ରାମାୟଣ କଲା ବିଶ୍ଵ ରେକର୍ଡ, ହେଲା ସବୁଠୁ ଅଧିକ ଲୋକପ୍ରିୟ ସିରିଏଲ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ଵ ରେକର୍ଡ କଲା ଦୂରଦର୍ଶନରେ ପ୍ରସାରିତ ରାମାୟଣ ସିରିଏଲ୍‌। ହେଲା ସବୁଠାରୁ ଅଧିକା ଲୋକ ଦେଖୁଥିବା ଟିଭି ସିରିଏଲ। ଲକ୍‌ଡାଉନ୍‌ ବେଳେ ଲୋକଙ୍କ ମନୋରଞ୍ଜନ ପାଇଁ ଦୂରଦର୍ଶନରେ ରମାନନ୍ଦ ସାଗରଙ୍କ ରାମାୟଣ ପ୍ରସାରଣ...

ରାମନଗରୀ ଅଯୋଧ୍ୟାରେ ଆଜି ଦୀପ ଉତ୍ସବ – ଜଳିବ ୫ ଲକ୍ଷରୁ ଅଧିକ ଦୀପ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାମ ଜନ୍ମଭୂମି ବା ରାମନଗରୀ ଅଯୋଧ୍ୟାରେ ଦୀପାବଳି ପାଇଁ ଭବ୍ୟ ଦୀପ ଉତ୍ସବ ଶନିବାରଠୁ ଆରମ୍ଭ ହେଉଛି। ସନ୍ଧ୍ୟାରେ ଅଯୋଧ୍ୟାରେ ୫ ଲକ୍ଷରୁ ଅଧିକ ଦୀପ ପ୍ରଜ୍ୱଳନ କରାଯିବ। ଏଥିପାଇଁ ଯୋଗୀ ସରକାର ବ୍ୟାପକ...

ରାମ ମନ୍ଦିର ପାଇଁ ୧୧ ଟଙ୍କା ଓ ଖଣ୍ଡେ ପଥର ମାଗିଲେ ଯୋଗୀ ଅଦିତ୍ୟନାଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମ ମନ୍ଦିର ନିର୍ମାଣ ପାଇଁ ପରିବାର ପିଛା ୧୧ ଟଙ୍କା ଓ ଖଣ୍ଡେ ପଥର ମାଗିଛନ୍ତି। ବର୍ତ୍ତମାନ ଝାଡ଼ଖଣ୍ଡରେ ଚାଲିଛି ବିଧାନସଭା ନିର୍ବାଚନ। ନିର୍ବାଚନରେ...

ରାମ ଭକ୍ତ ରାମାୟଣର ରାବଣ – କରିବାକୁ ଚାହୁଁନଥିଲେ ଏହି ଭୂମିକା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଯେତେବେଳେ ରାବଣ ଚରିତ୍ର କଥା ଆସେ ସେତେବେଳେ ରାମାୟଣ ସିରିଏଲର ରାବଣ ଅରବିନ୍ଦ ତ୍ରିବେଦୀଙ୍କ ଚେହେରା ମନକୁ ଆସେ।  ତେବେ ତାଙ୍କ ସହ ଜଡ଼ିତ ଏକ ବିଶେଷ କଥା ଜାଣନ୍ତୁ। ରାମାନନ୍ଦ...

ରାବଣ ପୋଡ଼ି ଉତ୍ସବରେ ମୋଦୀ – ‘‘ଉତ୍ସବ ହେଉଛି ସାମାଜିକ ଜୀବନର ପ୍ରାଣତତ୍ତ୍ୱ’’

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ବିଜୟାଦଶମୀ। ଅସତ୍ୟ ଉପରେ ସତ୍ୟର ବିଜୟ। ଏହି ଅବସରରେ ସବୁଠି ଚାଲିଛି ରାବଣ ପୋଡ଼ି। ଦ୍ୱାରକା ସେକ୍ଟର ୧୦ସ୍ଥିତ ଦଶହରା ପଡ଼ିଆରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ...

ରାତି ସାଢ଼େ ୮ରୁ ସାଢ଼େ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ଅମ୍ପନ

ଓଡ଼ିଶାଲାଇଭ୍ ବ୍ୟୁରୋ ସମୁଦ୍ର ମଧ୍ୟରୁ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଅମ୍ପନ। ଏହା ଆଜି ରାତି ସାଢ଼େ ୮ଟାରୁ ସାଢ଼େ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ। ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ମଧ୍ୟରେ ଥିବା...

ରାତି ପାହିଲେ ରଜ, ଆଜି ସଜବାଜ

ରାତି ପାହିଲେ ରଜ। ବରଷକେ ଥରେ ଆସିଛି ଏହି ଗଣପର୍ବ। ଏହି ପର୍ବକୁ ଗ୍ରାମାଞ୍ଚଳଠୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତିଟି ଓଡ଼ିଆ ପରିବାର ବେଶ୍ ଧୁମଧାମରେ ପାଳନ କରିଥାନ୍ତି। ଓଡ଼ିଆ ପର୍ବପର୍ବାଣୀରେ...

ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ – ଜାଣନ୍ତୁ, କେତେବେଳେ ହେବ କେଉଁ ନୀତି ?

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=JWI9hPbIrXs] ମହାଶିବରାତ୍ରୀରେ ଲିଙ୍ଗରାଜ ମନ୍ଦିରରେ କେତେବେଳେ କେଉଁ ନୀତି ଅନୁଷ୍ଠିତ ହେବ ଜାଣନ୍ତୁ। ରାତି ପାହିଲେ ମହାଶିବରାତ୍ରୀ। ଏଥିପାଇଁ ବିଭିନ୍ନ ଶୈବ ପୀଠଗୁଡ଼ିକରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୫ କରୋନା ଆକ୍ରାନ୍ତ, ସବୁ ଭୁବନେଶ୍ୱରର

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ବର୍ତ୍ତମାନସୁଦ୍ଧା ରାଜ୍ୟରେ ୧୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି। ଓଡ଼ିଶାରେ ସୁସ୍ଥ ହେଲେ ଆଉ ୫ କରୋନା ଆକ୍ରାନ୍ତ। ସୁସ୍ଥ ହୋଇଥିବା ୫ ଜଣ ଯାକ ଭୁବନେଶ୍ୱରର ବୋଲି ରାଜ୍ୟ...

ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା: ଯାଜପୁରର ଜିଲ୍ଲାର ସମସ୍ତ ସ୍କୁଲ ଛୁଟି

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ବର୍ଷା। ବୁଲ୍‌ବୁଲ୍‌ ଏବେ ପାରାଦୀପଠାରୁ ପ୍ରାୟ ୩୯୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ...