ଆଜିଠୁ ଶ୍ରୀମନ୍ଦିରରେ ଦେବ ଦୀପାବଳି ନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠୁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଦେବ ଦୀପାବଳି ନୀତି। ମାର୍ଗଶୀର ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଦେବ ଦୀପାବଳି ଅନୁଷ୍ଠିତ ହୋଇଥାଏ। ଚତୁର୍ଦ୍ଦଶୀ ଅମାବାସ୍ୟା ଓ ପ୍ରତିପଦ ତିନି ଦିନ ଧରି...

ସିଂହଦ୍ୱାରରେ ମହିଳା ଭକ୍ତଙ୍କୁ ପୋଲିସର ମାଡ, ଭାଇରାଲ ହେଲା ଭିଡିଓ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ: ଗୋଟିଏ ପଟରେ ସରକାର ପୋଲିସକୁ ଉତ୍ତମ ବ୍ୟବହାରର ପାଠ ଶିଖାଉଥିବା ବେଳେ ଅନ୍ୟ ପଟରେ ପୋଲିସର ଗୁଣ୍ଡାଗର୍ଦ୍ଦି ଦେଖିବାକୁ ମିଳିଛି। ପୁରୀ ସିଂହଦ୍ଵାର ସମ୍ମୁଖରେ କିଛି ମହିଳାଙ୍କୁ ଡ୍ୟୁଟିରେ ଥିବା...

ପୁରୀ ରତ୍ନ ଭଣ୍ଡାର ଖୋଲିବା ପାଇଁ ଉଦ୍ୟମ ଜୋରଦାର

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ରତ୍ନ ଭଣ୍ଡାର ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ମନ୍ଦିରରେ କେତେ ସୁନା ଗହଣା ଓ ଅଳଙ୍କାର ଅଛି ତା’ର ଏକ ତାଲିକା ପ୍ରସ୍ତୁତ...

ନିଆଳି ମାଧବ ନୁହେଁ ଜଗନ୍ନାଥଙ୍କ ମାମୁ ଘର

ଓଡ଼ିଶାଲାଇଭ୍ ବ୍ୟୁରୋ ନିଆଳି ମାଧବ ମହାପ୍ରଭୁ ଜଗନ୍ନାଥଙ୍କ ମାମୁ ଘର ନୁହେଁ। ମାମୁ ଘର ବୋଲି କୌଣସି ତଥ୍ୟ ପ୍ରମାଣ ନାହିଁ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ। ଏହାସହ ନିଆଳି ମାଧବାନନ୍ଦଜୀଉ ମନ୍ଦିରରୁ ମହାପ୍ରଭୁଙ୍କ...

ପଢୁଆଁ ହେବେ ମହାପ୍ରଭୁ – ନିଆଳି ମାଧବ ମନ୍ଦିରରୁ ଶ୍ରୀମନ୍ଦିରକୁ ଆସିଲା ଅଷ୍ଟମୀ ଭାର

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି ପ୍ରଥମାଷ୍ଟମୀ। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ହେବେ ପଢୁଆଁ। ଏଥିପାଇଁ ଜଗନ୍ନାଥଙ୍କ ମାମୁ ଘର ନିଆଳି ମାଧବ ମନ୍ଦିରରୁ ଆସିଛି ପଢୁଆଁ ଅଷ୍ଟମୀ ଭାର। ଏହି ଭାରରେ ଅଛି ବିରି,...

ଚିଲିକା ପାଇଁ ବିପଦ ସୃଷ୍ଟି କରୁଛି ମାଲେସିଆ ଜାହାଜର କଣ୍ଟେନର

ଓଡ଼ିଶାଲାଇଭ୍‌ ବ୍ୟୁରୋ  ପୁରୀ: ଗତ ଅଗଷ୍ଟ ୯ ତାରିଖରେ ଏକ ମାଲେସିଆର ମାଲବାହୀ ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇ ଚିଲିକା ରାଜହଂସ ନିକଟ ସମୁଦ୍ରରେ ଲାଗିଥିଲା। ଦୀର୍ଘଦିନ ଧରି ସେଠାରେ ପଡ଼ି ରହିବା ପରେ ଜିଲ୍ଲା...

ଡିସେମ୍ବର ୧ରୁ କୋଣାର୍କ ଉତ୍ସବ ୨୦୧୯ : ଯୋଗଦେବେ ୬ଟି ଦେଶର ବାଲୁକାଶିଳ୍ପୀ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଣାର୍କ ମୁକ୍ତାକାଶ ମଞ୍ଚରେ ୫ ଦିନ ଧରି ଚାଲିବ ଏହି ଉତ୍ସବ ଅଂଶଗ୍ରହଣ କରିବେ ୫ ଦେଶର ବାଲୁକାଶିଳ୍ପୀ ପରିବେଷଣ ହେବ ଓଡ଼ିଶୀ, କଥକ, କୁଚିପୁଡ଼ି ଓ ଭାରତନାଟ୍ୟମ ଡିସେମ୍ବର ୧ରୁ...

ଆଜି ଅପରାହ୍ଣ ୪ରୁ ରାତି ୮ ଯାଏଁ ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ପଇତା ଲାଗି ସେବା ଅନୁଷ୍ଠିତ ହେବ। ଏହି ଗୁପ୍ତ ସେବା ଲାଗି ମହାପ୍ରଭୁଙ୍କ ଦର୍ଶନ ୪ ଘଣ୍ଟା ଧରି ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଅପରାହ୍‌ଣ...

ବରଗଡ଼ ଜିଲ୍ଲା କୋର୍ଟରେ ବିଭିନ୍ନ ପଦବୀରେ ନିଯୁକ୍ତି, ଡିସେମ୍ଵର ୨ ଯାଏଁ କରିପାରିବେ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରଗଡ଼ ଜିଲ୍ଲା କୋର୍ଟରେ ଚାକିରି ସୁଯୋଗ। ବିଭିନ୍ନ ପଦ ପାଇଁ କରିପାରିବେ ଆବେଦନ। ବରଗଡ଼ ଜିଲ୍ଲା କୋର୍ଟରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଜୁନିଅର କ୍ଲର୍କ କପିଷ୍ଟ,...

ଏଣିକି ଦେବୋତ୍ତର ବିଭାଗ ଅଧିନରେ ରହିବ ନାହିଁ ପୁରୀ ଗୋବର୍ଦ୍ଧନ ମଠ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାର ବିଧାନସଭାରେ ଓଡ଼ିଶା ହିନ୍ଦୁ ଦେବୋତ୍ତର ସଂଶୋଧନ ବିଲ୍‌-୨୦୧୯ ପାରିତ କରିଛନ୍ତି। ଏହି ବିଲ୍‌ ପାସ୍‌ ହେବା ଫଳରେ ପୁରୀ ଗୋବର୍ଦ୍ଧନ ମଠ ଦେବୋତ୍ତର ବିଭାଗର ନିୟନ୍ତ୍ରଣରୁ ମୁକ୍ତ ହୋଇଛି।...