ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟପଦ ରଦ୍ଦ ମାମଲା: ସୁପ୍ରିମକୋର୍ଟ ଦେଲେ ସ୍ଥଗିତାଦେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁପ୍ରିମକୋର୍ଟରେ କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କୁ ମିଳିଛି ସାମାନ୍ୟ ଆଶ୍ଵସ୍ତି। ସୁନ୍ଦରଗଡର କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ହୋଇଥିବା ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟ ସ୍ଥଗିତାଦେଶ ଲଗାଇଛନ୍ତି। ସୁପ୍ରିମକୋର୍ଟର...

୧୦ଟଙ୍କିଆ ମୁଦ୍ରାକୁ ନେଇ ଦ୍ଵନ୍ଦ: ଆରବିଆଇ ପକ୍ଷରୁ ଜାରି ହେଲା ସତର୍କ ସୂଚନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଜାରରେ ୧୪ ପ୍ରକାର ୧୦ ଟଙ୍କିଆ ମୁଦ୍ରା ପ୍ରଚଳିତ। ଲୋକେ ଦ୍ୱନ୍ଦ୍ୱ ମଧ୍ୟକୁ ଆସିବା ସ୍ଵାଭାବିକ୍‌। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଲୋକମାନଙ୍କ ମୋବାଇଲ ନମ୍ବରରେ...

ରୋନାଲଡୋଙ୍କୁ ପଛରେ ପକାଇଲେ ଭାରତୀୟ ଅଭିନେତ୍ରୀ ପ୍ରିୟା ପ୍ରକାଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନ୍ୟୁ ଇଣ୍ଟରନେଟ୍‌ ସେନ୍‌ସନ ଭାବେ ଉଭା ହୋଇଛନ୍ତି ମାଲୟାଲମ୍ ସିନେମା ଅଭିନେତ୍ରୀ ପ୍ରିୟା ପ୍ରକାଶ। ଇନ୍‌ଷ୍ଟାଗ୍ରାମରେ ପ୍ରିୟାଙ୍କୁ ଗୋଟିଏ ଦିନରେ ୬ଲକ୍ଷରୁ ଅଧିକ ଲୋକ ଫଲୋ କରିଛନ୍ତି। ପ୍ରଖ୍ୟାତ ଫୁଟବଲ୍‌...

ଶୀତକାଳୀନ ଅଲିମ୍ପିକ୍ସରେ ଭାରତର ଅସଲ ଯୋଦ୍ଧା ଶିବ କେଶବନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଥମ ଭାରତୀୟ ଭାବେ ଶୀତକାଳୀନ କ୍ରୀଡ଼ାରେ ୬ ଥର ଭାଗ ନେଇଥିବା ଶିବ ଦୁଇ ଦଶନ୍ଧିର ଅନ୍ତର୍ଜାତୀୟ କ୍ରୀଡ଼ା ସଂଗ୍ରାମରୁ ଅବ୍ୟାହିତ ନେଇଛନ୍ତି। ଶୀତକାଳୀନ ଅଲିମ୍ପିକ୍ସରେ ୬ ଥର ଅଂଶଗ୍ରହଣ କରିଥିବା ଶିବ...

ସିନ୍ଦୂର ଟାଇଟଲକୁ ନେଇ ଜମୁଛି ଯାତ୍ରା ନାଟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ‘ସିନ୍ଦୂର’ ଟାଇଟଲର କ୍ରେଜ୍।  ଏହି ଶବ୍ଦକୁ ନେଇ ଜଳୁଛି ଯାତ୍ରାର ବହି।  ‘କାନିରେ ବାନ୍ଧିଲି ଶଙ୍ଖା ସିନ୍ଦୂର',  ‘ସକାଳ ସିନ୍ଦୂର ସଞ୍ଜକୁ ନାହିଁ’, ‘ରାଧା ପିନ୍ଧିଦେଲା ମୀରା ସିନ୍ଦୂର’, ‘ସିନ୍ଦୂର କହିବ...

ପାଣ୍ଡିଆନଙ୍କ ବାସଭବନରେ ଧସେଇ ପଶିବା ଘଟଣା: କେନ୍ଦ୍ରାପଡ଼ା ବିଜେଡିର ବିରୋଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ୍‌ ପାଣ୍ଡିଆନଙ୍କ ଘର ଉପରକୁ ବିଜେପି କର୍ମୀ ଗୋବର ମାଡ଼ ଘଟଣାରେ ଏବେ ରାଜନୀତି ଜୋର ଧରିଛି। ସୋମବାର କେନ୍ଦ୍ରାପଡ଼ା ଜିଲ୍ଲା ଯୁବ ବିଜେଡି ପକ୍ଷରୁ...

କେନ୍ଦ୍ରାପଡ଼ାରେ ଆଉ ଏକ ପାଣି ଟାଙ୍କି ଉଦଘାଟନ କଲେ ବୈଜୟନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ପାଣିଟାଙ୍କି  ଉଦ୍‌ଘାଟନକୁ ନେଇ କିଛିଦିନ ହେବ ବିଜେଡି ଓ କେନ୍ଦ୍ରାପଡ଼ା ସାସଂଦଙ୍କ ମଧ୍ୟରେ ବିବାଦ ଲାଗିରହିଛି। ବିଜେଡି କର୍ମୀ ସାସଂଦଙ୍କୁ ବିରୋଧ କରୁଥିବା ବେଳେ ମାର୍ଶାଘାଇରେ ସାସଂଦଙ୍କ ପାଣିଟାଙ୍କିକୁ ବିଜେଡି...

କୁନ୍ଦୁଲି ପୀଡ଼ିତାଙ୍କ ପରିବାରକୁ ଭେଟିଲେ ଜାତୀୟ ଅନୁସୂଚିତ ଜାତି କମିଶନ ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିବିଆଇ ତଦନ୍ତ ଦାବି କଲେ ଅନୁସୂଚିତ ଜାତି କମିଶନ ଟିମ୍ ଅଭିଯୁକ୍ତ ଧରା ନପଡ଼ିବା ଦୁର୍ଭାଗ୍ୟଜନକ: ଯୋଗେନ୍ଦ୍ର ପାଶ୍ୱାନ ରାଜ୍ୟ ଫୋରେନ୍‌ସିକ୍ ଲ୍ୟାବ ଆଗରେ ଧାରଣା ଦେଲା କଂଗ୍ରେସ ପୀଡ଼ିତାଙ୍କୁ...

ବିଜେପୁରରେ ଆଚରଣ ବିଧି ଉଲ୍ଲଂଘନ କରୁଛି ବିଜେଡି: ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶାସକ ବିଜେଡି ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି ବିଜେପି। ବିଜେପୁର ଉପନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବିଧାୟକଙ୍କ ଉପସ୍ଥିତିରେ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରତିନିଧିମାନେ ସ୍ୱଂୟ...

ଟିଭି ଚ୍ୟାନେଲରେ ପେଡ୍ ନ୍ୟୁଜ୍ ଅଭିଯୋଗକୁ ନେଇ ରାଜନୀତିକ ଝଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଟିଭି ନିରପେକ୍ଷତା ଉପରେ ବିଜେଡି ଉଠାଇଲା ପ୍ରଶ୍ନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି ବିଜେପୁର ଉପ-ନିର୍ବାଚନରେ ନିରପେକ୍ଷତା ରହୁନି: ବିଜେଡି ଓଟିଭି ରଖିଲା ସ୍ପଷ୍ଟୀକରଣ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ନେଇ...