ଓଡ଼ିଶାକୁ କିଏ ଅବହେଳା କରିଛି? କଂଗ୍ରେସକୁ ଟାର୍ଗେଟ କଲେ ଧର୍ମେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ[youtube https://www.youtube.com/watch?v=JcT_KHl0Uwo]
କଂଗ୍ରେସ ଉପରେ ବର୍ଷିଲେ ଧର୍ମେନ୍ଦ୍ର
ଓଡ଼ିଶାକୁ ସବୁବେଳେ ଅବହେଳା କରିଛି କଂଗ୍ରେସ
ମହାନଦୀରେ ଛତିଶଗଡ଼ ପ୍ରକଳ୍ପକୁ କେଉଁ ସରକାର ଦେଇଥିଲେ ଅନୁମତି?
ପୋଲାଭରମ ପ୍ରକଳ୍ପକୁ କିଏ ଦେଇଥିଲା ଅନୁମତି?
...
ଆଜିର ବଡ଼ ଖବର (ମେ ୨୪, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ର ‘ଆଜିର ବଡ଼ ଖବର’।
ନବମ ଦିନରେ ମହାନଦୀ ସୁରକ୍ଷା ଅଭିଯାନ
ମହାନଦୀ ଜନଜାଗରଣ ଯାତ୍ରାର ଆଜି ଥିଲା ନବମ ଦିନ। ଦଳର ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ମହାନଦୀ ଦକ୍ଷିଣ ପାର୍ଶ୍ୱ ଟିମ୍ କାକଟପୁରରୁ...
ତେଲ ଉପରୁ ଭାଟ୍ କମାନ୍ତୁ ରାଜ୍ୟ ସରକାର: ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶାଲାଇଭ୍ ବ୍ୟୁରୋ[youtube https://www.youtube.com/watch?v=59V8y_Jp6HQ]
ତେଲ ଦର ବୃଦ୍ଧିକୁ ନେଇ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ଏବଂ କେନ୍ଦ୍ର ସରକାର। ପେଟ୍ରୋଲ-ଡିଜେଲ ଉପରୁ ୨୬ ପ୍ରତିଶତ ଭାଟ ହ୍ରାସ କରନ୍ତୁ ବୋଲି ଧର୍ମେନ୍ଦ୍ର ଦାବି କରିଛନ୍ତି।
ପେଟ୍ରୋଲ ଓ...
ନୃଶଂସ ପୁଅ: ଖାଦ୍ୟ ସ୍ୱାଦିଷ୍ଟ ହୋଇନଥିବାରୁ ବାପାକୁ ଛୁରି ଭୁସି ହତ୍ୟା କଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଖାଦ୍ୟ ସ୍ୱାଦିଷ୍ଟ ହୋଇନଥିବାରୁ ବାପ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ଶେଷରେ ଶୋଇଥିବା ବାପାକୁ ଛୁରିରେ ଭୁସି ହତ୍ୟା କରିଛି ପୁଅ।
ସମ୍ବଲପୁର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ରାତିରେ ଖାଦ୍ୟ...
ରାଜ୍ୟ ସରକାରଙ୍କ ଉପରେ ଦୂତିଙ୍କ କ୍ଷୋଭ: ଜମି ଦେବାକୁ କହି ଦେଲେନି
ଓଡ଼ିଶାଲାଇଭ୍ ବ୍ୟୁରୋ
“ଭୁବନେଶ୍ୱରରେ ଜମି କିମ୍ବା ଘର ଖଣ୍ଡିଏ ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଘରଖଣ୍ଡିଏ ମିଳିନାହିଁ”, ନିଜ ଫେସବୁକ୍ ଟାଇମ୍ଲାଇନରେ ଦୂତି କ୍ଷୋଭର ସହ ଏହା କହିଛନ୍ତି।
ରିଓ ଅଲିମ୍ପିକରେ ଭାଗ...
ମୋଦିଙ୍କ କଟକ ଗସ୍ତ: ଓଡ଼ିଶା ଉପରେ ନଜର
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା କଟକ ଗସ୍ତ ଓଡ଼ିଶା ରାଜନୀତି ପାଇଁ କଣ ମାନେ ରଖୁଛି?ଦେଖିବାକୁ ଗଲେ ବହୁତ କିଛି।
କର୍ଣ୍ଣାଟକ ହାତରୁ ଖସିଯିବା ପରେ ବିଜେପି ନେତୃତ୍ୱ ଏବେ ଓଡ଼ିଶା ଉପରେ...
ରିପୋର୍ଟ କାର୍ଡ: କ୍ରୀଡ଼ା ଓ ଯୁବ ସେବା ବିଭାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ସରକାରଙ୍କ ଚାରି ବର୍ଷ ପୂର୍ତ୍ତି ଅବସରରେ କ୍ରୀଡ଼ା ଓ ଯୁବ ସେବା ବିଭାଗର କାର୍ଯ୍ୟ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସୂଚନା ଓ ଲୋକସମ୍ପର୍କ ବିଭାଗ ସୌଜନ୍ୟରୁ ପ୍ରାପ୍ତ ପ୍ରେସନୋଟ
ମୁଖ୍ୟମନ୍ତ୍ରୀ ନବୀନ...
ଜୁନ ୨୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜି ଘୋଷଣା ହୋଇଛି ତାରିଖ। ଜୁନ୍ ୨୨ରୁ ପରୀକ୍ଷା ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ୭ ଦିନ ଧରି ଏହି ପରୀକ୍ଷା ଚାଲିବ।
ମେ...
ଜୀବନ ହାରିଲେ ସମ୍ବଲପୁର ଦୁଷ୍କର୍ମ ପୀଡ଼ିତା
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁରରେ ଘଟିଛି ଅଭାବନୀୟ ଘଟଣା। ଆଉ ଜଣେ ଦୁଷ୍କର୍ମ ପୀଡ଼ିତା ଆଜି ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘରେ କେହି ନଥିବା ବେଳେ ପୀଡ଼ିତା ଫ୍ୟାନରେ ଝୁଲି ପଡ଼ିଥିବା କୁହାଯାଉଛି।
ମେ...
ତୈଳ ଦର ବୃଦ୍ଧିର ପ୍ରତିବାଦ: ୨୮ରୁ ବ୍ଲକ ସ୍ତରରେ ଆନ୍ଦୋଳନ କରିବ ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ତୈଳ ଦର ବୃଦ୍ଧିର ପ୍ରତିବାଦ କରିବ ବିଜେଡି। ମେ ୨୮ରୁ ୩୦ ଯାଏଁ ପ୍ରତି ବ୍ଲକରେ ଆନ୍ଦୋଳନକୁ ଓହ୍ଲାଇବ ଶାସକ ଦଳ।
ହୁ ହୁ ହୋଇ ବଢ଼ୁଛି ପେଟ୍ରୋଲ ଦର। ଗତ ୯...





















