ବାଲେଶ୍ଵର ପଲ୍ଲିଶ୍ରୀ ମେଳାରେ ଲୋକାର୍ପିତ ହେଲା ଗ୍ରନ୍ଥ ‘କହି ଜାଣିଲେ କଥା ସୁନ୍ଦର’
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵର ପଲ୍ଲିଶ୍ରୀ ମେଳାରେ ଲୋକାର୍ପିତ ହେଲା କବି ଦୀପକ ବୋଷଙ୍କ ଗ୍ରନ୍ଥ ‘କହି ଜାଣିଲେ କଥା ସୁନ୍ଦର'।
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲାର ବାର୍ଷିକ ପଲ୍ଲିଶ୍ରୀ ମେଳା 'ଏକ୍ସପୋ' ସ୍ଥାନୀୟ...
ପ୍ରକାଶ ପାଇଲା ଫକିର ମୋହନ କଲେଜରେ ଲାପଟପ୍ ବିତରଣ କାର୍ଯ୍ୟକ୍ରମ ସୂଚୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵର ଫକିର ମୋହନ ମହାବିଦ୍ୟାଳୟରୁ ଯୁକ୍ତ ଦୁଇରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଣ୍ଟନ କରାଯିବ। ଏନେଇ କଲେଜ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଡିସେମ୍ଵର ୨୮ ତାରିଖରୁ ୩୧...
ବିଚ୍ସାଇଡ୍ ଡେଷ୍ଟିନେସନ୍ ୱେଡିଙ୍ଗ୍ ପ୍ୟାକେଜ୍ ତାଲିକାକୁ ଆସିଲା ଚାନ୍ଦିପୁର ପାନ୍ଥନିବାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଥର ସମୁଦ୍ର ପାଖ ପାନ୍ଥନିବାସରେ କରିପାରିବେ ବାହାଘର ଆୟୋଜନ
ସ୍ଵତନ୍ତ୍ର ୱେଡିଙ୍ଗ୍ ପ୍ୟାକେଜ୍ ଘୋଷଣା କଲା ଓଟିଡିସି
ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ବୁକ୍ କରିପାରିବେ ପାନ୍ଥନିବାସ
ବାଜାରୋଷଣି ସହ ଖାନାପିନାର...
ବାଲେଶ୍ଵରରେ ସୁପରସୋନିକ୍ ମିସାଇଲ ‘ବ୍ରହ୍ମୋସ’ର ଦ୍ଵିତୀୟ ରାଉଣ୍ଡ ପରୀକ୍ଷଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପରସୋନିକ୍ ମିସାଇଲ ‘ବ୍ରହ୍ମୋସ’ର ଦ୍ଵିତୀୟ ରାଉଣ୍ଡ ପରୀକ୍ଷଣ ସଫଳ ହୋଇଛି। ବାଲେଶ୍ଵର ଚାନ୍ଦିପୁର ୩ ନମ୍ଵର ଲଞ୍ଚପ୍ୟାଡ୍ରୁ ୩ଟା ୪୧ ମିନିଟରେ ଏହା ପରୀକ୍ଷଣ ହୋଇଥିଲା। ଭାରତ ଓ ଋଷର ମିଳିତ...
ବାଲେଶ୍ୱରରୁ ହରିଦ୍ୱାର ଓ ଋଷିକେଶ ଅଭିମୁଖେ ଗଲା ତୀର୍ଥଯାତ୍ରୀ ଟ୍ରେନ୍ – ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱରରୁ ହରିଦ୍ୱାର ଓ ଋଷିକେଶକୁ ଗଲା ତୀର୍ଥଯାତ୍ରୀ ଟ୍ରେନ୍
ଭିଡିଓ କନଫରେନ୍ସିଂରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ତୀର୍ଥଯାତ୍ରାରେ ମୋଟ ୯୭୦ ଲୋକ ସାମିଲ
୨୦୨୦ରେ ଆହୁରି ତିନୋଟି ବରିଷ୍ଠ ନାଗରିକ...
ରାତିରେ ଶୋଇଥିଲା ବେଳେ ଜିଅନ୍ତା ଜଳିଗଲେ ଯୁବକ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତିରେ ଘରେ ଶୋଇଥିଲା ବେଳେ ଜିଅନ୍ତା ଜଳିଗଲେ ଯୁବକ। ବାଲେଶ୍ୱର ସଦର ଥାନା ଅଞ୍ଚଳରେ ଏହି ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି।
ସୋମବାର ରାତି ପ୍ରାୟ ୨ଟା ସମୟରେ ଯୁବକଙ୍କ ଘରେ କୌଣସି...
ପରଲୋକରେ ଅଭିନେତା ଓ ନିର୍ଦ୍ଦେଶକ ପରମାନନ୍ଦ ସାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଆରପାରିରେ ଅଭିନେତା ଓ ନିର୍ଦ୍ଦେଶକ ପରମାନନ୍ଦ ସାହୁ। ଦୂରଦର୍ଶନର ଜଣେ ଖ୍ୟାତନାମା କଳାକାର ଓ ବାଲେଶ୍ଵର ନାଟ୍ୟଜଗତର ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ଵ ଭାବେ ସେ ବେଶ...
ଉନ୍ମୋଚିତ ହେଲା କବି ରୁଦ୍ର ରଂଜନ ଶେଜପଡାଙ୍କ ପ୍ରଥମ କବିତା ପୁସ୍ତକ ‘ବାଆଁରା’
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଉନ୍ମୋଚନ ହୋଇଛି କବି ରୁଦ୍ର ରଂଜନ ଶେଜପଡାଙ୍କ ପ୍ରଥମ କବିତା ପୁସ୍ତକ। ବାଲେଶ୍ଵର ସମ୍ବାଦ ଭବନସ୍ଥିତ ପ୍ରକ୍ଷାଳୟରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। 'ସମ୍ବାଦ'ର...
ଡିସେମ୍ବର ୨୮ରୁ ବାଲେଶ୍ଵରରେ ହେବ ଚନ୍ଦ୍ରଭାଗୋତ୍ସବ-୨୦୧୯
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଆସନ୍ତା ଡିସେମ୍ବର ୨୮ରୁ ବାଲେଶ୍ଵରରେ ହେବ ଚନ୍ଦ୍ରଭାଗୋତ୍ସବ-୨୦୧୯। ଏନେଇ ବୁଧବାର ବସିଥିବା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି।
ପ୍ରତିବର୍ଷ ବାଲେଶ୍ଵର ଜିଲ୍ଲାରେ 'ଚନ୍ଦ୍ରଭାଗା' ଅନୁଷ୍ଠାନ ପକ୍ଷରୁ 'ଚନ୍ଦ୍ରଭାଗୋତ୍ସବ' ସଫଳତାର...
ବସ୍ ଟ୍ରକ ମୁହାଁମୁହିଁ – ୨୦ ଯାତ୍ରୀ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ଜିଲ୍ଲା ନୀଳଗିରିରେ ବସ୍ ଟ୍ରକ ମୁହାଁମୁହିଁ ହୋଇଛନ୍ତି। ଫଳରେ ବସ୍ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ନୀଳଗିରି ଉଦଳା ରାସ୍ତା ତେଲିପାଳ ଆଶ୍ରମ ସ୍କୁଲ ନିକଟରେ...





















