ଓଡ଼ିଶାରେ ଚଳଚଞ୍ଚଳ ରାଜନୈତିକ ମାହୋଲ: ବିଭିନ୍ନ ସ୍ଥାନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ହେଭିଓ୍ଵେଟ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଆସନ୍ତା ନିର୍ବାଚନ ଲାଗି ଓଡ଼ିଶାରେ ଚଳଚଞ୍ଚଳ ହୋଇଉଠିଛି ରାଜନୈତିକ ମାହୋଲ। ବିଭିନ୍ନ ସ୍ଥାନରେ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଚାଲିଛି ପ୍ରାର୍ଥିପତ୍ର ଦାଖଲ ପର୍ବ। ଏହାରି ମଧ୍ୟରେ ଶୁକ୍ରବାର ଦିନ...
ୟୁଜିସି-ନେଟ୍ ପରୀକ୍ଷା ପାଇଁ ଜାରି ରହିଛି ଆବେଦନ, ମେ’ ୧୦ ଶେଷ ତାରିଖ
ଓଡ଼ିଶାଲାଇଭ୍ ବ୍ୟୁରୋ
ନାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ୟୁଜିସି-ନେଟ୍ ପରୀକ୍ଷା ପାଇଁ ଆବେଦନ ଜାରି ରହିଛି। ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଅଧ୍ୟାପକ ପଦବୀରେ ନିଯୁକ୍ତି ଓ ଜୁନିୟର ରିସର୍ଚ୍ଚ ଫେଲୋସିପ୍ (ଜେଆରଏଫ) ପାଇବା...
ଭୁବନେଶ୍ଵର ଲୋକସଭା ଆସନ ପାଇଁ ମୁହାଁମୁହିଁ ହେବେ ଅପରାଜିତା-ମନ୍ମଥ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଏଥର ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଦଖଲ ପାଇଁ ଜୋରଦାର ହେବ ରାଜନୈତିକ ଲଢ଼େଇ। ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ ଅପରାଜିତା ଷଡ଼ଙ୍ଗୀ ଏବଂ ମନ୍ମଥ ରାଉତରାୟ।
ଭୁବନେଶ୍ଵର ସାଂସଦ ଥିବା ଅପରାଜିତା...
ଓଡ଼ିଶାରେ ‘ମେଣ୍ଟ ରାଜନୀତି’ର କାହାଣୀ – ୧୯୩୭ରୁ ୨୦୨୪
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ସମୟ ଆସିଲେ ‘ମେଣ୍ଟ ରାଜନୀତି’ କଥା ଉଠେ। ଏଇ ଯେମିତି ୨୦୨୪ ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶାରେ ବିଜେଡି-ବିଜେପି ଭିତରେ ପୁଣି ମେଣ୍ଟ ଚର୍ଚ୍ଚା ହେଉଥିଲା। ଏନେଇ ଉଭୟ ଦଳର...
ଆକାଶରୁ ନିଆଁ ବର୍ଷା: ଆହୁରି ୪ ଦିନ ଜଳିବ ଓଡ଼ିଶା!
ଓଡ଼ିଶାଲାଇଭ୍ ବ୍ୟୁରୋ
ଟକ୍ ଟକ୍ ଖରାରେ ଜଳୁଛି ସାରା ଓଡ଼ିଶା। ଆହୁରି ୪ ଦିନ ତାପମାତ୍ରାରେ ବୃଦ୍ଧି ହେବା ନେଇ ଆକଳନ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଶୁକ୍ରବାର ଦିନ ୨ଟା ୩୦ ସୁଦ୍ଧା...
ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି ପ୍ରକାଶିତ: ଓଡ଼ିଶାର ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ଆଜିଠୁ...
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ୫ଟି ଲୋକସଭା ଆସନ ଏବଂ ୩୫ଟି ବିଧାନସଭା ଆସନ ସାମିଲ ରହିଛି। ମେ’ ୨୦ ତାରିଖରେ...
କାହା ଅଧୀନକୁ ଯିବ ଅନୁଗୁଳ ବିଧାନସଭା ଆସନ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଅନୁଗୁଳ ବିଧାନସଭା ଆସନ ଲାଗି ନିର୍ବାଚନୀ ଲଢ଼େଇ ହେବ ଜୋରଦାର, ସଂଯୁକ୍ତା, ପ୍ରତାପ ଓ ଅମ୍ବିକାଙ୍କ ମଧ୍ୟରେ ହେବ କଡ଼ା ଟକ୍କର।
କେନ୍ଦ୍ରୀୟ ଓଡ଼ିଶାର ପ୍ରମୁଖ ଆସନ ଅନୁଗୁଳ। ଗତ ୫ଟି...
ନବରଙ୍ଗପୁର ଲୋକସଭା ଆସନରେ ପୁଣି ବଳ କଷାକଷି ହେବେ ୩ ମାଝି – କିଏ ମାରିବ ବାଜି?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନବରଙ୍ଗପୁର ଲୋକସଭା ଆସନ ପାଇଁ ଏଥର ମଇଦାନରେ ପୁଣି ହେବାକୁ ଯାଉଛି ୩ ମାଝିଙ୍କ ମଧ୍ୟରେ କଡ଼ା ଟକ୍କର। ଏଠାରେ ରାଜ୍ୟର ପ୍ରମୁଖ ଦଳ ସେମାନଙ୍କ ହେଭିୱେଟ୍ ନେତାଙ୍କ ପ୍ରାର୍ଥୀ...
ଏଥର ହେବ ଅରୁଣ-ପ୍ରତ୍ୟୁଷା କଡ଼ା ଟକ୍କର: ନୟାଗଡ଼ରେ କିଏ ଜିତିବ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନୟାଗଡ଼ ବିଧାନସଭା ଆସନକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା। ବିଜେଡିର ଗଡ଼ ରହି ଆସିଛି ଏହି ଆସନ। ୨୦୨୪ରେ ଏଠାରେ ବିଜେଡି ପୁଣି ବାଜି ମାରିବ ନା ବିଜେପି...
ନୟାଗଡ଼: ଓଡ଼ଗାଁ ଶ୍ରୀରଘୁନାଥ ଦେବଙ୍କ ବନବାସ ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
(ନୟାଗଡ଼ରୁ ନିଶିକାନ୍ତ ରଥ): ଶ୍ରୀରାମଙ୍କ ଜନ୍ମ ତିଥିରୁ ଅରମ୍ଭ ଓଡ଼ଗାଁ ଶ୍ରୀରଘୁନାଥ ଦେବଙ୍କ ନବଦିନାତ୍ମକ ଯାତ୍ରା ମହୋତ୍ସବ ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ପାଳନ କରାଯାଉଛି। ଠାକୁରଙ୍କ ଜନ୍ମ ନାରାୟଣ ବେଶରୁ ଗଙ୍ଗା...





















