ବାତ୍ୟା ସମୟରେ ଓଡ଼ିଶାରେ ଜନ୍ମନେଲେ ୭୫୦ ଶିଶୁ

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ୟାସ୍ ସମୟରେ ରାଜ୍ୟରେ ଜନ୍ମ ନେଇଛନ୍ତି ୭୫୦ଶିଶୁ। ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ଲୋକମାନଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ସମୟରେ...

‘ବାତ୍ୟାରେ ଜୀବନ ବଞ୍ଚିଲା ହେଲେ ଏଯାଏଁ ମିିଳିନି ଆହାର’

ଓଡ଼ିଶାଲାଇଭ୍ ବ୍ୟୁରୋ “ବାତ୍ୟାରେ ଜୀବନ ବଞ୍ଚିଗଲା ସତ କିନ୍ତୁ ଏଯାଏଁ ଆମ ପାଖରେ କୌଣସି ଖାଦ୍ୟ ସାମଗ୍ରୀ ପହଞ୍ଚିନାହିଁ । ଭୋକ ଉପାସରେ ଛୁଆ ପିଲାଙ୍କୁ ଧରି ପାଣି ଘେରରେ ବସି ରହିଛୁ ।...

ବାତ୍ୟା ପରର ସ୍ଥିତି – ସବୁଠି ଚାଲିଛି ଉଦ୍ଧାର ଓ ସ୍ଥାନାନ୍ତରଣ ପ୍ରକ୍ରିୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବାତ୍ୟା ୟାସ୍ ଅତିକ୍ରମ କରିବାପରେ ଏବେ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାମାନଙ୍କରେ ଚାଲିଛି ଗଛ କାଟ, ରାସ୍ତା ମରାମତି, ଇଲେକ୍ଟ୍ରି ସଜଡ଼ା କାମ। ଏଥିସହ ବୈତରଣୀ ନଦୀରେ ମଧ୍ୟମ ଧରଣର ବନ୍ୟା...

ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ୟାସ୍‌ ପ୍ରଭାବରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାର ଆଜି ସ୍ଥିତି ସମୀକ୍ଷା କରିବେ...

ବାଲେଶ୍ଵରରେ ବାତ୍ୟା ଅଘଟଣ – ନଡ଼ିଆ ଗଛ ପଡ଼ି ଜଣେ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦୁଝର ପରେ ବାଲେଶ୍ଵର ଜିଲ୍ଲା ଭାସ୍କରଗଞ୍ଜରେ ଆଉ ଏକ ବାତ୍ୟା ଅଘଟଣ ଦେଖିବାକୁ ମିଳିଛି। ବୁଧବାର ସକାଳେ ଜଣେ ବ୍ୟକ୍ତିଙ୍କ ଉପରେ ଏକ ନଡ଼ିଆ ଗଛ ଭାଙ୍ଗି ପଡ଼ିଯିବାରୁ ତାଙ୍କର ମୃତ୍ୟୁ...

ବାତ୍ୟା ‘ୟାସ୍’ର ପ୍ରଭାବ – ସମୁଦ୍ରରେ ଉଠିବ ଉଚ୍ଚ ଜୁଆର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାତ୍ୟା ‘ୟାସ୍’ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଭଦ୍ରକ ଜିଲ୍ଲା ଧାମରା ବନ୍ଦର ନିକଟରେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଏହାର...

୧୦ ଜିଲ୍ଲାରୁ ସ୍ଥାନାନ୍ତର ହେଲେଣି ୨ଲକ୍ଷରୁ ଅଧିକ – ଗର୍ଭବତୀଙ୍କୁ ଦିଆଯାଉଛି ଗୁରୁତ୍ୱ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଉପକୂଳ ଆଡ଼କୁ ପାଖେଇ ଆସୁଛି ବାତ୍ୟା ୟାସ୍। ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି। ଏସ୍‌ଆରସିଙ୍କ ସୂଚନା ମୁତାବକ, ଅପରାହ୍‌ଣ ୪ଟା...

ବାଲେଶ୍ୱରରେ ୟାସ୍‌ର ସ୍ଥିତି ଉପରେ ନଜର ରଖିବେ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଆସୁଛି ବାତ୍ୟା ୟାସ୍। ବୁଧବାର ମଧ୍ୟାହ୍‌ଣରେ ଧାମରା ପାଖାପାଖି ଅଞ୍ଚଳରେ ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶକ୍ତିମନ୍ତ୍ରୀ...

ୟାସ୍ ଅପ୍‌ଡେଟ୍ – ଦିନ ୨ଟା ସୁଦ୍ଧା ବାତ୍ୟାର ଟିକିନିଖି ଖବର

ଓଡ଼ିଶାଲାଇଭ୍ ବ୍ୟୁରୋ ଆସୁଛି ବାତ୍ୟା ୟାସ୍। ବାତ୍ୟାର ଗତିବିଧି ସମ୍ପର୍କରେ ଟିକିନିଖି ଖବର ଜାଣନ୍ତୁ ୟାସ୍ ଅପ୍‌ଡେଟ୍‌ରୁ। ଆସୁଛି ବାତ୍ୟା ୟାସ୍ ମେ’୨୬ତାରିଖରେ ବାଲେଶ୍ୱର ଓ ଧାମରା ପାଖରେ ସ୍ଥଳ ଭାଗ ଛୁଇଁବ ୟାସ୍ ...

ଭୀଷଣ ବାତ୍ୟାର ରୂପ ନେଲା ୟାସ୍ – ମେ’୨୬ ଅପରାହ୍‌ଣରେ ଧାମରା ପାଖରେ ସ୍ଥଳଭାଗ ଛୁଇଁବ

ଓଡ଼ିଶାଲାଇଭ୍ ବ୍ୟୁରୋ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟାସ୍ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ମେ’ ୨୬ରେ ଅର୍ଥାତ୍ ଗୁରୁବାର ବାଲେଶ୍ୱର ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ୟାସ୍। ଏନେଇ ସୂଚାନ...