କରୋନାର କୋଲକାତା ଲିଙ୍କ୍‌ – ଯାଜପୁର ତୃତୀୟ ହଟ୍‌ସ୍ପଟ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର, ଭଦ୍ରକ ପରେ ଯାଜପୁରରେ ସର୍ବାଧିକ କରୋନା ଆକ୍ରାନ୍ତ। ଓଡ଼ିଶାରେ ବଢ଼ିଲା କରୋନା ଭୟ। ଆଜି ଗୋଟିଏ ଦିନରେ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏହି ଭୟ ବଢ଼ିଛି। ପ୍ରଥମ ଥର ପାଇଁ...

ସୁନ୍ଦରଗଡ଼ରେ ଖୋଲିଲା ସ୍ୱତନ୍ତ୍ର କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ସ୍ୱାସ୍ଥ୍ୟକେନ୍ଦ୍ରକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନ୍‌ଟିପିସି ମେଡିକାଲ କଲେଜ ପରିସରରେ ସ୍ୱତନ୍ତ୍ର କୋଭିଡ୍‌ ସ୍ୱାସ୍ଥ୍ୟକେନ୍ଦ୍ର ୨୦୦ ଶଯ୍ୟା ବିଶିଷ୍ଟ...

ଓଡ଼ିଶାରେ କରୋନା ମୁକାବିଲା – ଏମ୍‌ସିଏଲ୍‌ ବଢ଼ାଇଲା ସହାୟତାର ହାତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରେନା ପାଇଁ ଏମ୍‌ସିଏଲ୍‌ର ବ୍ୟାପକ ପଦକ୍ଷେପ ଅନୁଗୁଳ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ସହାୟତା ହାତ ବଢ଼ାଇଲା ଏମ୍‌ସିଏଲ୍‌ ଆବାସିକ କଲୋନୀ ଓ କୋଇଲା ଖଣି ଅଞ୍ଚଳକୁ କରାଗଲା ବିଶୋଧନ ...

ରାଉରକେଲା ଆଇଜିଏଚ୍‌ରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ଟେଷ୍ଟିଂ ସେଣ୍ଟର – ଦିନକୁ ପରୀକ୍ଷା ହେବ ୬୦ ନମୁନା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଉରକେଲା ଆଇଜିଏଚ୍‌ରେ ଆରମ୍ଭ ହେଲା କରୋନା ନମୁନା ପରୀକ୍ଷା କେନ୍ଦ୍ର ସୁନ୍ଦରଗଡ଼ ସମେତ ଆଖପାଖ ଜିଲ୍ଲାର ଲୋକ ପାଇବେ ସୁବିଧା ଦିନକୁ ପରୀକ୍ଷା ହେବ ୬୦ ନମୁନା ଆଗକୁ...

ପଶ୍ଚିମ ଓଡ଼ିଶାରେ କରୋନା – କଳାହାଣ୍ଡି ପରେ ଏବେ ସୁନ୍ଦରଗଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏବେ ପଶ୍ଚିମ ଓଡ଼ିଶାରେ ୪ କରୋନା ଆକ୍ରାନ୍ତ। କଳାହାଣ୍ଡିରୁ ୨, ସୁନ୍ଦରଗଡ଼ରୁ ୨। କାୟା ବିସ୍ତାର କରି ଚାଲିଛି କରୋନା ଭାଇରସ୍‌। ଉପକୂଳ ଓଡ଼ିଶାରେ ଜଣକ ପରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା...

ସୁନ୍ଦରଗଡ଼ରେ ଦୁଇ କରୋନା ଆକ୍ରାନ୍ତ, ବିଶ୍ରା ଅଞ୍ଚଳ ସିଲ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ [youtube https://www.youtube.com/watch?v=4rj599iWHrQ]ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ଅଞ୍ଚଳରେ ଦୁଇ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ୍ ଜୋନ୍ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ।...

ବ୍ରହ୍ମପୁର, ବୁର୍ଲା ଓ ରାଉରକେଲାରେ ହେବ କରୋନା ନମୁନା ପରୀକ୍ଷା

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଓଡ଼ିଶାରେ ଆଉ ୩ ହସ୍ପିଟାଲରେ ହେବ କରୋନା ନମୁନା ପରୀକ୍ଷା। ବ୍ରହ୍ମପୁର ମେଡିକାଲ କଲେଜ ଏବଂ ହସ୍ପିଟାଲ, ବୁର୍ଲା ଭିମ୍‌ସାର୍‌ ଏବଂ ରାଉରକେଲା ଆଇଜିଏଚ୍‌ରେ କରୋନା ନମୁନା ପରୀକ୍ଷା କରାଯିବ...

ଘରେ ୭ ମାସର ଛୁଆ – କୋଭିଡ୍‌ ଯୁଦ୍ଧରେ ପ୍ରତିଦିନ ଲଢ଼ୁଛି ଆଇଏଏସ୍‌ ମା’

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ଘରେ ୭ ମାସର ଝିଅକୁ ଛାଡ଼ି କରୋନା ପାଇଁ ଦିନରାତି ଲଢୁଛନ୍ତି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନିଲ ନରଓ୍ୱଣେ। ଜାଣନ୍ତୁ ଜଣେ ମହିଳା ଆଇଏଏସ୍‌ ଅଫିସରଙ୍କ ଲକ୍‌ଡାଉନ୍‌ କାହାଣୀ... ସାଧାରଣ...

ରାଉରକେଲାରେ ସ୍ୱତନ୍ତ୍ର କୋଭିଡ୍-୧୯ ହସ୍ପିଟାଲ ଲୋକାର୍ପିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମୁକାବିଲା ପାଇଁ ସରକାରଙ୍କ ପଦକ୍ଷେପ ଭୁବନେଶ୍ୱର, କଟକ ପରେ ରାଉରକେଲାରେ ଖୋଲିଲା ସ୍ଵତନ୍ତ୍ର ହସ୍ପିଟାଲ ହସ୍ପିଟାଲରେ ୨୦୦ ବେଡ୍‌, ଭେଣ୍ଟିଲେଟର ଓ ଆଇସିୟୁ ବ୍ୟବସ୍ଥା ରୋଗୀଙ୍କୁ ମାଗଣାରେ ମିଳିବ...

ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ନିଯୁକ୍ତି ସୁଯୋଗ

ଓଡ଼ିଶାଲାଇଭ୍ ବ୍ୟୁୁରୋ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଦୁଇଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଜୁନିୟର କ୍ଲର୍କ କମ୍‌ ଆକାଉଣ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପାଇଁ...