ବାଲେଶ୍ୱର ଫଳାଫଳ – ୨୦ ରାଉଣ୍ଡରେ ୬,୮୫୦ ଭୋଟରେ ବିଜେଡି ଆଗୁଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ କିଛି ସମୟର ଅପେକ୍ଷା ପରେ କିଏ ଜିତିବେ ବାଲେଶ୍ୱର ବିଧାନସଭା ଆସନ ତାହା ଜଣାପଡ଼ିବ। କିନ୍ତୁ ବର୍ତ୍ତମାନର ଚିତ୍ର ଅନୁସାରେ ବାଲେଶ୍ୱରରେ ବିଜେଡିର ବିଜୟ ହେବ ବୋଲି କୁହାଯାଇପାରେ। କାରଣ...
ବାଲେଶ୍ୱରରେ ବିଜେଡି ଆଗୁଆ – ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ସ୍ୱରୂପ ଦାସଙ୍କୁ ୭,୧୨୮ ଭୋଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱରରେ ଦ୍ୱିତୀୟ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି। ଏହି ରାଉଣ୍ଡରେ ବିଜେଡି ୧୦୫୪ ଭୋଟରେ ଆଗୁଆ ରହିଛି। ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେଡିକୁ...
ନିଲମ୍ବନର ଜବାବ ଇସ୍ତଫାରେ ଦେଲେ ଜୀବନ ପ୍ରଦୀପ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡିରୁ ନିଲମ୍ବନ ହେବା ପରେ ଦଳରୁ ଇସ୍ତଫା ଦେଇଛନ୍ତି ଜୀବନ ପ୍ରଦୀପ ଦାଶ।
ବିଜେଡିରୁ ନିଲମ୍ବିତ ହେବାର ଗୋଟିଏ ଦିନ ପରେ ଶନିବାର ଦଳରୁ ଇସ୍ତଫା ଦେଇଛନ୍ତି ବାଲେଶ୍ୱରର ନେତା ଜୀବନ ପ୍ରଦୀପ...
ବିଜେଡିରୁ ବିଦା ହେଲେ ଜୀବନ ପ୍ରଦୀପ ଦାଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ଉପ ନିର୍ବାଚନ ଭୋଟର ମାତ୍ର ଦିନକ ପରେ ବିଜେଡିରୁ ନିଲମ୍ବିତ ହୋଇଛନ୍ତି ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ଦଳ ବିରୋଧୀ କାମ କରୁଥିବା ହେତୁ ତାଙ୍କୁ ଦଳରୁ ବିଦା...
ଭୋଟ ଦେଲେ ସ୍ଵାଧୀନ ପ୍ରାର୍ଥୀ ବେଣୁଧର ବାରିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵର ଏବଂ ତିର୍ତ୍ତୋଲ ୨ଟି ଆସନରେ ଉପନିର୍ବାଚନ ପାଇଁ ଆଜି ଚାଲିଛି ଭୋଟଗ୍ରହଣ। କୋଭିଡ କଟକଣା ମଧ୍ୟରେ ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜନତା ନିଜ ମତଦାନର...
ବାଲେଶ୍ଵର ଉପନିର୍ବାଚନ – ଲୋକଙ୍କୁ ଟଙ୍କା ବାଣ୍ଟୁଥିଲେ ମହିଳା, ପୋଲିସ ଜିମା ଦେଲେ ଗ୍ରାମବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ଏବଂ ତିର୍ତ୍ତୋଲରେ ଆଜି ୨ଟି ଆସନ ପାଇଁ ଭୋଟଗ୍ରହଣ ଚାଲିଛି। ଉପ-ନିର୍ବାଚନର ଏହି ପ୍ରକ୍ରିୟା ଚାଲିଥିବା ବେଳେ ବାଲେଶ୍ଵରରେ ଭୋଟରଙ୍କୁ ଟଙ୍କା ବାଣ୍ଟିବା ଅଭିଯୋଗ ହୋଇଛି। ଜଣେ ମହିଳା ବାଲେଶ୍ଵର ସଦରର...
ବାଲେଶ୍ୱର ପ୍ରଚାର ମଇଦାନରେ ପ୍ରଣବ ମୁଖାର୍ଜୀଙ୍କ ପୁଅ, କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ଉପନିର୍ବାଚନ ପ୍ରଚାର ମଇଦାନରେ ଏବେ ସବୁ ଦଳର ହେଭିୱେଟ୍ ନେତାମାନଙ୍କୁ ଦେଖିବାକୁ ମିଳୁଛି। ଘନ ଘନ ପ୍ରଚାର ସାଙ୍ଗକୁ ନେତାମାନେ ଘର ଘର ବୁଲି ଭୋଟରମାନଙ୍କୁ ଭୋଟ ଭିକ୍ଷା କରୁଛନ୍ତି।...
ନବୀନଙ୍କ ଡିଜିଟାଲ ପ୍ରଚାର – ‘ବିଜେପୁର ପରି ବାଲେଶ୍ୱରର ବିକାଶ ଦାୟିତ୍ୱ ମୁଁ ନିଜେ ବୁଝିବି’
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ଉପନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କଲେ ନବୀନ।
“ବିଜେପୁର ପରି ବାଲେଶ୍ୱର ବିକାଶ ଦାୟିତ୍ୱ ମୁଁ ନିଜେ ବୁଝିବି। ଏଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। ଆପଣମାନେ ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ।...
ବାଲେଶ୍ୱର, ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କରିବେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ଓ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କରିବେ ନବୀନ। ଆସନ୍ତାକାଲି ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନବୀନ ପଟ୍ଟନାୟକ ଡିଜିଟାଲ ଜରିଆରେ ପ୍ରଚାର କରିବେ। ଏହାର ପରଦିନ ଅର୍ଥାତ...
ସମସ୍ତଙ୍କୁ ମାଗଣାରେ ମିଳିବ କୋଭିଡ୍ ଟିକା, ଜଣକ ପାଇଁ ଖର୍ଚ୍ଚ ହେବ ୫୫୦ ଟଙ୍କା – କେନ୍ଦ୍ରମନ୍ତ୍ରୀ ପ୍ରତାପ...
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ୍ ଟିକାକୁ ନେଇ ସାରା ଦେଶରେ ଏବେ ରାଜନୀତି ଜୋର୍ ଧରିଛି। ଦେଶବାସୀଙ୍କୁ ମାଗଣାରେ କୋଭିଡ୍ ଟିକା ଦିଆଯିବ କି ନାହିଁ ତାକୁ ନେଇ ବିରୋଧୀମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାରେ...





















