ଝାମ୍ପି ନେଲେ ଦେଢ଼ ଲକ୍ଷ, ଛାଡ଼ି ଗଲେ ପଲସର୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଖୁ ଦେଖୁ ଆଖି ପିଛୁଳାକେ ଜଣେ ବ୍ୟବସାୟୀଙ୍କଠୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଭଦ୍ରକ ସହର ମଞ୍ଜୁରୀରୋଡସ୍ଥିତ ଆଲ୍ଲାହାବାଦ ବ୍ୟାଙ୍କ ଶାଖା ସମ୍ମୁଖରେ ଏହି ଘଟଣା ଘଟିଛି। ଭଦ୍ରକ ସହର...

ପିଲାଙ୍କୁ ଆଣ୍ଠେଇବା ଶିକ୍ଷୟିତ୍ରୀଙ୍କୁ ପଡ଼ିଲା ମହଙ୍ଗା, ହେଲେ ନିଲମ୍ଵିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍କୁଲରେ ପିଲାଙ୍କୁ କାନ ଧରି ଆଣ୍ଠେଇବା ଶିକ୍ଷୟିତ୍ରୀଙ୍କୁ ପଡ଼ିଲା ମହଙ୍ଗା। ଏହାର ଭିଡିଓ ଭାଇରାଲ ହେବା ପରେ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଶିକ୍ଷୟିତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ଵନ କରାଯାଇଛି। ଏଭଳି...

ଓଡ଼ିଶାରେ ଲାଗୁ ହେବନି ଏନ୍‌ଆରସି, ମୁଖ୍ୟମନ୍ତ୍ରୀ ଦେଲେ ପ୍ରତିଶ୍ରୁତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଓଡ଼ିଶାରେ ମୁସଲିମ୍‌ ସଂଗଠନ ଭୟଭୀତ। ମୁଖ୍ୟମନ୍ତ୍ରୀ ଭେଟି ଓଡ଼ିଶାରେ ଏନ୍‌ଆରସି ଲାଗୁ ନକରିବାକୁ ଜଣାଇଲେ ଦାବି। ଓଡ଼ିଶା ମୁସଲିମ ସଂଗଠନକୁ ଘାରିଛି ନାଗରିକତା ସଂଶୋଧନ ବିଲ୍‌ ଭୟ।...

ଚାକିରିରେ ଯୋଗ ଦେବାକୁ ଯାଉଥିଲେ, ଦୁର୍ଘଟଣାରେ ଗଲା ଯୁବକଙ୍କ ଜୀବନ

 ଓଡ଼ିଶାଲାଇଭ୍‌ ବ୍ୟୁରୋ ଏମିତି ବି ଆସେ ମୃତ୍ୟୁ। ଚାକିରିରେ ଯୋଗ ଦେବା ପୂର୍ବରୁ ସଡ଼କ ଦୁର୍ଘଟଣାରେ ଜୀବନ ହରାଇଲେ ଯୁବକ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦାବାଲି, ନଛିପୁର ଛକ...

ଭଦ୍ରକରେ ହେବ ମେଡିକାଲ କଲେଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂରଣ ହେଲା ଭଦ୍ରକବାସୀଙ୍କ ସ୍ଵପ୍ନ। ଭଦ୍ରକରେ ପ୍ରତିଷ୍ଠା ହେବ ନୂଆ ମେଡିକାଲ କଲେଜ। ଏନେଇ ସ୍ଵାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି। ମେଡିକାଲ କଲେଜ ପାଇଁ ୨୫ ଏକର ଜାଗା...

ଭଦ୍ରକ ଆଖଣ୍ଡଳମଣୀ ମନ୍ଦିର ଭଣ୍ଡାର ଘରେ ଅଗ୍ନିକାଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭଦ୍ରକ ଜିଲ୍ଲା ପ୍ରସିଦ୍ଧ ଆରଡ଼ି ଆଖଣ୍ଡଳମଣି ମନ୍ଦିରରେ ଅଗ୍ନିକାଣ୍ଡ ଘଟିଛି। ମନ୍ଦିରର ଭଣ୍ଡାର ଘରେ ନିଆଁ ଲାଗିବା ଯୋଗୁଁ ବିଭିନ୍ନ ପୂଜା ସାମଗ୍ରୀ ଜଳି ନଷ୍ଟ ହୋଇଯାଇଛି। ପରେ ଦମକଳ ବାହିନୀ...

ଟ୍ରେନ୍‌ରେ ତିନି ଶିଶୁ ପୁତ୍ରକୁ ଜନ୍ମ ଦେଲେ ମହିଳା, ଆଖି ବୁଜିଲେ ୩ ନବଜାତ

ଓଡ଼ିଶାଲାଇଭ୍ ବ୍ୟୁରୋ ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଜଣେ ମହିଳା ଯାତ୍ରୀ ୩ ଶିଶୁ ପୁତ୍ର ଜନ୍ମ ଦେଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏବେ ୩ ଶିଶୁଙ୍କ ମୃତ୍ୟୁ ହୋଇଥିବା...

ଭଦ୍ରକ ଓ ବାଲେଶ୍ଵର ବୁଲ୍‌ବୁଲ୍‌ ପ୍ରଭାବ – ଉପୁଡ଼ିଲା ଗଛ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉପକୂଳ ଓଡ଼ିଶାରେ ପଡ଼ିଛି ବୁଲ୍‌ବୁଲ୍‌ର ପ୍ରଭାବ। ଓଡ଼ିଶାକୁ ନଛୁଇଁ ମଧ୍ୟ ଛାପ ଛାଡ଼ିଦେଇଛି ବୁଲ୍‌ବୁଲ୍‌। ଏହାର ପ୍ରଭାବରେ ଅଧିକ ପ୍ରଭାବିତ ହୋଇଛନ୍ତି ଭଦ୍ରକ ଓ ବାଲେଶ୍ଵର ଜିଲ୍ଲା। ଏହି ଦୁଇ ଜିଲ୍ଲାରେ...

ଧାମରାରରେ ଓଲଟିଲା ଡଙ୍ଗା, ପହଁରି ପହଁରି କୂଳରେ ଲାଗିଲେ ୮ ମତ୍ସ୍ୟଜୀବୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଧାମରା କାଳିନାଳି ଜଙ୍ଗଲ ସମୁଦ୍ର ନିକଟରେ ଓଲଟିଲା ଡଙ୍ଗା। ଡଙ୍ଗାରେ ଥିବା ୮ ମତ୍ସ୍ୟଜୀବୀ ପହଁରି ପହଁରି ଆସି କୂଳରେ ଲାଗିଛନ୍ତି। ସେମାନଙ୍କୁ ଓଡ୍ରାଫ ଟିମ୍‌ ଦ୍ଵାରା ଉଦ୍ଧାର କରାଯାଇଛି। ବର୍ତ୍ତମାନ...

ଭଦ୍ରକ ଜିଲ୍ଲା କୋର୍ଟରେ ବିଭିନ୍ନ ପଦବୀରେ ନିଯୁକ୍ତି

ଓଡ଼ିଶାଲାଇଭ ବ୍ୟୁରୋ ଭଦ୍ରକ ଜିଲ୍ଲା କୋର୍ଟରେ ଚାକିରି ସୁଯୋଗ। ବିଭିନ୍ନ ପଦ ପାଇଁ କରିପାରିବେ ଆବେଦନ। ଭଦ୍ରକ ଜିଲ୍ଲା କୋର୍ଟରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଜୁନିଅର କ୍ଲର୍କ କପିଷ୍ଟ,...