ଜନ୍ମମାଟିରେ ପହଞ୍ଚିଲା ସହିଦ ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ସିଅଳଙ୍କ ପାର୍ଥିବ ଶରୀର, ଆଜି ହେବ ଅନ୍ତିମ ସଂସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ସହିଦ ହୋଇଥିବା ଓଡ଼ିଆ ଯବାନ ପ୍ରକାଶ ଚନ୍ଦ୍ର ସିଅଳଙ୍କ ପାର୍ଥିବ ଶରୀର ନିଜ ଜନ୍ମମାଟି ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ୍‌ ଗୋପାଳପୁର ଗ୍ରାମରେ ପହଞ୍ଚିଛି। ଯବାନଙ୍କ ମୃତ୍ୟୁକୁ...

ଛତିଶଗଡ଼ରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ସହିଦ ହୋଇଛନ୍ତି ଓଡ଼ିଆ ବିଏସଏଫ୍‌ ଯବାନ ପ୍ରକାଶ ଚନ୍ଦ୍ର ସିଅଳ। ମଙ୍ଗଳବାର ଛତିଶଗଡ଼ର କାଙ୍କେର ଜିଲ୍ଲା ରେଙ୍ଗାବାଇ ଜଙ୍ଗଲରେ ମାଓବାଦୀମାନେ ବିଛାଇଥିବା ଲ୍ୟାଣ୍ଡ୍‌ମାଇନର ଶିକାର ହୋଇ ଗୁରୁତର...

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବାଲେଶ୍ଵର ଜିଲ୍ଲାର କୁଲଡ଼ିହା ଅଭୟାରଣ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ବାଲେଶ୍ଵର ଜିଲ୍ଲାର କୁଲଡ଼ିହା ଅଭୟାରଣ୍ୟ। ଗତ ଜୁନ ମାସରୁ ବର୍ଷାଦିନ ପାଇଁ ବନ୍ଦ ରହିବାପରେ ବୁଧବାର ଅଭୟାରଣ୍ୟକୁ ଖୋଲାଯାଇଛି। ପ୍ରଥମ ଦିନରେ ଅନେକ ପର୍ଯ୍ୟଟକ ଏଠାକୁ...
Tiger-1

ଆରମ୍ଭ ହେଲା କୁଳଡ଼ିହା ଅଭୟାରଣ୍ୟରେ ବାଘ ଗଣନା

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ଜିଲ୍ଲା କୁଳଡ଼ିହା ଅଭୟାରଣ୍ୟରେ ବୁଧବାର ଦିନଠାରୁ ଆରମ୍ଭ ହୋଇଛି ବାଘ ଗଣନା। ବାଘ ଗଣିବାକୁ ନିୟୋଜିତ ହୋଇଛନ୍ତି ୪୨ ଜଣ ବନ କର୍ମଚାରୀ। କୁଳଡ଼ିହା ସମେତ ସମସ୍ତ ଫରେଷ୍ଟ ଡିଭିଜନରେ ବାଘ...

ବାହାନଗା ଟ୍ରେନ ଟ୍ରାଜେଡି: ଚିହ୍ନଟ ହୋଇନଥିବା ୨୮ ମୃତଦେହର ହେବ ସତ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ଏମ୍ସରେ ଥିବା ବାହାନଗା ଟ୍ରେନ ଦୁର୍ଘଟଣାର ୨୮ଟି ଅଚିହ୍ନା ମୃତଦେହକୁ ବିଏମସି ପକ୍ଷରୁ ସଂସ୍କାର କରାଯିବ। ବହୁ ଚର୍ଚ୍ଚିତ ବାହାନଗା ରେଳ ଦୁର୍ଘଟଣାରେ ଚିହ୍ନଟ ହୋଇନଥିବା ୨୮ ମୃତଦେହ ଆଗାମୀ ଦିନେ...

ୟୁଥ୍ ଫର ୱାଟର ପ୍ଲସ ପକ୍ଷରୁ ବାଲେଶ୍ୱରରେ ନୀଳ ରକ୍ତ କଙ୍କଡ଼ା ସଂରକ୍ଷଣ ଅଭିଯାନ ‘ଲିମୁଲସ୍ ପଲିଫେମସ୍’ର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର ଚାନ୍ଦିପୁରରେ ଆରମ୍ଭ ହୋଇଛି ନୀଳ ରକ୍ତ କଙ୍କଡ଼ା (ହର୍ସ ସୁ କ୍ରାବ) ସଂରକ୍ଷଣ ଅଭିଯାନ ‘ଲିମୁଲସ୍ ପଲିଫେମସ୍’। ମଙ୍ଗଳବାର ବାଲେଶ୍ଵର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ୍ ଶିନ୍ଦେ ମୁଖ୍ୟ ଅତିଥି ଭାବେ...

ଫକୀରମୋହନ ବିଶ୍ଵବିଦ୍ୟାଳୟରେ ‘କମ୍ୟୁନିକେସନ ଫର ସୋସିଆଲ ଆଣ୍ଡ ବିହେଭିୟର ଚେଞ୍ଜ’ ବିଷୟରେ ଡିପ୍ଲୋମା ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନର...

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ସ୍ଥିତ ଫକୀର ମୋହନ ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଏବଂ ଗଣଯୋଗାଯୋଗ ବିଭାଗରେ ଏକ ନୂଆ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଏହି ବର୍ଷିକିଆ ପାଠ୍ୟକ୍ରମର ନାମ ରହିଛି ‘ଡିପ୍ଲୋମା ଇନ କମ୍ୟୁନିକେସନ...

ବାଲେଶ୍ୱର: ସାଳନ୍ଦୀ ନଦୀରେ ବୁଡ଼ି ଦୁଇ କାଉଡ଼ିଆଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଧାରେ ରହିଲା ମାନସିକ। ମହାଦେବଙ୍କ ମନ୍ଦିରରେ ଜଳାଭିଷେକ କରିବା ପୂର୍ବରୁ ଚାଲିଗଲା ଦୁଇ କାଉଡ଼ିଆଙ୍କର ଜୀବନ। ଏହି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ। ମୃତ ଦୁଇଜଣ ହେଲେ ଖଇରା ବ୍ଲକ...

ବାହାନଗା ଟ୍ରେନ ଟ୍ରାଜେଡିକୁ ବିତିଲା ଦୁଇ ମାସ, ଏ ଯାଏଁ ମିଳୁନି ୨୯ ମୃତକଙ୍କ ପରିଚୟ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ଜିଲ୍ଲା ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ବୁଧବାର ଦୁଇ ମାସ ବିତିଛି। ଏହି ଦୁର୍ଘଟଣାର ଭୟାବହ ଦୃଶ୍ୟ ଏ ଯାଏଁ ଲୋକଙ୍କ ମନରୁ ଯାଇନାହିଁ। ହେଲେ ବର୍ତ୍ତମାନ ସୁଦ୍ଧା...

ସୋର: ଅଙ୍ଗନବାଡ଼ି କେନ୍ଦ୍ରରେ ପଶି ଶିଆଳର ଆକ୍ରମଣ, ୧୦ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର ଜିଲ୍ଲା ସୋରରେ ଶିଆଳ ଆତଙ୍କ ଦେଖାଦେଇଛି। ଶୁକ୍ରବାର ଦିନ ଡାଳଙ୍ଗ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଗୋଟିଏ ଶିଆଳ ପଶି ୪ ଜଣ ଶିଶୁଙ୍କ ସମେତ ମୋଟ ୧୦ ଜଣଙ୍କୁ ଆକ୍ରମଣ...