ବିଷମ କଟକ ଓ ମୁନିଗୁଡ଼ାରେ ମାଓ ବିରୋଧୀ ପୋଷ୍ଟର

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ବିଷମ କଟକ ଥାନା ଚାଟିକୋଣା ଗ୍ରାମରେ ଓ ମୁନିଗୁଡ଼ା ଥାନା ବୁର୍ଷିଖମ୍ବା ଗ୍ରାମର ଦୁଇଟି ସ୍ଥାନରେ ଲାଗିଛି ମାଓ ବିରୋଧୀ ପୋଷ୍ଟର। ଡଙ୍ଗରିଆ ବିକାଶ ମଞ୍ଚ...

ରାୟଗଡ଼ାରେ ଆରମ୍ଭ ହେଲା ଇ-ଷ୍ଟାମ୍ପିଂ ବ୍ୟବସ୍ଥା

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ପରିସରରେ ଇ-ଷ୍ଟାମ୍ପିଂ ବିକ୍ରୟ କେନ୍ଦ୍ରର ଶୁଭାରମ୍ଭ ହୋଇଛି। ମୁଖ୍ୟ ଅତିଥି ରୂପେ ରାୟଗଡା ସବରେଜିଷ୍ଟ୍ରାର ପ୍ରତାପ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମରେ...

ରାୟଗଡାରେ ତେଲ ଗୋଦାମ ଉପରେ ପୋଲିସର ଚଢ଼ାଉ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଗୌତମନଗର ପ୍ରଥମ ଲେନରେ ଥିବା ଏକ ତେଲ ଗୋଦାମ ଉପରେ ଟାଉନ ପୋଲିସ ଚଢ଼ାଉ କରିଛି। ଗୋଦାମରେ ବେଆଇନ ଭାବେ ନିମ୍ନ ମାନର ତେଲ...

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର

ଓଡ଼ିଶାଲାଇଭ୍‌ ବ୍ୟୁରୋ   (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ମାଲକାନଗିରି ଜିଲ୍ଲା ପରେ ଏବେ ରାୟଗଡ଼ା ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ନିୟମଗିରି ପାହାଡ଼ ଅଞ୍ଚଳରେ ମାଓବାଦୀଙ୍କୁ...

ରାୟଗଡ଼ା ପଞ୍ଚାୟତ ସମିତି ପକ୍ଷରୁ ସମ୍ପର୍କ ଶିବିର ଆୟୋଜିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ପଞ୍ଚାୟତ ସମିତି ପକ୍ଷରୁ ସ୍ଥାନୀୟ ଜିସିଡି ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ସମ୍ପର୍କ ଶିବିର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝିଙ୍କ...

ତପ୍ତପାଣି ବସ୍ ଦୁର୍ଘଟଣା – ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତପ୍ତପାଣି ଘାଟିରୁ ବସ୍‌ ଓଲଟିବା ଘଟଣାରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।...

ତପ୍ତପାଣି ଘାଟିରୁ ଓଲଟିଲା ବସ୍‌ – ୭ ମୃତ, ୩୦ରୁ ଅଧିକ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାୟଗଡ଼ାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ମଙ୍ଗଳବାର ରାତି ପ୍ରାୟ ୩ଟାରେ ତପ୍ତପାଣି ଘାଟିରୁ ତଳକୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ ୭ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଏହାସହ...

ରାୟଗଡ଼ାରେ ଜାତୀୟ ପତାକା ଉଡ଼ାଇଲେ ମନ୍ତ୍ରୀ ଟୁକୁନି ସାହୁ, ଭାଗନେଲେ ୪୦ରୁ ଅଧିକ ପରେଡ୍ ଗ୍ରୁପ୍

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିସିଡି ପଡ଼ିଆଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁକଲ୍ୟାଣ ବିଭାଗ ମନ୍ତ୍ରୀ ଟୁକୁନି...

ରାୟଗଡ଼ାରେ ମାଓବାଦୀଙ୍କ ଲଙ୍କାକାଣ୍ଡ – ଶ୍ରମିକଙ୍କୁ ନିସ୍ତୁକ ମାଡ଼, ଜେସିବି ପୋଡ଼ିଲେ ଲାଲବାହିନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କିଛି ଦିନର ନିରବତା ପରେ ରାୟଗଡ଼ାରେ ପୁଣି ଲାଲବାହିନୀ ବର୍ବରକାଣ୍ଡ ଘଟାଇଛି। ଠିକା କ୍ୟାମ୍ପରେ ଲଙ୍କାକାଣ୍ଡ ଘଟାଇ ପୁଣିଥରେ ନିଜର ଉପସ୍ଥିତିକୁ ଜାହିର କରିଛି ଲାଲବାହିନୀ। ମଙ୍ଗଳବାର...

ରାୟଗଡ଼ାରେ ଟ୍ରକ୍-ଟ୍ୟାଙ୍କର୍ ମୁହାଁମୁହିଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାସ୍ଥିତ ପିତାମହଲ ନିକଟରେ ଏକ ଟ୍ରକ୍ ଓ ଟ୍ୟାଙ୍କର୍ ମଧ୍ୟରେ ଧକ୍କା ହେବା ଫଳରେ ଟ୍ୟାଙ୍କରଟି ଜଳି ଯାଇଛି। ପୋଲିସ ସୂଚନାଅନୁଯାୟୀ, ରାତି ୧ଟା ସମୟରେ ଏକ ଟ୍ୟାଙ୍କର୍ ବିଶାଖାପାଟଣାରୁ...