ସମୁଦ୍ରରେ ଗଧୋଉଥିବା ବେଳେ ଭାସିଗଲେ ଦୁଇ ଯୁବକ

ଓଡ଼ିଶାଲାଇଭ ବ୍ୟୁରୋ ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଯାଇଛନ୍ତି ଦୁଇ ଯୁବକ। ଏପରି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଦିଗବାରେଣୀ ଖୁଣ୍ଟି ନିକଟରେ। ଭାସିଯାଇଥିବା ଯୁବକ ଦୁଇଜଣ ଆର୍ମି ପରୀକ୍ଷା ଦେବାକୁ ଉତ୍ତରପ୍ରଦେଶରୁ ଆସିଥିଲେ।...

ପୁରୀରେ ହବିଷ୍ୟାଳି ଶିବିର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ ବ୍ୟୁରୋ ପୁରୀ: ଆଜିଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ଏହି ଅବସରରେ ପୁରୀରେ ଥିବା ୩ଟି ହବିଷ୍ୟାଳି ଶିବିରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ଅପରାହ୍ନରେ...

ଆରମ୍ଭ ହେଲା କାର୍ତ୍ତିକ ବ୍ରତ, ପୁରୀରେ ହବିଷ୍ୟାଳିଙ୍କ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ ମାସ। ବିଶ୍ୱାସ ରହିଛି ଏହି ମାସରେ ହବିଷ କଲେ ପୂଣ୍ୟ ମିଳିଥାଏ। କୁମାର ପୂର୍ଣ୍ଣିମା ପରଦିନ ଏହି ବ୍ରତ ଆରମ୍ଭ ହୋଇଥାଏ। ଏହି କାର୍ତ୍ତିକ...

ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସିଂହଦ୍ୱାରରେ ଶ୍ରୀପୁରୁଷୋତ୍ତମ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶାଲାଇଭ ବ୍ୟୁରୋ ପୁରୀ: କାର୍ତ୍ତିକ ମାସ ପାଇଁ ଶ୍ରୀ କ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼ ଜମୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଅଧ୍ୟାତ୍ମିକ କାର୍ଯ୍ୟର ଆୟୋଜନ କରାଯାଉଛି। ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ସଂସ୍କୃତି...

ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳିଙ୍କ ଭିଡ଼

ଓଡ଼ିଶାଲାଇଭ ବ୍ୟୁରୋ ପୁରୀ: ସୋମବାରଠାରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ। ଏଥିପାଇଁ ଶନିବାରଠାରୁ ପୁରୀରେ ପହଞ୍ଚିଯାଇଛନ୍ତି କାର୍ତ୍ତିକ ବ୍ରତାଧାରୀ। ବିଶେଷ କରି ସରକାରଙ୍କ ହବିଷ୍ୟାଳି ଶିବିରରେ ରହିବାକୁ ମହିଳାମାନେ ପହଞ୍ଚି ସାରିଛନ୍ତି। ଏଠାରେ ହବିଷ୍ୟାଳିଙ୍କ...

ଦେବଦୂତ ସାଜିଲେ ଫଟୋଗ୍ରାଫର – ସମୁଦ୍ରରେ ବୁଡ଼ି ଯାଉଥିବା ମହିଳାଙ୍କ ଜୀବନ ବଞ୍ଚାଇଲେ

ଓଡ଼ିଶାଲାଇଭ ବ୍ୟୁରୋ ଜଣେ ଫଟୋଗ୍ରାଫର ଜଣେ ମହିଳା ପର୍ଯ୍ୟଟକଙ୍କ ପାଇଁ ଦେବଦୂତ ସାଜିଛନ୍ତି। ନିଜ ଜୀବନକୁ ବାଜି ଲଗାଇ ସମୁଦ୍ର ପାଣିରେ ଭାସି ଯାଉଥିବା ଜଣେ ମହିଳାଙ୍କ ଜୀବନ ବଞ୍ଚାଇଛନ୍ତି। ଏଭଳି ଘଟଣା ଦେଖିବାକୁ...

ଶ୍ରୀମନ୍ଦିରରେ ନୀଳଚକ୍ର ବାନା ବନ୍ଧା ସମୟ ବଦଳିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିରର ନୀଳଚକ୍ର ବାନା ବନ୍ଧା ସମୟରେ ପରିବର୍ତ୍ତନ ହୋଇଛି। ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ସମୟର ଘଣ୍ଟାଏ ପୂର୍ବରୁ ବାନା ଦାଖଲ ଓ ବନ୍ଧା ସମୟ ଧାର୍ଯ୍ୟ କରାଯାଇଛି। ନୀଳଚକ୍ର ବାନା ବନ୍ଧା ସମୟ...

ଶ୍ରୀମନ୍ଦିରରେ ଆରମ୍ଭ ହେଲା କାର୍ତ୍ତିକ ନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି କାର୍ତ୍ତିକ ନୀତି। କାର୍ତ୍ତିକ ବ୍ରତ କରିଥିବା ବ୍ରତଧାରୀମାନେ ବ୍ରତ ପାଳନ କରିବା ସହ ଶ୍ରୀଜୀଉଙ୍କୁ ଦର୍ଶନ କରିବେ। ଆଶ୍ୱୀନ ମାସ ଶୁକ୍ଲ ଏକାଦଶୀଠାରୁ କାର୍ତ୍ତିକ...

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି, ରାଧାଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ନୀତି। ମହାପ୍ରଭୁ ରାଧାଦାମୋଦର ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। କାର୍ତ୍ତିକମାସରେ ବ୍ରତ ଧାରଣ କରିଥିବା ବ୍ରତଧାରୀମାନେ ମହାପ୍ରଭୁଙ୍କ ରାଧାଦାମୋଦର ବେଶକୁ ଦର୍ଶନ କରିବେ। ଅକ୍ଟୋବର ୯ରୁ...

ପୁରୀ: ଘନଶ୍ୟାମ ହେମଲତା ବିଦ୍ୟାମନ୍ଦିରରେ ଶିକ୍ଷକ ଶିକ୍ଷୟିତ୍ରୀ ପାଇଁ ବିଜ୍ଞପ୍ତି

ଓଡ଼ିଶାଲାଇଭ ବ୍ୟୁରୋ ପୁରୀ ଘନଶ୍ୟାମ ହେମଲତା ବିଦ୍ୟାପୀଠରେ ଶିକ୍ଷକ ଶିକ୍ଷୟିତ୍ରୀ ଆବଶ୍ୟକ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ବିଭିନ୍ନ ବିଷୟରେ ଶିକ୍ଷକତା ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ସିଧାସଳଖ ସାକ୍ଷାତକାର ଦେଇ ପାରିବେ। ସାକ୍ଷାତକାର ସ୍ଥାନ ଶ୍ରମିକ...