କର୍ଣ୍ଣାଟକରେ ସରିଲା ପ୍ରଚାର: ବିଜେପି କରିଛି ୪୦୦ ରାଲି, ରୋଡ ସୋ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଚାର ଶେଷ ହେବାର ଠିକ୍ ଘଣ୍ଟାଏ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଉପରେ ବର୍ଷିଛନ୍ତି। ୧୩୦ରୁ ଅଧିକ ଆସନ ପାଇ ବିଜେପି ସରକାର...

୨୦୧୯ ନିର୍ବାଚନରେ ମିଶନ-୮୫ ଆସନରେ ସଫଳ ହେବ କି କଂଗ୍ରେସ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ୨୦୧୯ରେ ୧୯୯୫ ନିର୍ବାଚନର ପୁନରାବୃତ୍ତି ଘଟିପାରେ ବୋଲି କିଛି କଂଗ୍ରେସ ନେତା ଆଶାବାଦୀ ଅଛନ୍ତି। ହେଲେ ନବୀନ ପଟ୍ଟନାୟକଙ୍କ ସରକାର ବିରୋଧରେ ବିରୋଧୀ ହାୱା ନଥିବାରୁ କଂଗ୍ରେସର ମିଶନ ସଫଳ...

ଦାମଙ୍କ ଘର କଳି: ମୁହଁ ଖୋଲିଲେ ସମ୍ବିତ, “୨୦୦୯ରେ ମୋତେ ଟିକେଟ ମିଳିଥିଲା ବାପା ମନା କଲେ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜଗତସିଂହପୁର ଜିଲ୍ଲା ବିଜେଡି ସମୀକ୍ଷା ବୈଠକକୁ ଡାକ୍ତର ଦାମୋଦର ରାଉତଙ୍କୁ ଡକା ନଯିବାକୁ ନେଇ ଜୋର୍ ଧରିଛି ରାଜନୀତି। ବିଜେଡି ଉପରେ ଦାମ ବର୍ଷିଥିବା ବେଳେ ଆଜି ପୁଅ ସମ୍ବିତ ରାଉତରାୟ...

ଆଜିର ବଡ଼ ଖବର(ମେ ୯, ୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍‌ର ‘ଆଜିର ବଡ଼ ଖବର’।  ମୁହଁ ଖୋଲିଲେ ଦାମଙ୍କ ପୁଅ ସମ୍ବିତ: "୨୦୦୯ରେ ମୋତେ ଟିକେଟ ମିଳିଥିଲା ବାପା ମନା...

ଦାମଙ୍କ ଦମଦାର ବାଣ: କହିଲେ, “ମୋ ପୁଅ କ’ଣ ବିଧାୟକ ପ୍ରତିନିଧି?”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୀର୍ଘ ଦିନର ନୀରବତା ପରେ ପୁଣିଥରେ ବିଜେଡି ଶିବିରକୁ ବାଣ ମାରିଛନ୍ତି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ପୁଣିଥରେ ବାଣ ମାରିଛନ୍ତି। ଜଗତସିଂହପୁର...

ରାଜ୍ୟ ଯୁବ ବିକାଶ ବୋର୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ଅରୂପ ପଟ୍ଟନାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ଯୁବ ବିକାଶ ବୋର୍ଡର କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ। ସେ ବିଜୁ ଯୁବ ବାହିନୀର ଦାୟିତ୍ୱ ମଧ୍ୟ ବୁଝିବେ। ସେ ଏପ୍ରିଲ ୧୮ରେ...

ସିଦ୍ଧାନ୍ତ ଲଢ଼ିବେ ଆସ୍କାରୁ? ଆଉ ଛଅ ଲୋକସଭା ଆସନ ପାଇଁ ନୂଆ ପ୍ରାର୍ଥୀ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ୨୦୧୯ରେ ୭ଟି ଲୋକସଭା ଆସନରେ ବିଜେଡି ନୂଆ ପ୍ରାର୍ଥୀ ଦେବ। କାହାକୁ କେଉଁଠି ପ୍ରାର୍ଥୀ କଲେ ଦଳ ଲାଭବାନ ହେବ ସେନେଇ ବିଜେଡି ମ୍ୟାନେଜର ଅଙ୍କ କଷୁଛନ୍ତି। ବିଜେଡି ସୁପ୍ରିମୋ ତଥା...

ଇମ୍ଫା ସପକ୍ଷରେ ବାହାରିଲେ ଧର୍ମେନ୍ଦ୍ର ପ୍ରଧାନ, ସମସ୍ୟା ସମାଧାନ ପାଇଁ ରତନ ଟାଟାଙ୍କୁ କଲେ ନିବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୫ ଦିନ ହେଲା ଇମ୍ଫା କାରଖାନାରେ ଲାଗି ରହିଛି ଅଚଳାବସ୍ଥା। ଏହି ଅଚଳାବସ୍ଥା ଦୂର କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାଟା ଟ୍ରଷ୍ଟସ୍‌ର ଅଧ୍ୟକ୍ଷ ରତନ ଟାଟାଙ୍କୁ କରିଛନ୍ତି ନିବେଦନ। ଥେରୁବାଲିସ୍ଥିତ...

ପ୍ରସନ୍ନ ଆଚାର୍ଯ୍ୟ ହେଲେ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ହୋଇଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ଏନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଦିଲ୍ଲୀପ ତିର୍କୀ ରାଜ୍ୟସଭାରେ ବିଜେଡିର...

୨୦୧୯ ନିର୍ବାଚନ: ଆଗୁଆ ପ୍ରାର୍ଥୀ ଘୋଷଣା କରିବେ ବିଜେଡି-ବିଜେପି-କଂଗ୍ରେସ!

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ନିର୍ବାଚନର ବହୁ ଆଗରୁ ପ୍ରାର୍ଥୀ ଚୟନ କରିବାକୁ କଂଗ୍ରେସ କହିବା ପରେ ଏବେ ସେହି ରାସ୍ତାରେ ପାଦ ଦେଇଛନ୍ତି ବିଜେଡି ଏବଂ ବିଜେପି। ୨୦୧୯ ବିଧାନସଭା ନିର୍ବାଚନ ଯେତିକି ନିକଟତର ହେଉଛି...