ପୁରୀରେ ବୋମା ମାଡ଼, ୭ ଆହତ

ଓଡ଼ିଶାଲାଇଭ ବ୍ୟୁରୋ ରାଜନୈତିକ ଶତୃତାକୁ କେନ୍ଦ୍ର କରି ପୁରୀ କୃଷ୍ଣପ୍ରସାଦ ବ୍ଲକ କହ୍ନେଇପୁର ଗ୍ରାମରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୫ଟି ବୋମା ମାଡ଼ ମଧ୍ୟ ହୋଇଛି। ବୋମା ମାଡ଼ରେ ଉଭୟ ଗୋଷ୍ଠୀର...

ମହିଳାଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଲେ ୧ଲକ୍ଷ ୮୯ ହଜାର ଟଙ୍କା

ଓଡ଼ିଶାଲାଇଭ ବ୍ୟୁରୋ ଦିନ ଦିପହରେ ବନ୍ଧୁକ ଦେଖାଇ ଜଣେ ମହିଳାଙ୍କଠାରୁ ୧ଲକ୍ଷ ୮୯ ହଜାର ଟଙ୍କା ଓ ସ୍କୁଟି ଲୁଟି ନେଲେ ଦୁର୍ବୃତ୍ତ। ଲୁଟର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ବବିତା ପାତ୍ର।...

ଯାଜପୁର: ଦୋକାନ ଭିତରୁ ରକ୍ତ ଜୁଡୁବୁଡୁ ମୃତ୍ୟୁ ଦେହ ଉଦ୍ଧାର

ଓଡ଼ିଶାଲାଇଭ ବ୍ୟୁରୋ ଯାଜପୁର ଜିଲ୍ଲା ପାଣିକୋଇଲିସ୍ଥିତ ଜାତୀୟ ରାଜପଥ କଡ଼ର ଏକ ଦୋକାନ ଭିତରୁ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ରବିନ୍ଦ୍ର ସାହୁ।...

ବାପା ସହ ବଚସା, ରୋଗିଣା ମା’କୁ କିରୋସିନି ଢ଼ାଳି ଜିଅନ୍ତା ଜାଳି ଦେଲା ପୁଅ

ଓଡ଼ିଶାଲାଇଭ ବ୍ୟୁରୋ ବାପା ମା’ଙ୍କର ଇଚ୍ଛା ଥାଏ ଯେ ମୃତ୍ୟୁ ପରେ ତାଙ୍କ ପୁଅ ତାଙ୍କୁ ମୁଖାଗ୍ନି ଦେଉ। ଏହା ଆମ ସମାଜର ମଧ୍ୟ ଏକ ପରମ୍ପରା। ହେଲେ ଏବେ ଏହାର ବିପରୀତ ଦୃଶ୍ୟ...

ନିର୍‌ତାର୍ ନିର୍ଦ୍ଦେଶକଙ୍କୁ ମରଣାନ୍ତକ ଆକ୍ରମଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଟକ: କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରାଳୟ ଓଲଟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥା(ଏସ୍‌ଭିନିର୍‌ତାର) ନିର୍ଦ୍ଦେଶକ ଡାକ୍ତର ଶକ୍ତିପ୍ରସାଦ ଦାସଙ୍କୁ ମରଣାନ୍ତକ ଆକ୍ରମଣ...

ଭିଜିଲାନ୍ସ ଜାଲରେ କର୍ଲାମୁଣ୍ଡା ତହସିଲଦାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମି ଇମ୍ୟୁଟେସନ୍‌ ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ତହସିଲଦାର। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ତହସିଲଦାର। ଜମି ଇମ୍ୟୁଟେସନ୍‌ ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ...

ରାଜଧାନୀରେ ଚହଳ – ଆବାସିକ ହଷ୍ଟେଲର ୪ ଛାତ୍ରୀ ଗର୍ଭବତୀ!

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରରେ ଅସୁରକ୍ଷିତ ସରକାରୀ ଛାତ୍ରୀ ନିବାସ। କୌଣସି ଉପାନ୍ତ ଅଞ୍ଚଳର ଘଟଣା ନୁହେଁ। ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଏମିତି କାଣ୍ଡ ଘଟିଛି ଯାହା ସରକାରୀ କଳର ଅପାରଗତାକୁ ପଦାରେ ପକାଇ ଦେଇଛି। ରାଜ୍ୟ...

ନିଆଳିରେ ଚାଞ୍ଚଲ୍ୟ : ଶ୍ରେଣୀଗୃହରେ ଶିକ୍ଷୟିତ୍ରୀଙ୍କୁ କଟୁରି ଚୋଟ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ : ନିଆଳି ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଆମ୍ବାପଡ଼ା ପ୍ରାଥମିକ ବିଦ୍ୟାଳୟରେ ସୁଚିସ୍ମିତା ମୁଦୁଲି ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଉଥିବା ବେଳେ ଜଣେ ଦୁର୍ବୃତ୍ତ...

ତୃତୀୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ – ନାବାଳକ ଗିରଫ

ଓଡ଼ିଶାଲାଇଭ ବ୍ୟୁରୋ କେନ୍ଦୁଝର ଜିଲ୍ଲାରେ ସ୍ଵାମୀ ସହଯୋଗରେ ସ୍ତ୍ରୀକୁ ଦୁଷ୍କର୍ମ ଘଟଣା ପରେ ଆଉ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ତୃତୀୟ ଶ୍ରେଣୀର ଛାତ୍ରୀକୁ ଜଣେ ନବମ ଶ୍ରେଣୀର ନାବାଳକ ଦୁଷ୍କର୍ମ...

ଦୁଷ୍କର୍ମ ଉଦ୍ୟମରେ ଫେଲ୍ ମାରିବାରୁ ପିଉସୀଙ୍କ ଗଳା କାଟିଲା ପୁତୁରା

ଓଡ଼ିଶାଲାଇଭ ବ୍ୟୁରୋ ପିଉସୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ଗଳାକାଟି ହତ୍ୟା କରିଛି ସଂପର୍କୀୟ ପୁତୁରା। ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ। ରବିବାର ରାତିରେ ଅଭିଯୁକ୍ତ...