ପୁରୀ ଆର୍ଟିଓ ପକ୍ଷରୁ କୋଣାର୍କରେ ୩୧ତମ ସଡ଼କ ସୁରକ୍ଷା ସପ୍ତାହ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ କୋଣାର୍କରେ ସୋମବାର ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଛି। ଦେଶବ୍ୟାପୀ ପ୍ରତି ବର୍ଷ ଆରମ୍ଭରୁ ଜାନୁଆରି ମାସର...
ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ୬ଷ୍ଠ ଅର୍ନ୍ତଜାତୀୟ ଚନ୍ଦ୍ରଭାଗା କବିତା ମହୋତ୍ସବ ଉଦ୍ଘାଟିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଭୁବନେଶ୍ୱର ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ୬ଷ୍ଠ ଅର୍ନ୍ତଜାତୀୟ ଚନ୍ଦ୍ରଭାଗା କବିତା ମହୋତ୍ସବ କୋର୍ଣାକଠାରେ ଉଦ୍ଘାଟନ ହୋଇଛି। ଏହି ଦୁଇ ଦିନିଆ କବିତାପାଠ ମହୋତ୍ସବକୁ ବିଶାଖାପାଟଣା...
ଆଜି ପୌଷ ପୂର୍ଣ୍ଣିମା: ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପୌଷ ପୂର୍ଣ୍ଣିମା ତଥା ଦେବାଭିଷେକ ପୂର୍ଣ୍ଣିମା। ପୌଷ ପୂର୍ଣ୍ଣିମା ଅବସରରେ ଆଜି ମହାପ୍ରଭୁଙ୍କ ସ୍ଵତନ୍ତ୍ର ସୁନାବେଶ ଅନୁଷ୍ଠିତ ହେବ। ରତ୍ନସିଂହାସନରେ ମହାପ୍ରଭୁଙ୍କର ଅଭିଷେକ ନୀତି ପରେ ସୁନାବେଶ ସମ୍ପନ୍ନ ହେବ।...
କୋଣାର୍କ ମନ୍ଦିର ପରିଦର୍ଶନ କଲେ 5-T ସଚିବ ପାଣ୍ଡିଆନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିବା ପରେ ଏବେ 5-T ସଚିବ କୋଣାର୍କ ସୂର୍ଯ୍ୟ ମନ୍ଦିର ଅଚାନକ ପରିଦର୍ଶନ କରିଛନ୍ତି। ଆଜି ଭୋର ୫ଟାରୁ ଭି କେ ପାଣ୍ଡିଆନ୍...
ଫେବ୍ରୁଆରି ୧୫କୁ ଘୁଞ୍ଚିଲା କୋଣାର୍କ ଇକୋ ରିଟ୍ରିଟ୍ – ବେଲାଭୂମି ଟେଣ୍ଟର ମଜା ଉଠାଉଛନ୍ତି ପର୍ଯ୍ୟଟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରି ୧୫ ଯାଏଁ ଚାଲିବ ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍।
ପର୍ଯ୍ୟଟକମାନଙ୍କ ଚାହିଦା ଓ ଭିଡ଼କୁ ନଜରରେ ରଖି ଆଉ ୧୫ ଦିନ ଘୁଞ୍ଚିଲା ‘କୋଣାର୍କ ଇକୋ ରିଟ୍ରିଟ୍’। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ରେ...
କୋଣାର୍କରେ ଭାରତ ବନ୍ଦର ପ୍ରଭାବ – ନିରାଶ ହୋଇ ଫେରିଲେ ପର୍ଯ୍ୟଟକ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଆଜି ବିଭିନ୍ନ ଟ୍ରେଡ ୟୁନିୟନ ପକ୍ଷରୁ ଦେଶ ବ୍ୟାପି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ପୁରୀ ଜିଲ୍ଲାର କୋଣାର୍କ, କାକଟପୁର, ପିପିଲି ସମେତ ଅନେକ...
ଯୌତୁକ ପାଇଁ ନବ ବଧୂକୁ ହତ୍ୟା ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ନବ ବଧୂକୁ ହତ୍ୟା ପରେ ଫ୍ୟାନରେ ଝୁଲାଇ ଦେଲେ ଦେଲେ ଶାଶୂଘର ଲୋକେ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା କାକଟପୁରର ପଥରପକା ଗ୍ରାମରେ। ଏହି...
କାକଟପୁରରେ ଉଦ୍ଯାପିତ ହେଲା କାଳିଆ ଗରୁଡ଼ ସାଂସ୍କୃତିକ ମହୋତ୍ସବ
ଓଡ଼ିଶାଲାଇଭ୍ ବ୍ୟୁରୋ
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କାକଟପୁର ଲତାହରଣ ପଞ୍ଚାୟତର ଅମୁଣିଆ ପାଟଣା ନିକଟରେ ଉଦ୍ଯାପିତ ହୋଇଛି କାଳିଆ ଗରୁଡ଼ ସାଂସ୍କୃତିକ ମହୋତ୍ସବ। ଏହି କାଯ୍ୟକ୍ରମ ଦୁଇ ଦିନ ହେଲା ଚାଲିଥିଲା। ଏହି କାର୍ଯ୍ୟକ୍ରମରେ...
ଜେଲ୍ ଗଲେ ବଳଙ୍ଗା ଥାନା ଏଏସ୍ଆଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିମାପଡ଼ା ସବ ଜେଲ୍ ଗଲେ ନିଲମ୍ଵିତ ବଳଙ୍ଗା ଥାନା ଏଏସ୍ଆଇ ଚିତ୍ତରଞ୍ଜନ ଦାଶ। ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ ଏଏସ୍ଆଇଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଏଏସ୍ଆଇଙ୍କୁ ଶନିବାର ନିମାପଡ଼ା ଜେଏମ୍ଏଫ୍ସି କୋର୍ଟରେ...
ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ବଳଙ୍ଗା ଥାନା ଏଏସ୍ଆଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗିରଫ ହେଲେ ପୁରୀ ବଳଙ୍ଗା ଥାନା ଏଏସ୍ଆଇ ଚିତ୍ତରଞ୍ଜନ ଦାଶ। ଦୁଷ୍କର୍ମ ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୋଲିସ। ଗୁରୁବାର ଜଣେ ମହିଳା ବଳଙ୍ଗା ଥାନା ଏଏସ୍ଆଇଙ୍କ ନାଁରେ ପିପିଲି ଏସ୍ଡିପିଓଙ୍କ...





















