ଆଜି ଗାଦି ଛାଡ଼ିବେ ଏମାର ମଠ ମହନ୍ତ?
ଓଡ଼ିଶାଲାଇଭ୍ ବ୍ୟୁରୋ
ରଘୁନନ୍ଦନ ପାଠାଗାର ସମ୍ପୂର୍ଣ୍ଣ ମାଟିରେ ମିଶିବା ପରେ ଆଜି ପୁଣି ଚତୁର୍ଥ ଦିନରେ ପ୍ରଶାସନ ଐତିହାସିକ ଏମାର ମଠର ମୂଳ ଗାଦିରେ ହାତ ମାରିବ। ଗତ ଚାରିଦିନ ଧରି ପୁରୀରେ ଉଚ୍ଛେଦକୁ...
ଜିଦ୍ରେ ଅଟଳ ଏମାର ମଠ ମହନ୍ତ, ଛାଡୁ ନାହାନ୍ତି ଗାଦି
ଓଡ଼ିଶାଲାଇଭ୍ ବ୍ୟୁରୋ
ରଘୁନନ୍ଦନ ପାଠାଗାର ମାଟିରେ ମିଶିବା ପରେ ଆଜି ପ୍ରଶାସନ ଏମାର ମଠର ମୂଳ ଗାଦିରେ ହାତ ମାରିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ହେଲେ ମଠ ମହନ୍ତ ରାଜଗୋପାଳ ରାମାନୁଜ...
ଶ୍ରୀମନ୍ଦିର ସଂସ୍କୃତି ସହ ମଠଗୁଡ଼ିକର ରହିଛି ନିବିଡ଼ ସମ୍ପର୍କ : ପ୍ରଫେସର ସିଦ୍ଧେଶ୍ୱର ମହାପାତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଶ୍ରୀମନ୍ଦିର ଚାରିପଟୁ ଚାଲିଛି ୭୫ ମିଟର ଉଚ୍ଛେଦ। ମେଘନାଦ ପାଚେରୀକୁ ଜବରଦଖଲମୁକ୍ତ କରିବା ପରେ ଏବେ ପୁରୁଣା ମଠ ଉଚ୍ଛେଦ କରୁଛି ପ୍ରଶାସନ। ମଠ ଉଚ୍ଛେଦକୁ ନେଇ ବିଭିନ୍ନ ମହଲରେ...
ମାଟିରେ ମିଶିଲା ପାଠାଗାର, ଶନିବାର ଏମାର ମଠ ପାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=BSi0inJplZ8
ଏମାର ମଠର ମୂଳ ଗାଦି ଉପରେ ଚାଲିବ ବୁଲ୍ଡୋଜର।
ତିନି ଦିନର ଅପରେସନ ପରେ ମାଟିରେ ମିଶିଲା ରଘୁନନ୍ଦନ ପାଠାଗାର। ଏହାସହ ଇତିହାସ ହୋଇଗଲା ପୁରୀର ଆଉ ଏକ ଐତିହ୍ୟ। ପାଠାଗାର ପରେ...
କାହିଁକି ଗାଦି ଛାଡୁ ନାହାନ୍ତି ଏମାର ମଠ ମହନ୍ତ?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=BSi0inJplZ8
ଗାଦି ନଛାଡ଼ିବା ଜିଦ୍ରେ ଅଟଳ ଏମାର ମଠ ମହନ୍ତ ରାଜଗୋପାଳ ରାମାନୁଜ ଦାସ।
ବାହାରେ ବୁଲ୍ଡୋଜର। ଭିତରେ ମହନ୍ତ। ଏମିତି ଚିତ୍ର ଦେଖିବାକୁ ମିଳିଛି ପୁରୀର ଐତିହାସିକ ଏମାର୍ ମଠରେ। ଏମାର ମଠକୁ...
ଗାଦି ଛାଡୁ ନାହାନ୍ତି ଏମାର ମଠ ମହନ୍ତ, ଉପଜିଲ୍ଲାପାଳ କହିଲେ ‘ନୋ କମେଣ୍ଟ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଏମାର ମଠ ଭାଙ୍ଗିବା ପାଇଁ ଉଦ୍ୟମ ଆରମ୍ଭ କରିଛି ପ୍ରଶାସନ। ଆଜି ରଘୁନନ୍ଦନ ଲାଇବ୍ରେରୀ ମାଟିରେ ମିଶିଛି। ଏହାପରେ ବୁଲ୍ଡୋଜର ଏମାର ମଠକୁ ଟାର୍ଗେଟ କରିବ। ମଠରୁ ସବୁ ଜିନିଷପତ୍ର ଖାଲି...
ଏମାର ମଠର କୌଣସି ରହସ୍ୟମୟ କୋଠରୀ ପୋଠରୀ କିଛି ନାହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଏମାର ମଠ ଭଙ୍ଗା ହେବା ବେଳେ ଯେଉଁ ରହସ୍ୟମୟ ଭୂତଳ କୋଠରୀ ବିଷୟରେ ଆଲୋଚନା ଚାଲିଥିଲା, ସେମିତି କିଛି ନାହିଁ। ସେଇଟା ଖାଲି ଗୁଜବ ବୋଲି ବର୍ତ୍ତମାନ ଜଣାପଡ଼ିଛି।
ଗତକାଲି ଏମାର...
ଶ୍ରୀମନ୍ଦିର ଓ ଚେମିଣି ବସା – କ’ଣ ରହିଛି ଧାର୍ମିକ ବିଶ୍ୱାସ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଚେମିଣି ଏକ ବିରଳ ପକ୍ଷୀ। ସବୁଜିମା ତଥା ଚାଳଘର ନଥିବା ଯୋଗୁଁ ଏମାନଙ୍କ ବଂଶ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। କିନ୍ତୁ ଶ୍ରୀକ୍ଷେତ୍ରରେ ଚେମିଣି ଧାର୍ମିକ ବିଶ୍ୱାସ ସହିତ ଜଡ଼ିତ।...
ଗାଦିରୁ ହଲୁ ନାହାନ୍ତି ଏମାର ମଠ ମହନ୍ତ, କିଳିଲେ କବାଟ
ଓଡ଼ିଶାଲାଇଭ୍ ବ୍ୟୁରୋ
କବାଟ କିଳିକି ବସିଛନ୍ତି ଏମାର ମଠ ମହନ୍ତ। ଚିନ୍ତାରେ ପ୍ରଶାସନ।
ପୁରୀର ପୁରାତନ ତଥା ସବୁଠୁ ଧନୀ ଏମାର ମଠ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ପ୍ରାଚୀନ, ଜରାଜୀର୍ଣ୍ଣ ଏବଂ ବିପଦଜନକ ଦେଖାଇ...
ଶେଷରେ ମାନିଗଲେ ଏମାର ମଠ ମହନ୍ତ, ଭାଙ୍ଗିଲେ ମୌନବ୍ରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀର ବହୁ ଚର୍ଚ୍ଚିତ ଏମାର ମଠ ଉଚ୍ଛେଦ କରାଯାଉଛି। ଉଚ୍ଛେଦର ଆଜି ଦ୍ୱିତୀୟ ଦିନ। ଗୁରୁବାର ମଠର ପଛ ପଟ ଉଚ୍ଛେଦ କରାଯାଇଥିଲା। ଆଜି ଏହି ଉଚ୍ଛେଦ କାମ ଆଗକୁ ବଢ଼ିବ।
ଅନ୍ୟପଟେ...




















