ଆତ୍ମହତ୍ୟାର ମାସକ ପରେ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର କଲା ପୋଲିସ୍

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗ୍ରାମ କେରେଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଯୁବକ ଗଛରେ ଆତ୍ମହତ୍ୟା କରିବାର ଗୋଟିଏ ମାସ ପରେ ପୋଲିସ...

ପାହାଡ଼ ଉପରୁ ନରକଙ୍କାଳ ଉଦ୍ଧାର, ପାଖରୁ ମିଳିଲା ସିଆର୍‌ପିଏଫ୍‌ ଯବାନଙ୍କ ଆଇକାର୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାୟଗଡ଼ା ଜିଲ୍ଲା ନୂଆସାହି ପାହାଡ଼ ଉପରୁ ଏକ ନରକଙ୍କାଳ ଉଦ୍ଧାର ହୋଇଛି। କଙ୍କାଳ ନିକଟ ଏକ ବ୍ୟାଗରୁ ଜଣେ ସିଆର୍‌ପିଏଫ୍‌ ଯବାନଙ୍କ ଆଇକାର୍ଡ ମିଳିଛି। ଆଇକାର୍ଡରେ ଯବାନଙ୍କ ନାଁ ଧରମ ଦେବ...

ରାୟଗଡ଼ାରେ ୧୨ଘଣ୍ଟିଆ ଭାରତ ବନ୍ଦର ପ୍ରଭାବ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଜାତିଭିତ୍ତିକ ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଏସ୍‌ଟି, ଏସ୍‌ସି ଓ ଓବିସି ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର...

ରାୟଗଡ଼ା: ଜେକେ କାଗଜ କଳରେ ଅଗ୍ନିକାଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ଜେକେପୁରସ୍ଥିତ ଜେକେ କାଗଜ କଳ ପରିସରରେ ଥିବା ଏକ ଗୋଦାମ ଗୃହରେ କୌଣସି କାରଣରୁ ନିଆଁ ଲାଗିଯାଇ ଥିଲା। କମ୍ପାନି କର୍ମଚାରୀ...

କଂଗ୍ରେସ ହାତରୁ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଛଡ଼ାଇ ନେଲା ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କଂଗ୍ରେସ ହାତରୁ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଛଡ଼ାଇ ନେଲା ବିଜେଡି। କଂଗ୍ରେସର ସଦସ୍ୟ ସଂଖ୍ୟ ଅଧିକ ଥାଇ ମଧ୍ୟ ବିଜେଡିର ବିଜୟ ବର୍ତ୍ତମାନ...

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ଥେରୁବାଲିସ୍ଥିତ ଇମ୍ଫା କାରଖାନାର ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିରେ ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ୩ ଜଣ ଦିବ୍ୟାଙ୍ଗ...

ରାୟଗଡ଼ା: ଜିଲ୍ଲା ବିଜେଡି ସଭାପତି ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ସୁଧୀର ଦାଶ 

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ପଦ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାଶ ଶନିବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସଭାପତି ପଦ...

ପାରିବାରିକ କଳହର କରୁଣ ପରିଣତି – ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ। ରାୟଗଡା ଥାନା ଅନ୍ତର୍ଗତ କଡିଙ୍ଗଗୁଡା ଗାଁରେ ଏହି ଜଘନ୍ୟା ହତ୍ୟାକାଣ୍ଡ ଘଟିଛି। ବୁଧବାର ବିଳମ୍ବିତ ରାତିରେ କଡିଙ୍ଗଗୁଡା ଗାଁର...

ରାୟଗଡ଼ା ସେଞ୍ଚୁରିଆନ୍‌ ପବ୍ଲିକ ସ୍କୁଲରେ ଶିକ୍ଷକ ଓ ଅଣଶିକ୍ଷକ ପଦବୀରେ ନିଯୁକ୍ତି: ଫେବ୍ରୁଆରି ୧୫, ୧୬ରେ ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାୟଗଡ଼ା ପିତାମହଲସ୍ଥିତ ସେଞ୍ଚୁରିଆନ୍‌ ପବ୍ଲିକ୍‌ ସ୍କୁଲ୍‌ରେ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଫେବ୍ରୁଆରି ୧୫,୧୬ରେ ଅନୁଷ୍ଠିତ ହେବ ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ। ଶିକ୍ଷକ ପଦବୀ– କେମେଷ୍ଟ୍ରୀ,...

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଗାଡ଼ି – ୪ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଦ୍ରୁତ ଗତିରେ ଗାଡ଼ି ଚଲାଇବା ହେଲା କାଳ। ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଲା ଏକ ସ୍କ୍ରୋପିଓ। ଫଳରେ ଚାରି ଜଣ ଗୁରୁତର ଆହତ...