କେଡ଼େ ନିର୍ଦ୍ଦୟ ଜେଜେ ମା’? ନାତିକୁ ତଳେ ପକାଇ ମାରିଲା ଗୋଇଠା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରୁ ଆସିଲା ଅଭାବନୀୟ ଖବର। ୭ ବର୍ଷର ନାତିକୁ ନିର୍ଦ୍ଦୟ ଭାବେ ଗୋଇଠା ମାରି ଜେଜେ ମା’ ଏବେ ଥାନାରେ। ଶିଶୁକୁ ଉଦ୍ଧାର କରିବା ପାଇଁ ଗାଁରେ...

ଥାନା ଆଇଆଇସିଙ୍କୁ ମାଡ଼ ଘଟଣା,୧୩ ଗିରଫ

ଓଡ଼ିଶାଲାଇଭ ବ୍ୟୁରୋ ବାଲିଆପାଳ ଥାନା ଅଧିକାରୀ ପ୍ରଭୁକଲ୍ୟାଣ ଆଚାର୍ଯ୍ୟଙ୍କୁ ମାଡ଼ ମାରିବା ଘଟଣାରେ ପୋଲିସ ୧୩ଜଣଙ୍କୁ ଗିରଫ କରିଛି। ବୁଧବାର ରାତିରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୩ ଜଣଙ୍କୁ ଗିରଫ କରିଥିଲା।...

ଢାବାରେ ନାବାଳକ ମୃତ୍ୟୁ ଘଟଣା – ଆଇଆଇସିଙ୍କୁ ବଦଳି

ଓଡ଼ିଶାଲାଇଭ ବ୍ୟୁରୋ ବାଲେଶ୍ଵର ବାଲିଆପାଳ-ବସ୍ତା ରୋଡରେ ଏକ ଢ଼ାବାରୁ ନାବାଳକର ଝୁଲନ୍ତା ଶବ ମିଳିବା ଘଟଣା ଥମିବାର ନାଁ ଧରୁନାହିଁ। ଏହି ଘଟଣାରେ ଲୋକମାନଙ୍କ ଆକ୍ରମଣର ଶିକାର ହୋଇଥିବା ବାଲିଆପାଳ ଥାନା ଆଇଆଇସି ପ୍ରଭୁକଲ୍ୟାଣ...

ଢାବାରେ ନାବାଳକ ମୃତ୍ୟୁ ନେଇ ଥମୁନି ଉତ୍ତେଜନା – ଟାୟାର ଜାଳି ରାସ୍ତାରୋକ

ଓଡ଼ିଶାଲାଇଭ ବ୍ୟୁରୋ ବାଲେଶ୍ୱର ବାଲିଆପାଳରେ ଢାବାରେ ନାବାଳକ ମୃତ୍ୟୁ ନେଇ ଉତ୍ତେଜନା ଥମୁନି। ଶବ ବ୍ୟବଚ୍ଛେଦ ପରେ ଶବ ଛାଡ଼ିବାକୁ ଆସିଥିବା ଆମ୍ବଲାନ୍ସ ଓ ଡ୍ରାଇଭରକୁ ଅଟକାଇଛନ୍ତି ଗାଁ ଲୋକ। ଏଥିସହିତ ଶବକୁ ରାସ୍ତାରେ...

ବାଲେଶ୍ଵର – ନାବାଳକ ମୃତ୍ୟୁର ତଦନ୍ତ ପାଇଁ ଯାଇ ମାଡ଼ ଖାଇଲେ ପୋଲିସ

ଓଡ଼ିଶାଲାଇଭ ବ୍ୟୁରୋ ପୋଲିସକୁ ବିଚ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଲେ ଉତ୍ୟକ୍ତ ଲୋକ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଅଞ୍ଚଳରେ। ଢ଼ାବା ଭିତରୁ ମିଳିଥିବା ଏକ ନାବାଳକ ମୃତ୍ୟୁର...