ଆଜି ଚିତାଲାଗି ଅମାବାସ୍ୟା – ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ବିଶେଷ ନୀତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଚିତାଲାଗି ଅମାବାସ୍ୟା। ଏହି ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚିତା ଲାଗି ନୀତି ଅନୁଷ୍ଠିତ ହୋଇଥାଏ। ପ୍ରଥମ ଭୋଗ ମଣ୍ଡପ ସରିବା ଏହି ନୀତି ସଂପନ୍ନ ହେବ। ଦଇତା ସେବକମାନେ ତିନି ଠାକୁରଙ୍କୁ...

ତାଳଗଛରେ ସବୁଜ ବନ୍ଧ ସୃଷ୍ଟି କରିଛନ୍ତି ଅସ୍ତରଙ୍ଗର ଏହି ଚାଷୀ, ଟୁଇଟ୍ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଓଡିଶାଲାଇଭ୍ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଗୁଣ୍ଡଳବା ଗ୍ରାମର କୃଷ୍ଣଚନ୍ଦ୍ର ବିଶ୍ଵାଳ ସମୂଦ୍ର କୂଳରେ ତାଳ ଗଛର ସବୁଜ ବନ୍ଧ ତିଆରି କରି ଏକ ନିଆରା ଉଦାହରଣ ସୃଷ୍ଟି...

ଆଜିଠୁ ପୁରୀରେ ସେବାୟତଙ୍କ କୋଭିଡ୍ ଟେଷ୍ଟ, ସୁପ୍ରିମକୋର୍ଟ ଯିବ ରିପୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀରେ ଆଜିଠୁ ପୁଣି ଆରମ୍ଭ ହେବ ସେବାୟତଙ୍କ କୋଭିଡ୍ ଟେଷ୍ଟ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ରଥଯାତ୍ରା ଶେଷ ହେବା ପରେ ସେବାୟତଙ୍କର ଆଜିଠୁ କୋଭିଡ୍ ଟେଷ୍ଟ କରାଯିବ। ଏହାପରେ ଏହି ରିପୋର୍ଟ...

ପୁରୀ ଜିଲ୍ଲା ବାହାର ଲୋକଙ୍କୁ ସ୍ୱର୍ଗଦ୍ୱାର ମନା

ଓଡ଼ିଶାଲାଇଭ ବ୍ୟୁରୋ ପୁରୀ ଜିଲ୍ଲା ବାହାରୁ ଆସୁଥିବା ଶବ ସ୍ୱର୍ଗଦାରରରେ ଦାହ ହୋଇପାରିବ ନାହିଁ। କୋଭିଡ୍‌ ପରିସ୍ଥିତିକୁ ଦୃଷ୍ଟିରେ ଏହି ନିଷ୍ପତ୍ତି ନେଇଛି ପୁରୀ ଜିଲ୍ଲା ପ୍ରଶାସନ। ଆସନ୍ତାକାଲିଠାରୁ ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର...

ପୁରୀ ଜିଲ୍ଲାକୁ ପ୍ରବେଶ ମନା – ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାକୁ ପ୍ରବେଶ ନିଷେଧ। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଅନ୍ୟ ଜିଲ୍ଲାର କୌଣସି ଲୋକ...

ଶେଷ ହେଲା ନୀଳାଦ୍ରି ବିଜେ – ରତ୍ନସିଂହାସନରେ ତିନି ଠାକୁର

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁନାବେଶ ଏବଂ ଅଧରପଣା ନୀତି ପରେ ଆଜି ଶ୍ରୀକ୍ଷେତ୍ର ପୁରୀରେ ନୀଳଦ୍ରି ବିଜେ ନୀତି ଶେଷ ହୋଇଛି। କରୋନା କଟକଣା ଥିବାରୁ ଆଜି ସବୁ ନୀତିକାନ୍ତି ଶୀଘ୍ର ଶେଷ ହୋଇଥିଲା। ଗୋଟି...

ତିନି ରଥରେ କେମିତି ହୁଏ ଅଧରପଣା?

ଓଡିଶାଲାଇଭ ବ୍ୟୁରୋ ପୁରୀରେ ରଥାରୂଢ଼ ତିନି ଠାକୁରଙ୍କ ପାଖରେ ଅଧରପଣା ଲାଗି ହୋଇଛି। ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶ ତିଥିରେ ଅଧରପଣା ଭୋଗ କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଏହି...

ସିଂହଦ୍ୱାର ଆଗରେ ତିନି ରଥ, ଆସନ୍ତାକାଲି ସୁନାବେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀମନ୍ଦିର ସମ୍ମୁଖରେ ତିନି ରଥ। ଜନ୍ମବେଦୀରୁ ବାହୁଡ଼ିଲେ ମହାବାହୁ। ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଥିବା ମହାପ୍ରଭୁଙ୍କ ତିନି ରଥ ଆଜି ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛି। ତିନି ରଥରେ ତିନି ଠାକୁର...

ଆଜି ବାହୁଡ଼ା ଯାତ୍ରା – ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ମହାପ୍ରଭୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଆଜି ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କିଛି ସମୟ ପରେ ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାପ୍ରଭୁ। ଆଜି ସକାଳ ୮ଟାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ...

ବାହୁଡ଼ା ଯାତ୍ରା ପ୍ରସ୍ତୁତି – ମୁତୟନ ହେବେ ୭୦ ପ୍ଲାଟୁନ ଫୋର୍ସ, ଆଜି ରାତି ୧୦ଟାରୁ କର୍ଫ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବୁଧବାର ବାହୁଡ଼ା ଯାତ୍ରା। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସେହିପରି ସୁରକ୍ଷା ବ୍ୟବସ୍ଥା ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହାସହ ଆଜି ରାତି ୧୦ଟାରୁ ୪୮ ଘଣ୍ଟିଆ...