ବାହାନଗା ଟ୍ରେନ ଟ୍ରାଜେଡି: ଦୁର୍ଘଟଣାସ୍ଥଳ ପରିଦର୍ଶନ କଲେ ରେଲୱେ ସେଫ୍ଟି କମିଶନର

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ଜିଲ୍ଲା ବାହାନଗାରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର ରେଳ ବିଭାଗ ପକ୍ଷରୁ ଯାଞ୍ଚ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ସୋମବାର ବାହାନଗା ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ରେଲୱେ ସେଫ୍ଟି କମିଶନର...

ଶବ ଭିତରୁ ଖୋଜା ଚାଲିଛି ପରିଚୟ: “କେତେ ଖୋଜିଲିଣି ମୋ ପୁଅକୁ ପାଉନି”

ଓଡ଼ିଶାଲାଇଭ୍ ବ୍ୟୁରୋ ଚାହୁଁ ଚାହୁଁ ମାତ୍ର କିଛି ସମୟ ମଧ୍ୟରେ ସବୁକିଛି ଛାରଖାର କରିଦେଲା ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା। ଏହି ଦୁର୍ଘଟଣା ଅନେକ ଜୀବନ ନେଲା, ଅନେକଙ୍କୁ ଆହତ ମଧ୍ୟ କଲା।...

ମୃତ୍ୟୁ ଏମିତି ବି ଆସେ: ବାହାନଗାରେ ଭୟଙ୍କର ଦୁର୍ଘଟଣା, ହୃଦୟ ବିଦାରକ ଦୃଶ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ କିଏ ଭାବିଥିଲା ମୃତ୍ୟୁ ଏମିତି ଆସିବ, ଟ୍ରେନ ଯାତ୍ରା ଶ୍ମଶାନକୁ ବାଟ କଢ଼େଇବ? ଚାହୁଁ ଚାହୁଁ ସବୁକିଛି ଶେଷ ହୋଇଯିବ? ହସଖୁସିରେ କରମଣ୍ଡଳ ଏକ୍ସପ୍ରେସରେ ନିଜ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିବା ମହଙ୍ଗା...

ବାହାନଗା ଟ୍ରେନ ଟ୍ରାଜେଡି: ବାଲେଶ୍ଵର ଡାକ୍ତରଖାନାରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ବାହାନଗା ରେଳ ଦୁର୍ଘଟଣାର ଆହତ ହୋଇଥିବା ଯାତ୍ରୀମାନଙ୍କୁ ଭେଟିଛନ୍ତି। ସେ ବାଲେଶ୍ଵର ଡାକ୍ତରଖାନାକୁ ଯାଇ ସେଠାରେ ଚିକିତ୍ସିତ ହେଉଥିବା ଯାତ୍ରୀଙ୍କ ସ୍ଵାସ୍ଥ୍ୟବସ୍ଥା ସଂପର୍କରେ ପଚାରି...

ବାହାନଗାରେ ଟ୍ରେନ୍ ଟ୍ରାଜେଡିର ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ   ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାର ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର ଅପରାହ୍ଣରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ପ୍ରଧାନମନ୍ତ୍ରୀ ବାହାନଗାର ଦୁର୍ଘଟଣାସ୍ଥଳରେ...

ବାହାନଗା ଟ୍ରେନ ଟ୍ରାଜେଡି: ୨୬୧ ଛୁଇଁଲା ମୃତ୍ୟୁ ସଂଖ୍ୟା, ଏବେ ବି ଚାଲିଛି ଉଦ୍ଧାର କାର୍ଯ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୬୧ରେ ପହଞ୍ଚିଛି। ଏ ନେଇ ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ...

ବାହାନଗା ଟ୍ରେନ ଟ୍ରାଜେଡି – live updates

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଛି ବଡ଼ ରେଳ ଦୁର୍ଘଟଣା। ୩ଟି ଟ୍ରେନକୁ ନେଇ ହୋଇଥିବା ଏହି ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୨୩୮ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ୯୦୦ରୁ...

ବାହାନଗା ଟ୍ରେନ ଟ୍ରାଜେଡିର ଉଚ୍ଚସ୍ତରୀୟ ତଦନ୍ତ ହେବ – କେନ୍ଦ୍ର ରେଳମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର ବାହାନଗା ଷ୍ଟେସନରେ ଶୁକ୍ରବାର ସନ୍ଧ୍ୟାରେ ଘଟିଛି ଭୟଙ୍କର ଦୁର୍ଘଟଣା। ଗୋଟିଏ ନୁହେଁ ତିନି ତିନିଟି ଟ୍ରେନ ଦୁର୍ଘଟଣାଗ୍ରସ୍ଥ ହୋଇ ୨୩୮ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ୯୦୦ରୁ ଅଧିକ ଯାତ୍ରୀଙ୍କୁ...

ବାହାନଗା ଟ୍ରେନ ଟ୍ରାଜେଡି: କେମିତି ଥିଲା ଏହି ଛାତି ଥରା ଦୁର୍ଘଟଣା    

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ବାହାନଗା ରେଳ ଷ୍ଟେସନ ନିକଟରେ ଘଟିଛି ବଡ଼ ରେଳ ଦୁର୍ଘଟଣା। ୩ଟି ଟ୍ରେନକୁ ନେଇ ହୋଇଥିବା ଏହି ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ୨୩୮ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ୯୦୦ରୁ...

ବାହନଗା ଟ୍ରେନ ଟ୍ରାଜେଡି: ଦୁର୍ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ୱର ବାହାନଗା ରେଳ ଷ୍ଟେସନରେ ଘଟିଥିବା ଭୟଙ୍କର ସ୍ଥିତି ପରଖିବାକୁ ଦୁର୍ଘଟଣାସ୍ଥଳରେ ଶନିବାର ଦିନ ସକାଳେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଦୁର୍ଘଟଣାସ୍ଥଳର ସ୍ଥିତି ଅନୁଧ୍ୟାନ କରିବା ସହ ଆହତମାନଙ୍କୁ...