ଓଡ଼ିଶା ହକିର ପ୍ରଥମ ହିରୋ ମାଇକେଲ କିଣ୍ଡୋ

ଆଶିଷ କୁମାର ରାୟ ମାଇକେଲ କିଣ୍ଡୋଙ୍କୁ ଯଦି ଓଡ଼ିଶା ହକିର ପ୍ରଥମ ହିରୋ କିମ୍ଵା ପଥ ପ୍ରଦର୍ଶକ ଆଖ୍ୟା ଦିଆଯାଏ ତେବେ ସେଥିରେ କିଛି ଭୁଲ୍ ହେବ ନାହିଁ। ସେ ଓଡ଼ିଶାରେ ଜନ୍ମଗ୍ରହଣ କରିନଥିଲେ...

ହକି ଖେଳ ପାଇଁ ବାପାଙ୍କଠୁ ଦିନେ ମାଡ଼ ଖାଇଥିଲେ ହକି ତାରକା ସୁଭଦ୍ରା ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=mgj4kkcAwAQ] ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ସୁଭଦ୍ରା ପ୍ରଧାନ। ସୁନ୍ଦରଗଡ଼ର ଏକ ଗରିବ କିଷାନ ପରିବାରରେ ତାଙ୍କ ଜନ୍ମ। ପିଲାବେଳେ ସୁଭଦ୍ରାଙ୍କୁ ହକି ଖେଳିବାର ନିଶା ଏମିତି ଘାରିଥିଲା...

ସରିଲା ରିମାଣ୍ଡ ଅବଧି: କୋର୍ଟରେ ହାଜର ହେଲେ ପ୍ରଶାନ୍ତ ରାଉତ

ଓଡ଼ିଶାଲାଇଭ୍ ବ୍ୟୁରୋ ସରିଲା ୫ ଦିନିଆ ରିମାଣ୍ଡ ଅବଧି। ସୋମବାର ଦିନ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟରେ ହାଜର ହେଲେ ନବରଙ୍ଗପୁରର ପୂର୍ବତନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ। ଆୟ ବହିର୍ଭୂତ ସମ୍ପତ୍ତିଠୁଳ କରିବା...

ସ୍ଵାବଲମ୍ବୀ କରାଇଲା ମିଲେଟ୍ ଶକ୍ତି କାଫେ – ଏସ୍‌ଏଚ୍‌ଜି ମହିଳାଙ୍କୁ ମିଳିଲା ସ୍ଵତନ୍ତ୍ର ପରିଚୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନ ଥିଲା ମହିଳାମାନେ ଘରର ଚାରିକାନ୍ଥ ମଧ୍ୟରେ ରହି କେବଳ ଘର କାମରେ ନିୟୋଜିତ ଥିଲେ। ହେଲେ ଆଜି ସେମାନେ ସ୍ଵାବଲମ୍ଵୀ। ସମାଜରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ଗଢ଼ି ପାରିଛନ୍ତି।...

ରାଉରକେଲାରେ ଜେଏସପି ଫାଉଣ୍ଡେସନ ଓ ଦିଲ୍ଲୀପ ତିର୍କୀ ସ୍ପୋର୍ଟସ ଫାଉଣ୍ଡେସନ ପକ୍ଷରୁ ଗ୍ରାସରୁଟ ହକି ଡେଭେଲପମେଣ୍ଟ ପ୍ରୋଗ୍ରାମ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉଲକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମଠାରେ ଆୟୋଜିତ ହୋଇଯାଇଛି ଗ୍ରାସରୁଟ୍ ହକି ଡେଭଲପମେଣ୍ଟ ପ୍ରୋଗ୍ରାମ। ଜେଏସପି ଫାଉଣ୍ଡେସନ ଏବଂ ଦିଲ୍ଲୀପ ତିକ୍ରୀ ସ୍ପୋର୍ଟସ  ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ପ୍ରାୟ...

ମହାନଦୀ ଟ୍ରିବ୍ୟୁନାଲ ସଦସ୍ୟଙ୍କ ଓଡ଼ିଶା ଗସ୍ତ: ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ହେଲା କ୍ଷେତ୍ର ପରିଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ସଦସ୍ୟଙ୍କ ଓଡ଼ିଶା ଗସ୍ତ ମଙ୍ଗଳବାର ଚତୁର୍ଥ ଦିନରେ ପହଞ୍ଚିଛି। ଟ୍ରିବ୍ୟୁନାଲର ସଦସ୍ୟମାନେ ଓଡ଼ିଶାରେ ମହାନଦୀର ବିଭିନ୍ନ ଅଞ୍ଚଳରେ କ୍ଷେତ୍ର ପରଦର୍ଶନ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ...

ସୁନ୍ଦରଗଡ଼ରେ ‘ମିଶନ ଜୀବିକା’ ଅଧୀନରେ ଅର୍ଥକାରୀ ଫସଲକୁ ପ୍ରୋତ୍ସାହନ, ଲାଭବାନ ହେଉଛନ୍ତି ଆଦିବାସୀ ଚାଷୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଷୀମାନଙ୍କ ଆୟକୁ ବହୁ ଗୁଣିତ କରିବା ଲାଗି ଅର୍ଥକାରୀ ଫସଲ ଚାଷ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଚାଷୀମାନେ ବିଭିନ୍ନ ପୁଷ୍ଟିଶସ୍ୟ...

ସୁନ୍ଦରଗଡ଼ ଜିଲ୍ଲାରେ ଓମ୍ବାଡସି ପାଣ୍ଠି ବିନିଯୋଗରେ ବିଭିନ୍ନ ପ୍ରକଳ୍ପର ରୂପରେଖ ପ୍ରସ୍ତୁତି ଓ ସଫଳ କାର୍ଯ୍ୟ ରୂପାୟନ ପାଇଁ...

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାରେ ଓମ୍ବାଡସି ପାଣ୍ଠି ସହାୟତାରେ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହିସବୁ ପ୍ରକଳ୍ପର ରୂପରେଖ ପ୍ରସ୍ତୁତି ଏବଂ ତୃଣମୂଳ ସ୍ତରରେ କିପରି ଏହାର ସଫଳ କାର୍ଯ୍ୟାନ୍ୱୟନ କରାଯାଇପାରିବ ସେ...

ସୁନ୍ଦରଗଡ଼ରେ ଚାଷଜମିକୁ ଜଳସେଚନ ସୁବିଧା ପାଇଁ କ୍ଷେତ ପୋଖରୀ ଓ ଗଭୀର କୂଅ: ଉପକୃତ ହେଉଛନ୍ତି ଆଦିବାସୀ ଚାଷୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଚାଷଜମିକୁ ଜଳ, ଚାଷୀଙ୍କୁ ବଳ। ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଦିବାସୀ ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା...

ସୁନ୍ଦରଗଡ଼ ଜିଲ୍ଲାରେ ପଡ଼ିଆ ଜମିରେ ଫଳ ଚାଷକୁ ପ୍ରୋତ୍ସାହନ, ଆଦିବାସୀ ଚାଷୀଙ୍କୁ ଦୀର୍ଘସ୍ଥାୟୀ ଜୀବିକା

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ବର୍ଗର ଚାଷୀମାନଙ୍କୁ ଦୀର୍ଘସ୍ଥାୟୀ ଜୀବିକା ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ଫଳ ଚାଷ କରାଯାଉଛି। ଚାଷୀମାନେ ସେମାନଙ୍କ ପଡ଼ିଆ ଜମିରେ ଆମ୍ବ, କାଜୁ ଓ ଲେମ୍ବୁ...