ମହାଦେବ ଦର୍ଶନ ପାଇଁ ଯାଉଥିବାବେଳେ ପାହାଡରୁ ଖସିଲା ପଥର, ୧୭ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାଶିବରାତ୍ରୀରେ ଘଟିଲା ଅଘଟଣ। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର ଥିବା ଜଟିଆ ପାହାଡ଼ରେ ମହାଦେବଙ୍କୁ ଦର୍ଶନ କରିବା ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କ ଉପରେ ଖସିଛି ପଥର। ଏଥିରେ ପ୍ରାୟ ୧୭ରୁ ଅଧିକ ଲୋକ...

ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିଆରା ପଦକ୍ଷେପ – ବହି ନୁହେଁ ଚିତ୍ର ଦେଖି ପାଠ ପଢ଼ିବେ ସ୍କୁଲ୍ ପିଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଣିକି ପାଠ୍ୟପୁସ୍ତକ ନୁହେଁ ଡ୍ରଇଁ ଦେଖି ପାଠ ପଢ଼ିବେ ଛାତ୍ରାଛାତ୍ରୀ। ଭଳିକି ଭଳି ଚିତ୍ର ଦେଖି ପିଲମାନେ ପାଠ ପଢ଼ିବା ସହିତ ବିଭିନ୍ନ କାହାଣୀ ବିଷୟରେ ସୂଚନା ପାଇପାରିବେ। ଜିଲ୍ଲାପାଳ ନିଖିଲ...

ଗୋଟିଏ ପରିବାରର ୪ ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାରିବାରିକ କଳହ ନେଲା ଗୋଟିଏ ପରିବାରର ୪ ଜଣଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ବଣାଇ ଦେଉଳହୁଡି ଗାଁରେ। ବାପା, ମାଆ ଓ ଦୁଇ ପିଲାଙ୍କୁ ଟାଙ୍ଗିଆରେ ହାଣି...
job

ସୁନ୍ଦରଗଡ଼ GPLF ରେ ନିଯୁକ୍ତି ସୁଯୋଗ, ଫେବ୍ରୁଆରି ୧୦ ଯାଏଁ କରିପାରିବେ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଟାଙ୍ଗରପାଲି ମହୁଲପାଲି ଗ୍ରାମପଞ୍ଚାୟତ ଲେଭେଲ୍‌ ଫେଡେରେସନ୍‌ (GPLF)ରେ ପ୍ରୋଗ୍ରାମ ମ୍ୟାନେଜର, ଆକାଉଣ୍ଟାଣ୍ଟଏବଂ ଏମ୍‌ଆଇଏସ୍‌ ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଫେବ୍ରୁଆରି ୧୦...

ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ଦାବିରେ ଆଜି ପଶ୍ଚିମ ଓଡ଼ିଶା ବନ୍ଦ

  ଓଡ଼ିଶାଲାଇଭ୍‌ ବ୍ୟୁରୋ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ଦାବିରେ ବୁଧବାର ପଶ୍ଚିମ ଓଡ଼ିଶା ବନ୍ଦ ରହିଛି। ସମ୍ବଲପୁର, ବଲାଙ୍ଗିର,  ଝାରସୁଗଡ଼ା, ବରଗଡ଼, ବୌଦ୍ଧ, ସୁନ୍ଦରଗଡ଼ ଓ ସୋନପୁରରେ ଓକିଲ ସଂଘ ବନ୍ଦ ପାଳନ କରୁଛି। ବୁଧବାର ସକାଳ...

ସୁନ୍ଦରଗଡ଼ ଜବାହର ନବୋଦୟ ବିଦ୍ୟାଳୟରେ ନିଯୁକ୍ତି ସୁଯୋଗ – ଫେବ୍ରୁଆରି ୧୮ରେ ଓ୍ଵାକ୍‌-ଇନ୍‌-ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁନ୍ଦରଗଡ଼ ଜିଙ୍କ୍‌ନଗରସ୍ଥିତ ନବୋଦୟ ବିଦ୍ୟାଳୟରେ ୨ ମହିଳା ମାଟ୍ରନ୍‌ଙ୍କ ନିଯୁକ୍ତି ସୁଯୋଗ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଫେବ୍ରୁଆରି ୧୮ରେ ଏନେଇ ଓ୍ଵାକ୍‌-ଇନ୍‌-ଇଣ୍ଟରଭ୍ୟୁ କରାଯିବ। ଏହି ନିଯୁକ୍ତି ୧୦ ମାସ...

ରାଜଗାଙ୍ଗପୁର ଓସିଏଲ୍ ସିମେଣ୍ଟ କାରଖାନାରେ ବିସ୍ଫୋରଣ- ୧ ମୃତ, ୩ ଗୁରୁତର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଗାଙ୍ଗପୁର ଓସିଏଲ୍ ସିମେଣ୍ଟ କାରଖାନରେ ଅଘଟଣ। ବୁଧବାର ସିମେଣ୍ଟ କାରଖାନାରେ ବିସ୍ଫୋରଣ ଘଟି ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିବା ସହ ୩ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ବୁଧବାର କାରଖାନାର ଲାଇନ୍-୩...

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍‌ – ୧୨ ଯାତ୍ରୀ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଲା ବସ୍‌। ରାଉରକେଲାରୁ ଟେନ୍‌ସା ଯିବା ବେଳେ ଜଲ୍‌ଦା ନିକଟରେ ଏଭଳି ଦୁର୍ଘଟଣା ଘଟିଛି। ଫଳରେ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ...

ଡିଭାଇଡର ଟପି ସ୍କର୍ପିଓକୁ ପିଟିଲା କାର୍‌, ୫ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରମାବାହାଲ ଛକରେ ବୁଧବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଡିଭାଇଡର୍‌ ଟପି ସ୍କର୍ପିଓକୁ ଧକ୍କା ଦେଲା କାର୍‌। ଫଳରେ ରାସ୍ତାରେ କାମ କରୁଥିବା ୫ ଜଣ...

ରାସ୍ତାରୁ ୨୦ ଫୁଟ୍‌ ତଳକୁ ଖସିଲା ବାଇକ – ୨ ମୃତ, ଜଣେ ଗୁରୁତର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାସ୍ତା ଉପରୁ ୨୦ ଫୁଟ୍‌ ତଳକୁ ଖସି ପଡ଼ିଲା ବାଇକ। ଫଳରେ ବାଇକରେ ବସିଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।...