ପଟ୍ଟନାୟିକିଆ ଟ୍ରିପଲ ମର୍ଡର ଘଟଣା: ୨ ମୁଖ୍ୟ ଅଭିଯୁକ୍ତ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ଛକରେ ହୋଇଥିବା ଟ୍ରିପଲ ମର୍ଡର ଘଟଣାରେ ପୋଲିସ ୨ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏହି ଦୁଇ ଅଭିଯୁକ୍ତ ହେଲେ ମିଟୁ ବେହେରା...

ମାଓବାଦୀଙ୍କ ସହିଦ ସପ୍ତାହ, ରାୟଗଡ଼ାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଓଡ଼ିଶାଲାଇଭ୍ ବ୍ୟୁରୋ ରାୟଗଡ଼ା : ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ ହୋଇଛି। ସାତ ଦିନ ଧରି ଚାଲିବ ଏହି ସହିଦ ସପ୍ତାହ।  ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ରାୟଗଡା ଜିଲ୍ଲାର...

କାଠ ଟ୍ରକ ସହ ଦୁଇ ମାଫିଆଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର: ବୈପାରୀଗୁଡା ଥାନା ଅନ୍ତର୍ଗତ ମୋସିଗାଁରେ ଶନିବାର ବିଳମ୍ବିତ ରାତିରେ କାଠ ଚୋରା ଚାଲାଣ ବେଳେ କାଠ ଟ୍ରକ ସହ ଦୁଇ ମାଫିଆଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀl ମୋସିଗାଁଠାରୁ କୁନ୍ଦୁରା ଯିବା...

ରାଜ୍ୟରେ ଆଇନ କାନୁନ୍ କେମିତି ଅଛି? ଗୃହ ବିଭାଗର ଶ୍ୱେତପତ୍ର ଦେଲା ସଂଘାତିକ ରିପୋର୍ଟ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ପ୍ରତିଦିନ ୭ ଜଣ ମହିଳାଙ୍କୁ ଦୁଷ୍କର୍ମ ୫ ଜଣଙ୍କୁ ହତ୍ୟା ଅଭିଯୋଗ ୨୦୧୮ରେ ବଢ଼ିଛି ଲୁଟ୍‌ତରାଜ ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ ରାଜ୍ୟରେ ଆଇନ କାନୁନ କେମିତି...

ଟ୍ରକ ଗ୍ୟାରେଜରେ ଚଢ଼ାଉ – ୫ଲକ୍ଷରୁ ଅଧିକ ଟଙ୍କାର ମୂଲ୍ୟବାନ କାଠ ଜବତ, ଜଣେ ଗିରଫ

ଓଡ଼ିଶାଲାଇଭ ବ୍ୟୁରୋ ଦିନକୁ ଦିନ ଜଙ୍ଗଲ ଦ୍ରୁତ ଗତିରେ କ୍ଷୟ ହେଉଥିବା ବେଳେ ଏପଟେ ଜଙ୍ଗଲ ମାଫିଆଙ୍କ ଚୋରା କାଠ ଚାଲାଣ ବନ ବିଭାଗର ନିଦ  ହଜାଇ ଦେଇଛି। ହେଲେ ରବିବାର ମୟୁରଭଞ୍ଜ କରଞ୍ଜିଆ...

ନାବାଳିକା ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ ଶୁଣାଇଲେ ପୋକ୍ସୋ କୋର୍ଟ

ଓଡ଼ିଶାଲଇଭ ବ୍ୟୁରୋ ଶେଷରେ ନାବାଳିକାକୁ ମିଳିଲା ନ୍ୟାୟ। ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡ ଶୁଣାଇଲେ କୋର୍ଟ। ଗତ ଜାନୁଆରୀରେ ଅନୁଗୁଳ ଜିଲ୍ଲା କାଙ୍ଗୁଳା ଗାଁର ନାବାଳିକା ଅପହରଣ, ଦୁଷ୍କର୍ମ ଓ ହତ୍ୟା ମମଲାରେ ପୋକ୍ସୋ କୋର୍ଟ...

ମାଲକାନଗିରି : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଥାନା ଅଧିକାରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲାଞ୍ଚ ନେବା ବେଳେ ପୋଲିସ୍‌ ହାତରେ ଧରାପଡ଼ିଲେ ଥାନା ଅଧିକାରୀ। ଶୁକ୍ରବାର ମାଲକାନଗିରି ଜିଲ୍ଲା ଟାଉନ୍ ଥାନା ଅଧିକାରୀ ଏବଂ ଦୁଇ ସବ୍‌ ଇନ୍ସପେକ୍ଟର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ...

ଜୟପୁରରୁ ୫୫ କିଲୋଗ୍ରାମର ଗଞ୍ଜେଇ ଜବତ, ଜଣେ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରାପୁଟ ଜିଲ୍ଲା ଜୟପୁରରେ ବେଧଡ଼କ ଚାଲିଥିବା ଗଞ୍ଜେଇ ଚୋରା ଚାଲାଣକୁ ରୋକିବା ପାଇଁ ଆକ୍ସନ ମୁଡ଼୍‌ରେ ପୋଲିସ। ଗୁରୁବାର ଜୟପୁର ସଦର ପୋଲିସ ଗଞ୍ଜେଇ ବୋଝେଇ କାର ଜବତ କରିଛି। ପୋଲିସ୍‌...

କଟକରେ ସିରିୟଲ କିଲର: ୩ ଦିନରେ ତିନି ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକରେ ମାତିଛନ୍ତି ତଣ୍ଟିକଟା ସିରିୟଲ କିଲର। ୨୪ ଘଣ୍ଟା ଭିତରେ ୩ଟି ତଣ୍ଟିକାଟି ଛୁ ମାରିଛି ଏହି କିଲର। ସିରିୟଲ କିଲରର କାରନାମାରେ ଅଶାନ୍ତ ହୋଇ ପଡ଼ିଛି ସିଲଭର ସିଟି। ପୋଲିସ୍‌କୁ...

କଟକରେ ମାତିଛନ୍ତି ତଣ୍ଟିକଟା! ଗୋଟିଏ ଦିନରେ ଦୁଇ ଜଣଙ୍କୁ ତଣ୍ଟି କାଟି ହତ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକରେ ମାତିଛନ୍ତି ତଣ୍ଟିକଟା। ଏହା ଆମେ କହୁନୁ, ୨୪ ଘଣ୍ଟା ଭିତରେ ତିନି ହତ୍ୟାକାଣ୍ଡ ଏହା କହୁଛି। ତିନି ଜଣଙ୍କୁ ସମାନ ଶୈଳୀରେ ତଣ୍ଟି କାଟି ହତ୍ୟା କରାଯାଇଥିବାରୁ କମିସନରେଟ୍ ପୋଲିସର...