ମୋବାଇଲ୍ ଛାଡ଼, ବହି ପଢ଼ – ମାଗଣାରେ ବହି ବାଣ୍ଟି ଲୋକଙ୍କୁ ସଚେତନ କରୁଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ବହି ପଢ଼ିବ ସୁନ୍ଦରଗଡ଼’ ଜିଲ୍ଲାବାସୀଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ। ଲୋକମାନେ ମୋବାଇଲ୍ ଛାଡ଼ି ପୁଣି କେମିତି ବହିରେ ପାଠ ପଢ଼ିବେ ସେଥିପାଇଁ ଜିଲ୍ଲାପାଳ ମାଗଣାରେ ଲୋକଙ୍କୁ...

ରାଉରକେଲାରେ ଖୋଲିଲା ନୂଆ ଭିଜିଲାନ୍ସ ଡିଭିଜନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ସରକାର ଦ୍ଵାରା ଏକ ନୂଆ ଭିଜିଲାନ୍ସ ଡିଭିଜନ ଖୋଲାଯାଇଛି। ଏହି ଭିଜିଲାନ୍ସ ଡିଭିଜନ ରାଉରକେଲାଠାରେ ଖୋଲା ଯାଇଛି। ରାଉରକେଲାରେ ଏହା ଖୋଲା ଯିବା ପରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ଅଧିନରେ ଥିବା...

ରାଉରକେଲାରେ ପାଗଳ କୁକୁର ଆତଙ୍କ, କମୁଡ଼ିଲା ୩୦ ଜଣଙ୍କୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ରାଉରକେଲାରେ ପାଗଳ କୁକୁରଙ୍କ ଆତଙ୍କ। ଶନିବାର ପାଗଳ କୁକୁରଙ୍କ କାମୁଡ଼ାରେ ୩୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଶନିବାର ରାଉରକେଲା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶନିବାରଠାରୁ ରାଉରକେଲା ଡେଲି ମାର୍କେଟରେ...

ରାଉରକେଲାରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ସାମ୍ନାକୁ ଆସିଛି ଲଜ୍ଜା। ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଏଭଳି ଏକ ଲଜ୍ଜା ଜନକ ଘଟଣା ଘଟିଛି ରାଉରେକଲା କୁଆଁରମୁଣ୍ଡା ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ। ଅଭିଯୋଗ ପରେ ୩...

୧୩୮ କୋଟି ଟଙ୍କା GST ଠକେଇର ପର୍ଦ୍ଦାଫାସ, ମାଷ୍ଟରମାଇଣ୍ଡ ସହ ୪ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ବଡ଼ ଧରଣର ଜିଏସ୍‌ଟି ଠକେଇର ପର୍ଦ୍ଦାଫାସ ହୋଇଛି। ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୧୩୮ କୋଟି ଟଙ୍କାର ଟ୍ୟାକ୍ସ ହେରଫେର ହୋଇଥିବା ଖବର ଆସିଛି। ଶୁକ୍ରବାର ଏହାର ପର୍ଦ୍ଦାଫାସ...

ରାଉରକେଲା: ଫ୍ୟାନରେ ଫାଶି ଦେଇ ଆତ୍ମହତ୍ୟା କଲେ ଷଷ୍ଠ ଶ୍ରେଣୀର ଛାତ୍ର

ଓଡ଼ିଶାଲାଇଭ ବ୍ୟୁରୋ ଫ୍ୟାନରେ ଫାଶି ଦେଇ ଆତ୍ମହତ୍ୟା କରିଛନ୍ତି ଷଷ୍ଠ ଶ୍ରେଣୀର ଛାତ୍ର। ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଉରକେଲା ସହର ଉଦିତନଗର ଥାନା ବାସନ୍ତୀ କଲୋନୀରେ। ଛାତ୍ର ଜଣକ ଷଷ୍ଠ ଶ୍ରେଣୀରେ...

ସିଡିଏମ୍‌ଓ ନିଲମ୍ବନକୁ ନେଇ ତେଜିଲା ରାଜନୀତି, ବିଜେପି ବନ୍ଦ କଲା ସୁନ୍ଦରଗଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ସିଡିଏମ୍‌ଓଙ୍କ ନିଲମ୍ବନକୁ ନେଇ ତେଜିଲା ରାଜନୀତି। ଏହାକୁ ବିରୋଧ କରି ବିଜେପି ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ କରିଥିଲା। ଏହି ବନ୍ଦକୁ ସୁନ୍ଦରଗଡ଼ ବାସିନ୍ଦା ବି ସମର୍ଥନ କରିଥିଲେ।...

ସୁନ୍ଦରଗଡ଼: ‘ମୋ ସରକାର’ କାର୍ଯ୍ୟରେ ଅବହେଳା, ସିଡିଏମ୍‌ଓ ନିଲମ୍ଵିତ

ଓଡ଼ିଶାଲାଇଭ ବ୍ୟୁରୋ 5 T  ସଚିବ ଭି.କେ ପାଣ୍ଡିଆନଙ୍କ ସୁନ୍ଦରଗଡ଼ ଗସ୍ତ ପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ମୋ ସରକାର କାର୍ଯ୍ୟରେ ଅବହେଳା ଯୋଗୁଁ ସୁନ୍ଦରଗଡ଼ ଭାରପ୍ରାପ୍ତ ସିଡିଏମ୍‌ଓ ପଙ୍କଜ...

ସୁନ୍ଦରଗଡ଼: ଚିକେନ ଖାଇ ଚାକିରି ହରାଇଲେ ବିଇଓ

ଓଡ଼ିଶାଲାଇଭ ବ୍ୟୁରୋ ସ୍କୁଲ ମଧ୍ୟାହ୍ନ ଭୋଜନରେ ଚିକେନ ଖାଇ ଫସିଲେ ବିଇଓ। ଏପରି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ତିଲେଇମାଲ ପ୍ରାଥମିକ ବିଦ୍ୟାଳୟରେ। ସ୍କୁଲରେ ପିଲାମାନେ ଭାତ ଡାଲି ଖାଉଥିବା...

‘ଜ୍ଞାନେଶ୍ଵରୀ ଏକ୍ସପ୍ରେସ’ରୁ ଜବତ ହେଲା ୧୧କେଜି ସୁନା, ୨ ଅଟକ

ଓଡ଼ିଶାଲାଇଭ ବ୍ୟୁରୋ ଟ୍ରେନରୁ ଜବତ ହେଲା ୧୧କେଜି ସୁନା। ହାଓ୍ଵଡ଼ାରୁ ମୁମ୍ଵାଇ ଯାଉଥିବା ଜ୍ଞାନେଶ୍ଵରୀ ଏକ୍ସପ୍ରେସରୁ ଏହି ସୁନା ଜବତ କରିଛି ସେଣ୍ଟ୍ରାଲ ଏକ୍ସସାଇଜ ଓ କଷ୍ଟମ ବିଭାଗ। ଏହାସହ ୨ଜଣଙ୍କୁ ଅଟକ ରଖାଯାଇଛି।...