ଜାଣନ୍ତୁ, ୨୦ ହଜାର ଟଙ୍କା ମଧ୍ୟରେ ଥିବା ୫ଟି ବେଷ୍ଟ ସ୍ମାର୍ଟଫୋନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯଦି ଆପଣ ଅଗଷ୍ଟ ମାସରେ ଏକ ଭଲ ସ୍ମାର୍ଟଫୋନ୍‌ କିଣିବାକୁ ଚାହୁଁଛନ୍ତି, ତେବେ ଆସନ୍ତୁ ଜାଣିବା ୨୦ ହଜାର ଟଙ୍କା ମଧ୍ୟରେ ଥିବା କିଛି ବେଷ୍ଟ ସ୍ମାର୍ଟଫୋନ ବିଷୟରେ। ଏହି ତାଲିକାରେ...

ସରିଲା ମେଟଲ୍‌ ମିଟ୍‌-୨୦୧୯: ଆଇଜିଆଇଟି ସରାଙ୍ଗ ସିନିଅର, ମଦର୍ସ ପବ୍ଲିକ ସ୍କୁଲ ଜୁନିଅର ବର୍ଗରେ ପ୍ରଥମ

ଓଡ଼ିଶାଲାଇଭ୍ ବ୍ୟୁରୋ ମେଟଲ ମିଟ୍‌ର ଗ୍ରାଣ୍ଡଫିନାଲେ ସିନିଅର ବର୍ଗରେ ଏନ୍‌ଆଇଟି-ରାଉରକେଲା ଦ୍ୱିତୀୟ, ଏମ୍‌ସ ଭୁବନେଶ୍ୱର ତୃତୀୟ ଜୁନିଅର ବର୍ଗରେ ଡିଏଭି ପବ୍ଲିକ୍ ସ୍କୁଲ ୟୁନିଟ୍‌ ୮ ଦ୍ୱିତୀୟ ତୃତୀୟ ସ୍ଥାନ ହାସଲ କଲା...

ମେଟଲ୍‌ ମିଟ୍ ଗ୍ରାଣ୍ଡଫିନାଲେ ସିନିଅର : ବାଜି ମାରିଲା ଆଇଜିଆଇଟି ସରାଙ୍ଗ

ଓଡ଼ିଶାଲାଇଭ୍ ବ୍ୟୁରୋ ଦ୍ୱିତୀୟ ସ୍ଥାନରେ ଏନ୍‌ଆଇଟି-ରାଉରକେଲା ତୃତୀୟ ସ୍ଥାନ ହାସଲ କଲା ଏମ୍‌ସ-ଭୁବନେଶ୍ୱର ଚଳିତ ବର୍ଷ ସିନିଅର ବର୍ଗରେ ଥିଲେ ୪୬ ଟିମ୍‌ ଶେଷ ହୋଇଛି ଓଡ଼ିଶାପୋଷ୍ଟ ମେଟଲ୍‌ ମିଟ୍ ଚତୁର୍ଥ ସଂସ୍କରଣ ସିନିଅର...

ଦୁନିଆର ସୁବୁଠୁ ଛୋଟ ଲାପ୍‌ଟପ୍‌ – ଥିଙ୍କ୍‌ ଟାଇନୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିକଟରେ ନିର୍ମାଣ ହୋଇଛି ଦୁନିଆର ସବୁଠୁ ଛୋଟ ଲାପ୍‌ଟପ। ଏହି ଲାପ୍‌ଟପ୍‌ରେ ମାତ୍ର ୧ ଇଞ୍ଚ ବିଶିଷ୍ଟ ଡିସ୍‌ପ୍ଲେ ସ୍କ୍ରିନ୍‌ ରହିଛି। ପ୍ଲମ୍‌ କ୍ଲିଙ୍ଗର ନାମକ ଜଣେ ବ୍ୟକ୍ତି ଏହି ଲାପ୍‌ଟପକୁ...

ଫୋନ୍ ହଜି ଯାଇଛି କି? ଜାଣନ୍ତୁ କେମିତି ଜାଣିବେ ନିଜ ଫୋନ୍‌ର ଲୋକେସନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଆପଣଙ୍କ ସ୍ମାର୍ଟ ଫୋନ୍ ହଜି ଯାଇଥିଲେ ବା ଚୋରି ହୋଇଯାଇଥିଲେ କେମିତି ଜାଣିବେ ନିଜ ଫୋନ୍‌ର ଲୋକେସନ୍। ପ୍ରତ୍ୟେକ ମଣିଷର ଦୈନନ୍ଦିନ ଜୀବନରେ ସ୍ମାର୍ଟ ଫୋନ୍‌ର ଆବଶ୍ୟକ ରହିଛି। ବର୍ତ୍ତମାନ ଦେଶରେ ୪୫...

ବିଶ୍ୱ ଅର୍ଥନୀତିରେ ସପ୍ତମ ସ୍ଥାନକୁ ଖସିଲା ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱର ବଡ଼ ଅର୍ଥନୈତିକ ମହାଶକ୍ତି ଦେଶ ତାଲିକାରେ ଭାରତ ସପ୍ତମ ସ୍ଥାନକୁ ଖସି ଆସିଛି। ୨୦୧୮ ବର୍ଷ ପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ଏହି ତାଲିକାରେ ଭାରତ ସପ୍ତମ ସ୍ଥାନରେ...

ଶୀଘ୍ର ସାରି ନିଅନ୍ତୁ କାମ – ଅଗଷ୍ଟ ମାସରେ ୮ ଦିନ ବନ୍ଦ ରହିବ ବ୍ୟାଙ୍କ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ୟାଙ୍କରେ ଯିଦି ଆପଣଙ୍କ ଜରୁରୀ କାମ ରହିଛି, ତେବେ ଜଲ୍‌ଦି ସାରି ନିଅନ୍ତୁ କାମ। କାହିଁକି ନାଁ ଚଳିତ ଅଗଷ୍ଟ ମାସରେ ୮ ଦିନ ବନ୍ଦ ବ୍ୟାଙ୍କ ବନ୍ଦ ରହିବ। ଏହି...

ମିଳୁନି କୋଇଲା: ଏନ୍‌ଟିପିସିର ୪ଟି ୟୁନିଟ୍‌ରେ ବିଦ୍ୟୁତ୍ ଉତ୍ପାଦନ ଠପ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଅନୁଗୁଳ ଜିଲ୍ଲା କଣିହାଁରେ ଥିବା ଏନ୍‌ଟିପିସି ପ୍ରକଳ୍ପରେ କୋଇଲା ସଙ୍କଟ ଦେଖାଦେଇଛି। ଫଳରେ କମ୍ପାନିର ଏକ ୟୁନିଟ୍ ବନ୍ଦ କରାଯାଇଛି। ୪ଦିନ ମଧ୍ୟରେ ଚାରି ଚାରିଟି ୟୁନିଟ୍ ବନ୍ଦ କରାଯାଇଛି। ଏନ୍‌ଟିପିସିରେ ବିଦ୍ୟୁତ୍...

ପ୍ରତିଷ୍ଠା ହେବ ନୂତନ ରାଷ୍ଟ୍ରାୟତ ଉଦ୍ୟୋଗ ‘କାବିଲ’

ଓଡ଼ିଶାଲାଇଭ୍ ବ୍ୟୁରୋ ନ୍ୟାସନାଲ ଆଲୁମିନିୟମ କମ୍ପାନି ଲିମିଟେଡ (ନାଲକୋ), ହିନ୍ଦୁସ୍ତାନ କପର ଲିମିଟେଡ (ଏଚସିଏଲ) ଓ ମିନେରାଲ ଏକ୍ସପ୍ଲୋରେସନ କମ୍ପାନି ଲିମିଟେଡର (ଏମିସିଏଲ) ମିଳିତ ସହଯୋଗରେ ଏକ ଯୌଥ ଉଦ୍ୟୋଗ ଖଣିଜ ବିଦେଶ ଇଣ୍ଡିଆ...

ବିଏସ୍‌-୪ ଓ ବିଏସ୍‌-୬ ଇଞ୍ଜିନ ମଧ୍ୟରେ କ’ଣ ରହିଛି ଫରକ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏପ୍ରିଲ ୨୦୨୦ରେ ବନ୍ଦ ହେବ ବିଏସ୍‌-୪ ଇଞ୍ଜିନଯୁକ୍ତ ଗାଡ଼ି। ତେବେ ଆସନ୍ତୁ ଜାଣିବା, ବିଏସ୍‌-୪ ଓ ବିଏସ୍‌-୬ ଇଞ୍ଜିନ ମଧ୍ୟରେ କ'ଣ ରହିଛି ଫରକ? ଦେଶରେ ଚଳାଚଳ କରୁଥିବା ବିଭିନ୍ନ ଯାନବାହନର ଇଞ୍ଜିନରୁ...