ପୁରୀରେ ମାତିଛନ୍ତି ପଥର, ବାଲି ମାଫିଆ – ୪ ଦିନରେ ଧରାପଡ଼ିଲେଣି ୩୦ ଅଭିଯୁକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲାରେ ବେଆଇନ ପଥର ଉତ୍ତୋଳନ ସହ ଚୋରା ଚାଲାଣ ବିରୋଧରେ ଜିଲ୍ଲା ପ୍ରଶାସନ ଜୋରଦାର ଚଢ଼ାଉ ଜାରି ରଖିଛି। ସେହିପରି ବେଆଇନ ବାଲି ଚାଲାଣ ଉପରେ...

ଶ୍ରୀମନ୍ଦିର ବାଇଶି ପାହାଚର ହେବ ମରାମତି, ଅନୁଧ୍ୟାନ କଲା ପ୍ରତ୍ନତତ୍ତ୍ୱ ବିଭାଗ ଟିମ୍

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଶ୍ରୀମନ୍ଦିର ବାଇଶି ପାହାଚର ହେବ ମରାମତି। ଏଥିପାଇଁ ପ୍ରତ୍ନତତ୍ତ୍ୱ ବିଭାଗର ଏକ ଟିମ୍ ଆଜି ବାଇଶି ପାହାଚର ଅନୁଧ୍ୟାନ କରିଛନ୍ତି। ପ୍ରଥମେ ଏହାକୁ ମାପଚୁପ କରିବା ସହିତ ପ୍ରତ୍ନତତ୍ତ୍ୱ ବିଭାଗର...

ପୁରୀ: ଚନ୍ଦନପୁର-ତୁଳସୀପୁର ମଝିରେ ଟ୍ରେନ୍ ଇଞ୍ଜିନ୍ ଲାଇନ୍‌ଚ୍ୟୁତ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଜିଲ୍ଲା ଚନ୍ଦନପୁର-ତୁଳସୀପୁର ମଝିରେ ଏକ ଟ୍ରେନ୍ ଇଞିନ୍ ଲାଇନ୍‌ଚ୍ୟୁତ ହୋଇଛି। ଟ୍ରେନ୍‌ଟି ଖାଲି ବଗି ନେଇ ଖୋର୍ଦ୍ଧା ରୋଡ୍‌ରୁ ଆସୁଥିଲା। ଇଞ୍ଜିନ୍‌ର ଆଗ ୩ଟି ଚକ ସମେତ ପଛର ଗୋଟିଏ...

କାକଟପୁର: ମଙ୍ଗଳାଙ୍କ ପୀଠରେ ଶାରଦୀୟ ପୂଜା – ଦଶ ଦିନ ଧରି ବିଭିନ୍ନ ବେଶରେ ଦର୍ଶନ ଦିଅନ୍ତି ମା’

ଓଡ଼ିଶାଲାଇଭ୍ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଆଶ୍ୱିନ ମାସର ମୂଳାଷ୍ଟମୀ ତିଥିଠାରୁ କାକଟପୁରର ମା’ ମଙ୍ଗଳାଙ୍କ ମନ୍ଦିରରେ ପାରମ୍ପରିକ ପ୍ରଥା ଅନୁଯାୟୀ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହୋଇଥାଏ। ଏହି ପୂଜା ବିଜୟା ଦଶମୀ...

ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତଦାରଖ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତ କରି ଶ୍ରୀମନ୍ଦିର ଚାରିପାଖର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ତଦାରଖ କରିଛନ୍ତି। ଶ୍ରୀମନ୍ଦିର ଚାରିପାଖକୁ ମୁଖ୍ୟମନ୍ତ୍ରୀ ବୁଲି ଦେଖିବା ସହିତ ଉନ୍ନତିକରଣ କାର୍ଯ୍ୟ କିପରି ଚାଲୁ...

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ – ସ୍ଵାମୀ ଅଟକ

ଓଡ଼ିଶାଲାଇଭ୍ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଯୌତୁକ ଜୁଇରେ ପୁଣି ଜଳିଲେ ମହିଳା। ପୁରୀ ଜିଲ୍ଲା ଅସ୍ତରଙ୍ଗ ସାମୁଦ୍ରିକ ଥାନା ଅନ୍ତର୍ଗତ ମଧୁପୁର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ରୀତା ବେହେରା...

ଶ୍ରୀମନ୍ଦିର ତିନି ଦ୍ୱାରର ହେବ ରୁପା ଛାଉଣି, କବାଟ ମାପଚୁପ କଲେ ଚାରି ଜଣିଆ କମିଟି

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିର ତିନି ଦ୍ୱାରକୁ ରୁପା ଛାଉଣି କରିବା ନେଇ ଆରମ୍ଭ ହୋଇଛି ପକ୍ରିୟା। ବୁଧବାର ଏକ ଚାରିଜଣିଆ କମିଟି ମନ୍ଦିର ଭିତରେ ପ୍ରବେଶ କରି କବାଟଗୁଡ଼ିକର ମାପଚୁପ କରିଛି। ଜଣେ ନିର୍ବାହୀ ଯନ୍ତ୍ରୀଙ୍କ...

‘ବ୍ଲୁ ଫ୍ଲାଗ୍’ ଟ୍ୟାଗ୍‌ପାଇଁ ପୁରୀ ବେଳାଭୂମି ନାମ ସୁପାରିସ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟରେ ଯୋଡ଼ି ହୋଇପାରେ ଆଉ ଏକ ଟ୍ୟାଗ୍। 'ବ୍ଲୁ ଫ୍ଲାଗ୍' ମାନ୍ୟତା ପାଇଁ ପୁରୀ ବେଳାଭୂମିକୁ ସୁପାରିସ କରାଯାଇଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ...

ଆର୍ଥିକ ଅନଟନ ଭିତରେ ଉଚ୍ଚଶିକ୍ଷା ପାଇଁ ସ୍ୱପ୍ନ ଦେଖୁଥିଲେ ସୁଚିତ୍ରା – ସହାୟତାର ହାତ ବଢ଼ାଇଲା ସମ୍ଭାବନା ଟ୍ରଷ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୬୦୦ ମାର୍କରୁ ୫୩୪ ନମ୍ବର ରଖି ସୁଚିତ୍ରା ହୋଇଛନ୍ତି ସ୍କୁଲ ଟପ୍ପର। ଉଚ୍ଚଶିକ୍ଷା ଲାଭ କରିବା ପରେ ଜୀବନରେ ଜଣେ ଶିକ୍ଷୟିତ୍ରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି।...

ସତ୍ୟବାଦୀ ବ୍ଲକର ମହିଳାଙ୍କୁ ସ୍ଵାବଲମ୍ବୀ କରିଛି ନଡ଼ିଆ ତେଲ ଓ କତା ତିଆରି ସାମଗ୍ରୀ

ଓଡିଶାଲାଇଭ୍ ବ୍ୟୁରୋ ନଡ଼ିଆ ତେଲ ଓ ନଡ଼ିଆ କତା ତିଆରି ସାମଗ୍ରୀ ପ୍ରସ୍ତୁତ କରି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍‌ର ମହିଳାମାନେ ସ୍ଵାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଆମ...