ପୁରୀରେ ଆରମ୍ଭ ହେଲା ମାର୍କେଟ କମ୍ପ୍ଲେକ୍ସ ଉଛେଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ: ପୁରୀରେ ପୁଣି ଆରମ୍ଭ ହୋଇଛି ଜବରଦଖଲ ଉଛେଦ ପ୍ରକ୍ରିୟା। ଭଙ୍ଗା ଯାଉଛି ବଡ଼ଦାଣ୍ଡରେ ଥିବା ପୌରସଂସ୍ଥାର ମାର୍କେଟ କମ୍ପ୍ଲେକ୍ସ। ମାର୍କେଟ୍ କମ୍ପ୍ଲେକ୍ସକୁ ପୂର୍ବରୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା। ଗତ ୧୪...
ପୁରୀ: ଟ୍ରକ୍ ପଛରେ ପିଟିଲା କାର୍, ୫ ଜଣ ଗୁରୁତର
ଓଡ଼ିଶାଲାଇଭ ବ୍ୟୁରୋ
ଟ୍ରକ ପଛରେ ପିଟିଲା କାର୍। ଫଳରେ ଗୋଟିଏ ପରିବାରର ୫ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ଅନ୍ତର୍ଗତ ମଙ୍ଗଳପୁର ଛକରେ। ଆହତମାନେ ହେଲେ...
ପରୀକ୍ଷାର୍ଥୀଙ୍କ ପାଇଁ ପୁରୀ-ରାୟପୁରକୁ ଗଡ଼ିବ ଆଉ ଏକ ସ୍ୱତନ୍ତ୍ର ଟ୍ରେନ୍
ଓଡ଼ିଶାଲାଇଭ ବ୍ୟୁରୋ
ପୁରୀ: ପରୀକ୍ଷାର୍ଥୀଙ୍କ ପାଇଁ ପୁଣି ଗଡ଼ିବ ଆଉ ଏକ ସ୍ଵତନ୍ତ୍ର ଟ୍ରେନ। ଏହି ଟ୍ରେନ ପୁରୀରୁ ରାୟପୁରକୁ ଗଡ଼ିବ। ଭିଡ଼କୁ ସମସ୍ୟାକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।...
ବସ୍ତିବାସିନ୍ଦାଙ୍କ ପାଇଁ ପୁରୀରେ ନିର୍ମାଣ ହେବ ବତ୍ୟା ଆଶ୍ରୟସ୍ଥଳୀ
ଓଡ଼ିଶାଲାଇଭ ବ୍ୟୁରୋ
ପୁରୀ: ଫନିର ତାଣ୍ଡବ ପରେ ପ୍ରଶାସନର ପଶିଲା ଚେତା। ଖୁବଶିଘ୍ର ପୁରୀରେ ନିର୍ମାଣ ହେବ ବାତ୍ୟା ଆଶ୍ରୟସ୍ଥଳୀ। ଏଥିରେ ବାତ୍ୟା ବେଳେ ବସ୍ତିବାସିନ୍ଦା ଆଶ୍ରୟ ନେବେ। ଏନେଇ ଗୁରୁବାର ଏଲ ଆଣ୍ଡ...
ଶ୍ରୀମନ୍ଦିର ଗର୍ଭଗୃହରୁ ଏସି ବାହାର କରିବାକୁ ଦାବି କଲେ ସେବାୟତ
ଓଡ଼ିଶାଲାଇଭ ବ୍ୟୁରୋ
ପୁରୀ: ଶ୍ରୀମନ୍ଦିର ଭିତର ଲାଗିଥିବା ଏସିକୁ ନେଇ ଏବେ ବିବାଦ ବଢିବାରେ ଲାଗିଛି। ଏସି ପବନ ସିଧା ଚତୁର୍ଦ୍ଧା ମୂର୍ତ୍ତିଙ୍କ ଶ୍ରୀଅଙ୍ଗରେ ବାଜିବା ସହ ଗର୍ଭଗୃହ କାନ୍ଥ ଝାଳେଇ ଦୁର୍ବଳ ହେବାରେ...
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ
ଓଡ଼ିଶାଲାଇଭ ବ୍ୟୁରୋ
ପୁରୀ: ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଶୁକ୍ରବାର ଭିଜିଲାନ୍ସ ଟିମ ଚଢ଼ାଉ କରିଛି। କଲେଜରେ ଥିବା ସମ୍ମିଳନୀ କକ୍ଷରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗକୁ ନେଇ ଆଜି ପୁରୀ ଭିଜିଲାନ୍ସ ଟିମ...
ପୁରୀ ପୋଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ ପ୍ରଧାନ ଆହତ
ଓଡ଼ିଶାଲାଇଭ ବ୍ୟୁରୋ
କିଛିଦିନ ବ୍ୟବଧାନ ପରେ ଏବେ ପୁଣି ଆକ୍ସନ ମୋଡରେ ପୁରୀ ପୋଲିସ। ଶୁକ୍ରବାର ପିପିଲି ବାଇପାସ୍ ଓଭରବ୍ରିଜ ନିକଟରେ ପୋଲିସ ଏନକାଉଣ୍ଟରରେ ଶିକାର ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ ପ୍ରଧାନ।...
ପିପିଲି: ପୋଲିସ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପିପିଲି ପୋଲିସକୁ ବଡ଼ ସଫଳତା। ପୋଲିସର ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଭାଗିରଥୀ ପ୍ରଧାନ ଓରଫ୍ ଭାଗୁ ଗୁରୁତର ଭାବେ ଆହତ ହୋଇଛି। ଭାଗୁ ନାଁରେ ଅନେକ ଅପରାଧିକ ମାମଲା ରହିଥିବା ସୂଚନା...
ପୁରୀ: ମହିଳାଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲିଂ କରି ଗିରଫ ହେଲେ କନଷ୍ଟେବଲ୍
ଓଡ଼ିଶାଲାଇଭ ବ୍ୟୁରୋ
ପୁରୀ: ପୋଲିସ ଖାକିରେ ଲାଗିଛି ଦାଗ। ମହିଳାଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲିଂ ଅଭିଯୋଗରେ ଜଣେ କନଷ୍ଟେବଲ୍ ଗିରଫ ହୋଇଛନ୍ତି। କନଷ୍ଟେବଲ୍ ଜଣକ ହେଉଛନ୍ତି ପୁରୀ ନିମାପଡା ଥାନାର ଗଙ୍ଗାଧର ରାଉତ। ତାଙ୍କୁ...
ଦେବଦୂତ ସାଜିଲେ ଲାଇଫ୍ଗାର୍ଡ – ପୁରୀ ସମୁଦ୍ରରେ ଭାସି ଯାଉଥିବା ୩ ପର୍ଯ୍ୟଟକଙ୍କୁ କଲେ ଉଦ୍ଧାର
ଓଡ଼ିଶାଲାଇଭ୍ ବ୍ୟୁରୋ
କିଛିଦିନ ଧରି ପୁରୀ ବେଳାଭୂମିରେ ଅନେକ ଅଘଟଣ ଘଟିଥିବା ଖବର ଆସୁଛି। କାର୍ତ୍ତିକ ମାସ ଆରମ୍ଭ ଦିନ ଏକ ୯୪ ବର୍ଷର ହାବିଷ୍ୟାଳି ଛେତଗଙ୍ଗାରେ ବୁଡ଼ି ମୃତ୍ୟୁ ବରଣ କରିଥିଲେ। ତେବେ...





















