍ରାଉନ ସୁଗାର ଜବତ।
ପୁଣି ରାଜଧାନୀ ଭୁବନେଶ୍ୱରରେ ଧଳା ଜହର କାରବାର। ଏଥର...
କେନ୍ଦ୍ରାପଡାରେ ଦେଖାଦେଇପାରେ ବିଜୁଳି ସମସ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ାରେ ଏଞ୍ଜେନ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ। ମାସିକ କାମ ଦେବା ଓ ମାସିକ ଦରମା ପ୍ରଦାନ କରିବା ଦାବି।
ଆଜି ଠାରୁ କେନ୍ଦ୍ରାପଡା ଜିଲ୍ଲାରେ ଏଞ୍ଜେନରେ ଠିକାରେ କାମ କରୁଥିବା ୬୫୦ କର୍ମଚାରୀଙ୍କ...
ସହିଦଙ୍କୁ ସମ୍ମାନ ଜଣାଇ କେନ୍ଦ୍ରାପଡ଼ାରେ ୬ଘଣ୍ଟିଆ ବଜାର ବନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶ ମାତୃକାର ସୁରକ୍ଷା ପାଇଁ ଆତ୍ମବଳିଦାନ ଦେଇଥିବା ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ କେନ୍ଦ୍ରାପଡା ସହରର ତିନିମୁହାଣୀ ବ୍ୟବସାୟୀଙ୍କ ପକ୍ଷରୁ ୬ ଘଣ୍ଟିଆ ଦୋକାନ ବଜାର ବନ୍ଦ।
ଜାମୁକାଶ୍ମୀରର ପୁଲୱାମା ଠାରେ ଜୈସ୍-ଇ-ମହମଦ...





















