ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ – ସକାଳ ୮ଟାରୁ ପହଣ୍ଡି, ୧୨ଟାରୁ ରଥଟଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଜୋରଦାର ଚାଲିଛି। ଏଥିସହ ଶ୍ରୀମନ୍ଦିର ପକ୍ଷରୁ ବାହୁଡ଼ା ଯାତ୍ରାର ନୀତି ମଧ୍ୟ ନିର୍ଘଣ୍ଟ ହୋଇଛି। ଜୁଲାଇ ୧ ତାରିଖ...

ରଥଯାତ୍ରା ଦ୍ୱନ୍ଦ୍ୱ ପାଇଁ ଓଡ଼ିଶା ସରକାରଙ୍କୁ ଦାୟୀ କଲେ ପୁରୀ ଗଜପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିନା ଭକ୍ତରେ ଓ କଡ଼ା କଟକଣା ମଧ୍ୟରେ ରଥଯାତ୍ରା ଅନୁଷ୍ଠିତ ହେବା ପରେ ଏନେଇ ପୁରୀ ମହାରାଜା ଏବେ ପାଟି ଖୋଲିଛନ୍ତି। ଏବର୍ଷର ରଥଯାତ୍ରାକୁ ନେଇ ଯେଉଁ ଅନିଶ୍ଚିତତା ଦେଖାଦେଲା ଓ...

ରଥଯାତ୍ରା ଡ୍ୟୁଟିରେ ନଥିବା ପୋଲିସ ଅଫିସରଙ୍କୁ ପୁରୀ ମନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯେଉଁ ପୋଲିସ ଅଫିସରଙ୍କର ରଥଯାତ୍ରା ଡ୍ୟୁଟି ପଡ଼ିନାହିଁ ସେମାନେ ପୁରୀ ଯାଇ ପାରିବେନାହିଁ। ଏହି କଟକଣା ଜୁଲାଇ ୪ ପର୍ଯ୍ୟନ୍ତ ବଳବତ୍ତର ରହିବ। ଓଡ଼ିଶା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଏକ...

ଆସନ୍ତାକାଲି ହେରାପଞ୍ଚମୀ – ଅଭିମାନରେ ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ବନକଲାଗି ନୀତି ଶେଷ ହେବା ପରେ ଆସନ୍ତାକାଲି ହେରାପଞ୍ଚମୀ ନୀତି ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁଣ୍ଡିଚା ମନ୍ଦିରରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପତିମହାପାତ୍ର ଏବଂ...

ଗୁଣ୍ଡିଚା ମନ୍ଦିରରେ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି  

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ହେବ ବନକଲାଗି ନୀତି। ମଧ୍ୟାହ୍ନ ଧୂପ ସରିବା ପରେ ପଛ ଭୋଗ ମଣ୍ଡପରେ ଏହି ଗୁପ୍ତନୀତି କରାଯିବ। ୪ ଘଣ୍ଟା ଧରି ଶ୍ରୀଜୀଉଙ୍କ ଶ୍ରୀମୁଖ ଶିଙ୍ଗାର...

ଗୁଣ୍ଡିଚା ମନ୍ଦିରରେ ପଶିଲେ ନକଲି ସେବାୟତ, ଥାନାରେ ଅଟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଣ୍ଡିଚା ମନ୍ଦିର ଭିତରେ ପଶିଲେ ନକଲି ସେବାୟତ। ଆଜି ଦୁଇ ଜଣ ସାଧାରଣ ଯୁବକ ସେବାୟତ ରୂପ ନେଇ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ଏହାପରେ ତାଙ୍କୁ ଅଟକ...

କୋଣାର୍କରୁ ଗୋଟିଏ ଦିନରେ ୪ ପଜିଟିଭ୍‌ – ଚିନ୍ତା ବଢ଼ାଇଲା ଘରୋଇ ଲଜ୍‌ ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ (କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କୋଣାର୍କ ଅଞ୍ଚଳରୁ ଗୋଟିଏ ଦିନରେ ୪ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟର ଏନ୍ଏସି କ୍ଵାରେଣ୍ଟାଇନ ସେଣ୍ଟରରୁ ୨ଜଣ, କୋଣାର୍କର ଏକ ଘରୋଇ...

ଫୋନ୍ କଲେ ଭକ୍ତଙ୍କୁ ମିଳିବ ଆଡ଼ପ ଅବଢ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିର ଛାଡ଼ି ଏବେ ଗୁଣ୍ଡିଚା ଘରେ ପୂଜା ପାଉଛନ୍ତି ମହାପ୍ରଭୁ। ତେଣୁ ଆଜି ଗୁଣ୍ଡିଚା ମନ୍ଦିରରୁ ମହାପ୍ରଭୁଙ୍କ ଆଡ଼ପ ଅବଢ଼ା ବାହାରିବ। ଭକ୍ତମାନେ ଫୋନ ଯୋଗେ କଲ୍ କରି ଆଡ଼ପ ଅବଢ଼ା...

ଆଡ଼ପ ମଣ୍ଡପ ବିଜେ ଆରମ୍ଭ – ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆରମ୍ଭ ହେଲା ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ। ଗୋଟି ପହଣ୍ଡି କରି ଜନ୍ମବେଦୀକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ରାମକୃଷ୍ଣ ଓ ମଦନମୋହନଙ୍କ ଗୋଟି ପହଣ୍ଡି ଆରମ୍ଭ ହୋଇଛି। ପରେ ୩ ଠାକୁର...

ଅଢ଼େଇ ହଜାର ସେବାୟତଙ୍କର ହେବ ୨ଥର କରୋନା ଟେଷ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଢ଼େଇ ହଜାର ସେବାୟତଙ୍କ ୨ଥର ହେବ କରୋନା ଟେଷ୍ଟ। ସେବାୟତଙ୍କ ବ୍ୟତୀତ ପୋଲିସ ଓ ସଫେଇ କର୍ମଚାରୀଙ୍କ ବି ହେବ ଟେଷ୍ଟ। ଏହାସହ ରଥଯାତ୍ରାରେ ସାମିଲ ହୋଇଥିବା ମୋଟ୍‌ ୫ ହଜାର...