ସମବାୟ ବ୍ୟାଙ୍କ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍‌

ଓଡ଼ିଶାଲାଇଭ ବ୍ୟୁରୋ ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ଅଶୋକ ମହାପାତ୍ର। ଆୟ ବହିର୍ଭୁତ ସମ୍ପତ୍ତିଠୁଳ ଅଭିଯୋଗରେ ତାଙ୍କ ଘରେ ଚଢ଼ାଉ କରାଯାଇଛି। ଭିଜିଲାନ୍ସର ୪ଟି ଟିମ୍‌ ଏକକାଳୀନ ଭାବେ...

ପଶ୍ଚିମ ଓଡ଼ିଶାରେ ଧୁମଧାମରେ ପାଳିତ ହେଲା ନୂଆଁଖାଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆ ବସ୍ତ୍ର ପରିଧାନ କରି ଏବଂ ନୂଆ ଶସ୍ୟରେ ତିଆରି ହୋଇଥିବା ଖିରି, ପିଠାରେ ପୁରପଲ୍ଲୀ ମହମହ ହୋଇ ବାସୁଛି। ବାହାରେ ଥିବା ପରିବାର ସଦସ୍ୟ ଏହି ଗଣପର୍ବରେ ଘରକୁ ଫେରି...

ନୂଆଁଖାଇ ଲାଗି ଚଳଚଞ୍ଚଳ ତିହାର ହାଟ

ଓଡ଼ିଶାଲାଇଭ୍ ବ୍ୟୁରୋ ରାତି ପାହିଲେ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ। ଘରେ ଘରେ ଏହି ପର୍ବ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନୂଆଁଖାଇରେ ନୂଆ ଧାନ ପୂଜା କରିବାର ପରମ୍ପରା ରହିଛି।...

ନୂଆଁଖାଇ ପ୍ରସ୍ତୁତି – ଉତ୍ସବମୁଖର ବଲାଙ୍ଗିର ସହର

ଓଡ଼ିଶାଲାଇଭ ବ୍ୟୁରୋ ରାତି ପାହିଲେ ପଶ୍ଚିମ ଓଡ଼ିଶା ଗଣପର୍ବ ନୂଆଁଖାଇ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଲଗ୍ନ ଧାର୍ଯ୍ୟ ହେବା ପରଠୁ ବଲାଙ୍ଗିରର ଗାଁଠାରୁ ସହର ପର୍ଯ୍ୟନ୍ତ ସଜବାଜ ଆରମ୍ଭ ହୋଇଯାଇଥିଲା। ନୂଆଁଖାଇର...

ସ୍ୱାଭାବିକ ହେଉଛି ବଲାଙ୍ଗିର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଇ ଦିନ ତଳେ ଭୟଙ୍କର ବନ୍ୟା ପରିସ୍ଥିତିର ସାମ୍ନା କରିବା ପରେ ବଲାଙ୍ଗିରବାସୀ ଏବେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି। ଦୁଇ ଦିନ ହେବ ବଲାଙ୍ଗିରରେ ବର୍ଷା ହୋଇନି। ଫଳରେ ଜମି ରହିଥିବା...

ବୁଡ଼ିଲା ବଲାଙ୍ଗିର

ଓଡ଼ିଶାଲାଇଭ୍ ବ୍ୟୁରୋ ଗତ କିଛି ଦିନର ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ଲାଗି ରହିଛି। ଏହାର ପ୍ରଭାବରେ ବଲାଙ୍ଗିର ସହରରେ ସ୍ଥିତି ଅସମ୍ଭାଳ ହୋଇ ପଡ଼ିଛି। ସୋମବାର ରାତିରୁ...

ବର୍ଷାରେ ବେହାଲ ହୋଇଥିଲା ବଲାଙ୍ଗିର – ସୁଧୁରୁଛି ସ୍ଥିତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଏହି ଲଗାଣ ବର୍ଷାରେ ସବୁଠୁ ବେହାଲ ହୋଇଥିଲା ବଲାଙ୍ଗିର ସହର। ବର୍ଷାପାଣି ଘରେ ପଶିଥିବାରୁ ପାଖାପାଖି ୨୦୦...

ବର୍ଷା ଆଣିଲା ବନ୍ୟା – ୭ ଜିଲ୍ଲାର ସ୍ଥିତି ବେହାଲ୍, ପାଣିଘେରରେ ଲୋକେ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ  ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ ଓଡ଼ିଶାରେ ପ୍ରଳୟ କରିଛି। ୭ ଜିଲ୍ଲାରେ ବର୍ଷା ତାଣ୍ଡବ ରଚିଛି। କେଉଁଠି ରାସ୍ତା ଭସେଇ ନେଇଛି ତ ଆଉ କେଉଁଠି ପୋଲ...

ଲଗାଣ ବର୍ଷାରେ ଉବୁଟୁବୁ ବଲାଙ୍ଗିର – ଭାସିଲା କାର୍, ଘରେ ପଶିଲା ପାଣି

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନିଭୂତ ହୋଇଛି। ସୋମବାର ରାତିରୁ ପଶ୍ଚିମ ଓଡ଼ିଶାରେ ବର୍ଷା କାଚୁଛି। ଫଳରେ ବଲାଙ୍ଗିର ସହର ଜଳବନ୍ଦୀ ହୋଇଯାଇଛି। ଏବେ ବି ବର୍ଷା ଜାରି...

ବଲାଙ୍ଗିରରେ ବନ୍ୟା, ସ୍କୁଲ କଲେଜ ବନ୍ଦ କଲା ପ୍ରଶାସନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲଗାଣ ବର୍ଷାରେ ବେହାଲ ବଲାଙ୍ଗିର। ଗତ ଦୁଇ ଦିନ ହେବ ବଲାଙ୍ଗିରରେ ପ୍ରବଳ ବର୍ଷା ହୋଇଛି। ଫଳରେ ଗୁଡଭେଲା ବ୍ଲକରେ ପ୍ରବାହିତ ଖଡ଼ଙ୍ଗ ନଦୀର ବନ୍ୟା ଜଳ ବିଭିନ୍ନ ଗାଁରେ ପ୍ରବେଶ...