ଅସ୍ତରଙ୍ଗରେ କାଳ ବୈଶାଖୀର ତାଣ୍ଡବ – ବଜ୍ରପାତରେ ଜଳିଗଲା ଗୁହାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଶୁକ୍ରବାର ଭୋରରୁ ହୋଇଥିବା କାଳ ବୈଶାଖୀରେ ଅସ୍ତରଙ୍ଗ ଅଞ୍ଚଳରେ ଅନେକ କ୍ଷୟକ୍ଷତି ହୋଇଛି। ଏହାସହ ଓଲରା ଗାଁରେ ପର୍ଶୁରାମ ପ୍ରଧାନଙ୍କ ଗୁହାଳରେ ବଜ୍ରପାତ ଯୋଗୁଁ ଗୁହାଳ ସମ୍ପୂର୍ଣ୍ଣ...
ଗୁରୁବାର ଶୀତଳ ଷଷ୍ଠୀ – ତିନି ରଥରେ ସଂଯୋଗ ହେବ ଚକ ଓ ଅଖ
ଓଡ଼ିଶାଲାଇଭ୍ ବ୍ୟୁରୋ
(ପୁରୀରୁ ଵିଶାଲ ମହାନ୍ତି): ପୁରୀ ରଥଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଗୁରୁବାର ଶୀତଳ ଷଷ୍ଠୀ ଥିବାରୁ ଏହିଦିନ ତିନି ରଥରେ ୪୨ଟି ଚକ ସହ...
୨୯ରୁ ପୁରୀରେ ଆରମ୍ଭ ହେବ ସୌନ୍ଦର୍ଯ୍ୟକରଣ କାମ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୨୯ ତାରିଖରୁ ଆରମ୍ଭ ହେବ ସୌନ୍ଦର୍ଯ୍ୟକରଣ କାମ। ଏନେଇ ପୁରୀ ଜିଲ୍ଲାପାଳ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଆଜି ଭିଡିଓ...
ମହାପ୍ରଭୁଙ୍କ ସ୍ନାନଯାତ୍ରା – କରୋନା ପରୀକ୍ଷା ପାଇଁ ଦଇତାପତିଙ୍କର ନମୁନା ସଂଗ୍ରହ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ସୁରୁଖରୁରେ ସ୍ନାନଯାତ୍ରା ସମ୍ପନ୍ନ କରିବା ଲାଗି ଦଇତାପତି ସେବାୟତଙ୍କର କରୋନା ପରୀକ୍ଷା ପାଇଁ ନମୁନା ସଂଗ୍ରହ ଚାଲିଛି। ସିଡିଏମ୍ଓଙ୍କ...
ପିପିଲିରେ କାର୍ଯ୍ୟକ୍ଷମ ହେଲା ଜିଲ୍ଲା କୁକୁଡ଼ା ଚିଆଁ ୟୁନିଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପିପିଲିରେ କାର୍ଯ୍ୟକ୍ଷମ ହେଲା ପୁରୀ ଜିଲ୍ଲା କୁକୁଡ଼ା ଚିଆଁ ୟୁନିଟ୍। ପୁରୀ ସିଡ଼ିଭିଓଙ୍କ ନିର୍ଦ୍ଦେଶରେ ପିପିଲି ସହକାରୀ ପ୍ରାଣୀ ଚିକିତ୍ସା ଅଧିକାରୀ ଶୁଭ୍ରାଂଶୁ ସାହୁ ଏହାର ପୁନରୁଦ୍ଧାର କରିଥିଲେ। ଫନିରେ ଭାଙ୍ଗି...
ନିମାପଡ଼ା କ୍ଵାରେଣ୍ଟିନ୍ ସେଣ୍ଟରରେ ବାହା ହେଲେ ପ୍ରେମୀ ଯୁଗଳ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କ୍ଵାରେଣ୍ଟିନ ସେଣ୍ଟରରେ ପ୍ରେମୀ ଯୁଗଳଙ୍କ ହେଲା ବିବାହ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ଏକ କ୍ଵାରେଣ୍ଟିନ୍ ସେଣ୍ଟରରେ। ଦୁଇ ପ୍ରେମୀ ଯୁଗଳ...
ସେବାୟତଙ୍କ ହେବ କରୋନା ପରୀକ୍ଷା – କାଲିଠୁ ୧୫୦ ଦଇତାପତିଙ୍କ ନମୁନା ଟେଷ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
କାଲିଠାରୁ ପୁରୀ ଶ୍ରୀମନ୍ଦିର ସେବାୟତଙ୍କ କରୋନା ଟେଷ୍ଟ କରାଯିବ। ପ୍ରଥମେ ଦଇତାପତି ସେବାୟତଙ୍କ କରାଯିବ ଟେଷ୍ଟ। ମୋଟ ୧୫୦ ଦଇତାପତିଙ୍କ କରୋନା ଟେଷ୍ଟ ହେବ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ...
ଦଇତାପତି ନିଯୋଗର ଦାବି – ସ୍ନାନଯାତ୍ରାରେ ୧୫୦ ଦଇତାପତି ସେବାୟତଙ୍କୁ ଅନୁମତି ମିଳୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ୧୫୦ ଜଣ ଦଇତାପତି ସେବାୟତଙ୍କୁ ଅନୁମତି ଦିଆଯାଉ। ଏନେଇ ଆଜି ଦଇତାପତି ନିଯୋଗ ବୈଠକରେ ଦାବି କରିଛନ୍ତି ଦଇତା ନିଯୋଗ ସମ୍ପାଦକ ଦୁର୍ଗାପ୍ରସାଦ ଦାସ ମହାପାତ୍ର।
ଜଗନ୍ନାଥଙ୍କ ପହଣ୍ଡି ପାଇଁ...
ଜୁନ୍ ୫ରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା – ଗରାବଡୁ ସେବାୟତଙ୍କର ହେବ କରୋନା ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
୧୭୨ ଗରାବଡୁ ସେବାୟତଙ୍କର ହେବ କରୋନା ପରୀକ୍ଷା
୨୯ ଓ ୩୦ ତାରିଖରେ ହେବ ପରୀକ୍ଷା
୩ ତାରିଖ ସୁଦ୍ଧା ରିପୋର୍ଟ ଆସିବ
୫ ତାରିଖରେ ସ୍ନାନ ପୂର୍ଣ୍ଣିମା ନୀତିରେ...
ଆଗେଇ ଚାଲିଛି ରଥ ନିର୍ମାଣ କାମ – ତାଳଧ୍ୱଜ ଓ ନନ୍ଦିଘୋଷ ରଥର ୧୧ଟି ଲେଖାଏଁ ଚକ ନିର୍ମାଣ...
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ। ବର୍ତ୍ତମାନସୁଦ୍ଧା ତାଳଧ୍ୱଜ ଏବଂ ନନ୍ଦିଘୋଷ ରଥର ୧୧ଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଛି। ସେହିପରି...





















